ଶ୍ରୀ ଭାଗବତ ସାର ୫୭: ଶ୍ରୀମଦ ଭାଗବତ ଆମକୁ ଅହଂକାର ଶୂନ୍ୟ ହେବାକୁ ଶିକ୍ଷା ଦେଇଥାଏ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆମକୁ ଅହଂକାର ଶୂନ୍ୟ ହେବାକୁ ଶିକ୍ଷା ଦେଇଥାଏ। କାରଣ ଅହଂକାର ହିଁ ଅଜ୍ଞାନତାକୁ ସୃଷ୍ଟି କରେ ଓ ଆମ ବିନାଶର କାରଣ ହୋଇଥାଏ। ମଣିଷ କରୁଥିବା କର୍ମ ଗୁଡିକ ଶୁଦ୍ଧ ଓ ସଂସାର ଉପଯୋଗୀ ନହେଲେ ତାହା ଯୋଗ ଭ୍ରଷ୍ଟ କର୍ମ…