Latest Odisha News

BREAKING NEWS

Monthly Archives

June 2025

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ସେକ୍ସନ ଅଫିସର

ପୁରୀ: ପୁରୀର ଏସଡିଭିଓ ସେକ୍ସନ ଅଫିସର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଆଜି ସେକ୍ସନ ଅଫିସର (ସ୍‌ବଡିଭିଜିଓଆଲ ଭେଟେନାରୀ ଅଫିସର) ମନୋଜ ମହାନ୍ତି ୬୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ। ଅଭିଯୋଗକାରୀ ଏବଂ ଅନ୍ୟ ତିନି ଜଣଙ୍କ ସମ୍ପର୍କରେ EV…

ଇମରାନ ଖାନଙ୍କ ପତ୍ନୀଙ୍କ ପଛରେ ପଡ଼ିଛନ୍ତି ଆସିମ ମୁନିର ! ପାକିସ୍ତାନ ପୂର୍ବତନ ପିଏମଙ୍କ ସାଂଘାତିକ ଖୁଲାସା

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରୀକ-ଏ-ଇନସାଫ (PTI) ନେତା ଇମରାନ ଖାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କ ବିରୋଧରେ ଗୁରୁତର ଓ ବ୍ୟକ୍ତିଗତ ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଜେନେରାଲ ମୁନିର ତାଙ୍କୁ ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ…

ପିଓକେକୁ ବାଟ ଫିଟିଲା, ନିଜେ ପାକ୍ ମନ୍ତ୍ରୀ କରିଦେଲେ ବଡ ଘୋଷଣା….

ନୂଆଦିଲ୍ଲୀ:  ଭାରତ ପାକିସ୍ତାନରେ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ଏବଂ ୪ ଦିନିଆ ସଂଘର୍ଷ ପରେ, ଏବେ ଭାରତର ପିଓକେ ପୁନଃ ଅକ୍ତିଆର ପ୍ରୟାସ ଆରମ୍ଭ ହୋଇଛି । ଏହାରି ଭିତରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ବଡ ଘୋଷଣା କରିଛନ୍ତି । ଯାହା ଏବେ ପିଓକେ ଫେରି ପାଇବାର ଏକ ବଡ…

ମିଳୁନାହିଁ କି ଟ୍ରେନର କନଫର୍ମ ଟିକେଟ: AI କରିବ ସାହାଯ୍ୟ, ଚୁଟକିରେ ହୋଇଯିବ ସମାଧାନ

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ରେଳବାଇ ଟିକେଟ ବୁକିଂ ସମୟରେ ଟିକେଟ ନମିଳିବା ସମସ୍ୟାରେ ଅସୁବିଧାରେ ପଡ଼ୁଛନ୍ତ, ତେବେ ଆପଣଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳବାଇର IRCTC ଏବେ ନିଜ ସେବାକୁ ଉନ୍ନତ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଟେକ୍ନୋଲଜିର ବ୍ୟବହାର କରିବାକୁ ଯାଉଛି। ଏହା…

ଚାକିରି ନେଇଯିବ AI, ରିପୋର୍ଟରେ ସାଂଘାତିକ ଖୁଲାସା

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଏବେ କେବଳ ଛୋଟ ଅଫିସ କାମରେ ସୀମିତ ହୋଇ ରହିବ ନାହିଁ । ଏହା ସମଗ୍ର ଶିଳ୍ପର ଦିଗ ବଦଳାଉଛି। ନିକଟରେ ପ୍ରକାଶିତ ରିପୋର୍ଟ ଦାବି କରିଛି ଯେ ଆଗାମୀ ୫ ବର୍ଷ ମଧ୍ୟରେ ବିଶ୍ୱବ୍ୟାପୀ ପ୍ରାୟ ୪୦ ପ୍ରତିଶତ ଚାକିରି ଉପରେ AIର ପ୍ରଭାବ ପଡ଼ିବ। କେତେକ…

ଓଡିଶା ଆସିବେ ମୋଦି, ୧୨ରେ ସରକାରଙ୍କ ବର୍ଷପୂର୍ତ୍ତିରେ ଯୋଗ ଦେଇପାରନ୍ତି….

