ମା’ଙ୍କ ନାମରେ ଗୋଟିଏ ଗଛ ଲଗାଇବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ; ୧୦କୋଟି ଗଛ ଲଗାଇବାକୁ ରହିଛି ଲକ୍ଷ୍ୟ
ଭୁବନେଶ୍ବର:ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦୀଙ୍କ ‘ମିଶନ ଲାଇଫ୍’ ର କଳ୍ପନାକୁ ଆଗକୁ ବଢାଇବା ପାଇଁ ଏହି ବିଶ୍ୱ ପରିବେଶ ଦିବସ ରେ ମା’ଙ୍କ ନାରେ ଗୋଟିଏ ଗଛ ୨.୦ ଅଭିଯାନ (#EkPedMaaKeNaam 2.0) ର ଶୁଭାରମ୍ଭ ହେଉଛି । ଏହି ଅଭିଯାନରେ ୧୦ କୋଟି ଗଛ ଲଗାଇବା ଲକ୍ଷ୍ୟ ରହିଛି । ଜୁନ୍…