Latest Odisha News

BREAKING NEWS

Monthly Archives

June 2025

ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ନିଜେ ଲାଇସେନ୍ସ ବନ୍ଧୁକ ରଖି ଶିକାରୀଙ୍କୁ ବିକୁଥିଲା ଗୁଳି

ମୟୁରଭଞ୍ଜ: ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କ ଗୁଳି ବେପାର। ନିଜେ ଲାଇସେନ୍ସରେ ବନ୍ଧୁକ ରଖି ଶିକାରୀଙ୍କୁ ଯୋଗାଉଥିଲେ ଗୁଳି। ଏହି ବେଆଇନ ବନ୍ଧୁକ ଗୁଳି କାରବାରର ମୁଖ୍ୟ ଆସାମୀକୁ ଗିରଫ କରିଛି ପୋଲିସ। ଗିରଫ ଅପରାଧୀ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଧିନ ଧୋବଣୀଶୋଳ…

ଦେଶୀ ବନ୍ଧୁକ କାରଖାନା ଉପରେ ଚଢଉ; ୩ ଗିରଫ, ବିପୁଳ ପରିମାଣରେ ସାମଗ୍ରୀ ଜବତ

ନୟାଗଡ଼: ଦଶପଲ୍ଲା ପାହାଡ଼ ଉପରେ ଥିବା ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ପୋଲିସର ଚଢ଼ଉ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକମାନେ ହେଲେ ଦଶପଲ୍ଲା ମଧ୍ୟଖଣ୍ଡ ଅଞ୍ଚଳର ତପନ ପରିଡ଼ା (୨୫) ଓ ଗୋବର୍ଦ୍ଧନ ପରିଡ଼ା (୪୮), ଢିଅସାହିର ରାଜେଶ କୁମାର ପ୍ରଧାନ (୨୭) ।…

ଗୁଳୁଗୁଳିରେ ନୟାନ୍ତ, ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର: ଗୁଳୁଗୁଳିରେ ନୟାନ୍ତ ରାଜ୍ୟବାସୀ। ଆଗାମୀ ତିନି ଦିନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ହୋଇପାରେ। ୫ ଓ ୬ ତାରିଖରେ ବି ଅସମ୍ଭାଳ ତାତିରୁ ନିସ୍ତାର ମିଳିବନି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ…

Perplexity AI ସାମସଙ୍ଗ ଫୋନରେ ଆସିଲେ.. ଜେମିନିର କ’ଣ ହେବ ?

ନୂଆଦିଲ୍ଲୀ: AI ଜଗତରେ ଏବେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଗୋଟିଏ ପଟେ ଗୁଗୁଲ୍ ଜେମିନି ଏଆଇକୁ ଆଗକୁ ବଢ଼ାଉଛି, ଅନ୍ୟପଟେ ଏକ ନୂତନ କମ୍ପାନୀ ପର୍ପଲେକ୍ସିଟି ଗୁଗୁଲ୍ ସହିତ ସିଧାସଳଖ ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ।ଏବେ ସାମସଙ୍ଗ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛି। ସାମସଙ୍ଗ ଏବଂ…

ପୁଣି ଜେଲ ଯିବେ କି ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ?

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ନେତା ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା ପୁଣି ବଢ଼ିପାରେ । ଦିଲ୍ଲୀର ଦୁର୍ନୀତି ନିବାରଣ ଶାଖା (ଏସିବି) ଏକ ଦୁର୍ନୀତି ମାମଲାରେ ଉଭୟ ନେତାଙ୍କୁ ସମନ ଜାରି କରିଛି ଏବଂ ହାଜର ହେବାକୁ ଡାକିଛି । ଜୈନଙ୍କୁ ଜୁନ୍ 6 ତାରିଖରେ ହାଜର ହେବାକୁ…