ଭୁବନେଶ୍ବର: ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁନ୍ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି…

କମ ଟଙ୍କାରେ ଚମତ୍କାର ଅଫର ! ୫୧ ଟଙ୍କା ପ୍ଲାନରେ Jio ଦେଲା ଅସୀମିତ ଡାଟା

ମୁମ୍ବାଇ: ରିଲାଏନ୍ସ ଜିଓ ପୁଣି ଥରେ ପ୍ରମାଣ କରିଛି କାହିଁକି ଏହା ଦେଶର ସବୁଠୁ ଅଧିକ ମୋବାଇଲ ଗ୍ରାହକଙ୍କ ପସନ୍ଦ। କମ୍ ମୂଲ୍ୟରେ ଅଧିକ ଲାଭ ଦେବାରେ ଜିଓ ନିଜର ଅନନ୍ୟ ଶୈଳୀ ବଜାୟ ରଖି ମାତ୍ର ୫୧ ଟଙ୍କାରେ ଏକ ଏପରି ଡାଟା ପ୍ୟାକ୍ ଆରମ୍ଭ କରିଛି, ଯାହା ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଏକ…

ଅଧିକ ତାପମାତ୍ରା ବଢ଼ିଲେ କମିଥାଏ ରୋଗ, ନୂଆ ରିସର୍ଚ୍ଚରେ ଚମକାଇଲା ଭଳି ଖୁଲାସା

ନୂଆଦିଲ୍ଲୀ: ବାର୍ତ୍ତମାନ ଯାଏ କୁହାଯାଉଥିଲା ଯେ ଗରମ ବଢ଼ିଲେ ରୋଗ ଦ୍ରୁତ ଗତିରେ ବ୍ୟାପିବ। ତାପମାତ୍ରା ଯେତେ ଅଧିକ ହେବ, ରୋଗ ସେତେ ତୀବ୍ର ହେବ। କିନ୍ତୁ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଏକ ନୂଆ ଗବେଷଣା ଏହି ଧାରଣାକୁ ପଛରେ ପକାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେରିକାର ଏକ ଗବେଷଣା…

ରେଳ ବିଭାଗର ବଡ଼ ନିଷ୍ପତ୍ତି; ଏବେ ତତ୍କାଳ ଟିକେଟ୍ ପାଇବା ହେବ ସହଜ

ନୂଆଦିଲ୍ଲୀ: ତତ୍କାଳ ଟିକେଟକୁ ନେଇ ରେଳ ବିଭାଗର ବଡ଼ ନିଷ୍ପତ୍ତି । ଏଣିକି ତତ୍କାଳ ଟିକେଟ୍‌ ବୁକିଂ ହେବ ଆହୁରି ସହଜ । ଭାରତୀୟ ରେଲୱେ ଖୁବ୍‌ଶୀଘ୍ର ଆରମ୍ଭ କରିବ ଇ-ଆଧାର ପ୍ରମାଣୀକରଣ । ଟିକେଟ୍‌ ବୁକିଂ ବେଳେ ହେବ ଇ-ଆଧାର ପ୍ରମାଣୀକରଣ । ଆବଶ୍ୟକ ସ୍ଥଳେ ଟିକେଟ୍ ପାଇବାରେ ସହଜ ହେବ । ଏନେଇ…

ଆମେରିକାକୁ ଯାତ୍ରା କରିପାରିବେନି ଏହି ୧୨ ଦେଶ…., ବ୍ୟାନ୍ ଲଗାଇଲେ ଟ୍ରମ୍ପ୍

ନୂଆଦିଲ୍ଲୀ: ଆମେରିକା ଯାଇପାରିବେନି ଏହି ଦେଶର ଲୋକ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୨ଟି ଦେଶର ଲୋକଙ୍କୁ ଆମେରିକାରେ ପ୍ରବେଶ ନିଷେଧ କରିଛନ୍ତି। ଏହି ଦେଶର ଲୋକମାନେ ଆମେରିକା ଯାତ୍ରା କରିପାରିବେ ନାହିଁ। ଆମେରିକାର ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ସମୟରେ ମଧ୍ୟ…