Latest Odisha News

BREAKING NEWS

Monthly Archives

June 2025

IRCTCର ବଡ଼ କାର୍ଯ୍ୟାନୁଷ୍ଠାନ; ୨.୫କୋଟି ନକଲି ୟୁଜର ଆଇଡିକୁ କଲା ବନ୍ଦ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଅନଧିକୃତ ସ୍ୱୟଂଚାଳିତ ବୁକିଂ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୁକିଂ ୱେବସାଇଟରେ ପ୍ରକୃତ ଉପଭୋକ୍ତାଙ୍କ ପ୍ରବେଶକୁ ବୃଦ୍ଧି କରିଛି । ଏଆଇ-ଚାଳିତ ବଟ୍ ମିଟିଗେସନ୍ ପ୍ରକୃତ ଟିକେଟ୍ ବୁକିଂକୁ ବୃଦ୍ଧି କରି ୨.୫ କୋଟି ସନ୍ଦିଗ୍ଧ ଉପଭୋକ୍ତା ଆଇଡି…

ରାଜ୍ୟର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟର ଭିସି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ 

ଭୁବନେଶ୍ୱର: ରାଜ୍ୟର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଭିସି (ଭାଇସ୍ ଚାନ୍ସେଲର) ନିଯୁକ୍ତି ପାଇଁ ଓଡ଼ିଶା ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ “୦୧.୧୨.୨୦୨୫ (୦୨.୧୨.୧୯୫୯ କିମ୍ବା ତା’ପରେ ଜନ୍ମ) ଅନୁଯାୟୀ ୬୬ ବର୍ଷରୁ…

ISI ଏବଂ RAW ଏକାଠି ହେଲେ ଆତଙ୍କବାଦ ଦୂର ହୋଇପାରିବ: ବିଲାୱଲ ଭୁଟ୍ଟୋ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଏବେ ଦକ୍ଷିଣ ଏସିଆରୁ ଆତଙ୍କବାଦକୁ ଦୂର କରିବା ପାଇଁ ପରାମର୍ଶ ଦେଉଛି। ଆମେରିକା ଗସ୍ତରେ ଥିବା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସଭାପତି ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ-ଜରଦାରୀ କହିଛନ୍ତି ଯେ ଯଦି ଦୁଇ…

ମ୍ୟାଗୀ ବ୍ରଦର୍ସଙ୍କ ହାତରେ ୯ ଆଇପିଏଲ ଟ୍ରଫି

 ମୁମ୍ବାଇ: ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ତୁଳନାରେ ମ୍ୟାଗୀ ବ୍ରଦର୍ସ ୯ ଥର ଆଇପିଏଲ ଟ୍ରଫି ହାସଲ କରିଥିବା ଟିମ ସହିତ ରହିଛନ୍ତି । ଏବେ ସବୁଠାରେ ଏହି ମ୍ୟାଗୀ ବ୍ରଦର୍ସଙ୍କ ଚର୍ଚ୍ଚା । ତେବେ ଏହି ମ୍ୟାଗୀ ବ୍ରଦର୍ସ କିଏ ? ଆଇପିଏଲ ୨୦୨୫ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ…

କ’ଣ ଗଣମାଧ୍ୟମ ସାମରିକ ଅଧିକାରୀଙ୍କ ଗୋପନୀୟତା ଭଙ୍ଗ କରୁଛି? ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ…

ନୂଆଦିଲ୍ଲୀ:  ସମସ୍ତ ଗଣମାଧ୍ୟମ ସଂସ୍ଥାଗୁଡିକ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ବରିଷ୍ଠ ସାମରିକ ଅଧିକାରୀ ଏବଂ ସେମାନଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ଗଣମାଧ୍ୟମଙ୍କୁ ନିବେଦନ କରିଛନ୍ତି। ସରକାର ଏ…

୨୦୪୭ ସୁଦ୍ଧା ବିକଶିତ ହେବ ଭାରତ: ପୂର୍ବତନ ଆରବିଆଇ ଗଭର୍ଣ୍ଣରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଥାଇ ମଧ୍ୟ ଭାରତ ଶକ୍ତିଶାଳୀ ଜିଡିପି ଅଙ୍କ ପ୍ରକାଶ କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ବିଶ୍ୱର ଚତୁର୍ଥ ସର୍ବବୃହତ ଅର୍ଥନୀତି ହୋଇପାରେ। ଏନେଇ ଆଇଏମଏଫ ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଛି। ଯଦି ଏହା ସତ୍ୟରେ ପରିଣତ ହୁଏ ତେବେ ଚଳିତବର୍ଷ ଶେଷ…

୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା ଆରମ୍ଭ

ନୂଆଦିଲ୍ଲୀ: ଭାରତରେ ଜାତିଗତ ଜନଗଣନା ୧ ମାର୍ଚ୍ଚ ୨୦୨୭ ରୁ ଆରମ୍ଭ ହେବ। ଏହି ଜନଗଣନା ସାରା ଦେଶରେ ଦୁଇଟି ପର୍ଯ୍ୟାୟରେ କରାଯିବ ବୋଲି ଜଣାପଡିଛି। ୧୯୫୧ରୁ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଁ ୨୦୨୧ରେ ଏହାକୁ ସ୍ଥଗିତ ରଖାଯାଇଥିଲା। ସୂଚନା ଅନୁସାରେ…

ଆରସିବିର ବିଜୟ ଉତ୍ସବ ବେଳେ ଅଘଟଣ: ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା, ୭ ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବିଜୟ ଉତ୍ସବ ସମୟରେ ଅଘଟଣ। ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବସ ସାମ୍ନାକୁ ଆସିଛି। ଏହାସହ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ଆଶଙ୍କା ରହିଛି। ରୟାଲ…

ଏଣିକି ଲଘୁ ଖଣିଜର ଦାୟିତ୍ବ ତୁଲାଇବ ରାଜସ୍ବ ବିଭାଗ

ଭୁବନେଶ୍ବର: ଏଣିକି ଖଣି ବିଭାଗ ପାଖରେ ରହିବ ଲଘୁ ଖଣିଜ। ଆଉ ଏହାର ଦାୟିତ୍ୱ ତୁଲାଇବ ରାଜସ୍ୱ ବିଭାଗ। ଭୁବନେଶ୍ବରରେ ଆୟୋଜିତ ତହସିଲଦାର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ରାଜସ୍ୱ ବିଭାଗର ବଡ଼ ଦାୟିତ୍ୱ ଥିଲା ଲଘୁ ଖଣିଜ। ହେଲେ ଖଣି ବିଭାଗକୁ ଗଲା ପରେ ଲଘୁ ଖଣିଜ…

ପାକିସ୍ତାନରେ ଭୂମିକମ୍ପ ବେଳେ ଜେଲରୁ ଫେରାର ୨୦୦ରୁ ଅଧିକ କଏଦୀ 

କରାଚୀ: ପାକିସ୍ତାନର କରାଚୀ ସହରର ଏକ ଉଚ୍ଚ ସୁରକ୍ଷା ବିଶିଷ୍ଟ ଜେଲରୁ ୨୦୦ରୁ ଅଧିକ କଏଦୀ ଫେରାର ହୋଇଯାଇଛନ୍ତି। ମଙ୍ଗଳବାର ଦିନ ଜଣେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସିନ୍ଧ ଗୃହମନ୍ତ୍ରୀ ଜିଆ-ଉଲ ହାସନ ଲାଞ୍ଜର କହିଛନ୍ତି ଯେ ଯଦି କଏଦୀମାନେ ସ୍ୱେଚ୍ଛାକୃତ…