ଇନ୍ଦୋର ଦମ୍ପତି ନିଖୋଜ ଘଟଣା; ୧୧ ଦିନ ପରେ ମିଳିଲା ସ୍ୱାମୀଙ୍କ ମୃତଦେହ
ଇନ୍ଦୋର: ମେଘାଳୟର ସିଲଂରେ ଇନ୍ଦୋର ଦମ୍ପତିଙ୍କ ନିଖୋଜ ଘଟଣାର ୧୧ ଦିନ ପରେ ସ୍ୱାମୀ ରାଜା ରଘୁବଂଶୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ରାଜାଙ୍କ ଭାଇ ସଚିନ ଏନେଇ ସ୍ପଷ୍ଟ କରିଛନ୍ତି। ତାଙ୍କ ହାତରେ ରାଜାଙ୍କ ନାମ ଲେଖା ହୋଇଛି। ମୃତ ରାଜାଙ୍କ ଭାଇ ବିପିନ ଚିହ୍ନଟ କରିଛନ୍ତି ଯେ ସ୍କୁଟି…