ଜଳଖିଆରେ ମୁଠାଏ ଭିଜା ଚିନାବାଦାମ ଖାଆନ୍ତୁ, ମିଳିବ ଅଦଭୁତ ଲାଭ…

ଭୁବନେଶ୍ବର:ଚିନାବାଦାମରେ ଭରପୁର ପ୍ରୋଟିନ୍, ଫାଇବର ରହିଥାଏ । ଯଦି ଆମେ ଠିକ୍ ସମୟରେ ଏବଂ ଠିକ୍ ପରିମାଣର ଖାଇବା ତେବେ ଅନେକ ସ୍ୱାସ୍ଥ୍ୟ ଲାଭ ମିଳିବ । ଆମେ ସମସ୍ତେ ବାଦାମକୁ ଅନେକ ଉପାୟରେ ଖାଇଥାଉ, ଯେପରିକି ଭାଜା ଚିନାବାଦାମ, ସିଝା ଚିନାବାଦାମ ହେଲେ ଆପଣ କେବେ ପାଣିରେ ଭିଜା ଚିନାବାଦାମ…

ହ୍ୱାଟସଆପକୁ ଟକ୍କର ଦେବାକୁ ଆସୁଛି XChat, ଜାଣନ୍ତୁ ଏହା କିପରି କାମ କରିବ…

ନୂଆଦିଲ୍ଲୀ: ମେସେଜିଂ ଜଗତରେ XChatର ଏଣ୍ଟ୍ରି । ଏହା ଏକ ଏନକ୍ରିପ୍ଟେଡ୍ ମେସେଜିଂ ସେବା। XChat କୁ ଟେସଲାର ସିଇଓ ଏଲନ ମସ୍କ ଲଞ୍ଚ କରିଛନ୍ତି । ଏହି ଆପ୍ ହ୍ୱାଟସଆପ୍, ଟେଲିଗ୍ରାମ ଏବଂ ସିଗନାଲ ଭଳି ଲୋକପ୍ରିୟ ଆପ୍ ସହିତ ସିଧାସଳଖ ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ ହେଉଛି। XChat…

ସବୁ ଟ୍ରାଫିକ୍‌ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ

ଭୁବନେଶ୍ୱର: ରାଜଧାନୀର ସବୁ ଟ୍ରାଫିକ୍‌ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ । ଏଭଳି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଅମ୍ଳଜାନ କମିକମି ଯାଉଛି । ତୁଳସୀ ଗଛ ଅମ୍ଳଜାନ ଦେଉଥିବାରୁ ଏହାକୁ ଯେତେ…

ଭୁଲ ଇଞ୍ଜେକ୍ସନ ଯୋଗୁଁ ୫ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

କୋରାପୁଟ: ଭୁଲ୍ ଇଞ୍ଜେକସନ୍ ଦିଆଯିବା ଯୋଗୁ ଚାଲିଗଲା ୫ ରୋଗୀଙ୍କ ଜୀବନ । ଏଭଳି ଅଭିଯୋଗ ଆସିଛି କୋରାପୁଟର ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରୁ । ଆଇସିୟୁରେ ଚିକିତ୍ସିତ ୩ ଜଣ ଓ ଓ୍ବାର୍ଡରେ ଥିବା ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣା…

ଗଙ୍ଗା ଦଶହରା କାହିଁକି ପାଳନ କରାଯାଏ.. କରନ୍ତୁ ଏହି ୫ ଜିନିଷ ଦାନ , ଫିଟିବ ଭାଗ୍ୟ

ଭୁବନେଶ୍ବର: ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳ ପକ୍ଷର ଦଶମୀ ତିଥିରେ ଗଙ୍ଗା ଦଶହରାର ପର୍ବ ପାଳନ କରାଯାଏ। ୨୦୨୫ ମସିହାରେ ପବିତ୍ର ଗଙ୍ଗା ଦଶହରାର ପର୍ବ ୫ ଜୁନ୍ (ଗୁରୁବାର) ଦିନ ପାଳିତ ହେବ। ଏହି ବିଶେଷ ଦିନରେ ଭକ୍ତମାନେ ପବିତ୍ର ଗଙ୍ଗା ନଦୀରେ ଆସ୍ଥାର ବୁଡ଼ ପକାଇଥାନ୍ତି। ବିଶ୍ୱାସ କରାଯାଏ ଯେ,…