Latest Odisha News

BREAKING NEWS

Monthly Archives

June 2025

ଦେବଗଡ଼ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ୧୫ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ଦେବଗଡ଼ବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭେଟି। ବିକାଶର ମୁଖ୍ୟସ୍ରୋତରେ ଯୋଡ଼ି ହେବ ଦେବଗଡ଼ ଜିଲ୍ଲା। ଆଜି ଜିଲ୍ଲା ଗସ୍ତ କରି ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି…

ରାଜ୍ୟରେ ଅନାଥ ଶିଶୁଙ୍କ ସର୍ଭେ କରିବେ ସରକାର

ଭୁବନେଶ୍ୱର: ରାଜ୍ୟରେ ଅନାଥ ଏବଂ ଏକକ ପିତାମାତା ଥିବା ପିଲାମାନଙ୍କର ଅଧିକାର ଏବଂ ମୌଳିକ ଆବଶ୍ୟକତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଏକ ସର୍ଭେ କରିବେ। ସରକାରୀ ସୂତ୍ର ଅନୁଯାୟୀ ମହିଳା ଏବଂ ଶିଶୁ ବିକାଶ ବିଭାଗ ଏହି ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…

ପୋଲିସର ଗାଡ଼ି ଯାଞ୍ଚ କ୍ଷମତାକୁ ଘରୋଇ ବସ୍ ସଂଘର ବିରୋଧ

ଭୁବନେଶ୍ବର: ପୋଲିସର ଗାଡ଼ି ଯାଞ୍ଚ କ୍ଷମତାକୁ ବିରୋଧ କରିଛି ଅଲ୍ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ଦୁର୍ଘଟଣା କମାଇବା ବାହାନାରେ ପୁଲିସକୁ ଗାଡ଼ି ଯାଞ୍ଚର ଅତିରିକ୍ତ କ୍ଷମତା ଦେବା ପ୍ରସ୍ତାବକୁ ନିହାତି ନିନ୍ଦନୀୟ ବୋଲି କହିଛି ସଙ୍ଘ । ଏହା ସହ ବାରମ୍ବାର ଯାଞ୍ଚ ଯୋଗୁଁ ଯାତ୍ରୀବାହୀ ବସ୍ ହିଁ…

ଓବିସି ତାଲିକାରେ ସାମିଲ ହେବ ୭୬ଟି ନୂଆ ଜାତି, ମିଳିଲା କ୍ୟାବିନେଟ ମଞ୍ଜୁରୀ

କୋଲକାତା: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ଏଥିପାଇଁ ରାଜନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି। ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟରେ ନିଜର କ୍ଷମତା ବଜାୟ ରଖିବାକୁ ଚେଷ୍ଟା ଜାରି ରଖିଛି। ଏହି ସମୟରେ, ମମତା ବାନାର୍ଜୀ କ୍ୟାବିନେଟ୍…

କଂଗ୍ରେସ ଚିନ୍ତା ବଢାଇଲେଣି ନିଜ ଦଳ ନେତା !

ନୂଆଦିଲ୍ଲୀ: କଂଗ୍ରେସର ଚିନ୍ତା ବଢାଇଲେଣି ନିଜ ଦଳର ନେତା । ଶଶି ଥରୁର ହୁଅନ୍ତୁ କି ସଲମାନ ଖୁର୍ସିଦ କିମ୍ବା ମନୀଷ ତିଓ୍ବାରୀ, ଦଳ ଗୋଟେ ଆଡେ ତ ବରିଷ୍ଠ ନେତାଙ୍କ ମତ ଅନ୍ୟ ଆଡେ । ଅପରେସନ୍ ସିନ୍ଦୂରକୁ ନେଇ ପାର୍ଟି ଲାଇନରୁ ବାହାରି ଭିନ୍ନ ମତ ରଖୁଛନ୍ତି ନେତା । ଫଳରେ କଂଗ୍ରେସ ଭିତର…

ଭାରତର ଆଉ ଏକ ଶତ୍ରୁ ନିପାତ, ଜୈଶ ଆତଙ୍କବାଦୀ କମାଣ୍ଡର ଅବଦୁଲ ଅଜିଜର ରହସ୍ୟମୟ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନରେ ଭାରତର ଆଉ ଏକ ଶତ୍ରୁ ନିପାତ । ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ମୌଲାନା ଅବଦୁଲ ଅଜିଜ ଇସାରର ମୃତ୍ୟୁ ହୋଇଛି । ସନ୍ଦିଗ୍ଧ ଅବସ୍ଥାରେ ଅଜିଜର ମୃତଦେହ ତା’ର ଜଣେ ସହଯୋଗୀ ଦ୍ଵାରା ଠାବ ହୋଇଛି।ରିପୋର୍ଟ ଅନୁସାରେ, ମୃତଦେହ ପାକିସ୍ତାନର ବାହାୱଲପୁରରେ ସନ୍ଦେହଜନକ…

ପୁଣି ଜମାତ-ଏ-ଇସଲାମୀ…ବଢିବ ଭାରତ ଚିନ୍ତା !

ନୂଆଦିଲ୍ଲୀ: ବାଂଲାଦେଶର ମହମ୍ମଦ ୟୁନୁସଙ୍କ ପାକିସ୍ତାନ ପ୍ରେମ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ମାନବତା ବିରୋଧୀ ଅପରାଧ ମାମଲା ଦର୍ଜ କରିଛନ୍ତି ଅନ୍ତରୀଣ ସରକାର । ଏହାସହ ପାକିସ୍ତାନର ସମର୍ଥକ ଜମାତ-ଏ-ଇସଲାମୀକୁ ରାଜନୈତିକ ଦଳ ଭାବେ ପୁଣି ପଂଜୀକରଣ କରିବାକୁ ଅନୁମତି…

କମଲଙ୍କୁ କଡା ସମାଲୋଚନା କଲେ କୋର୍ଟ: କହିଲେ, ‘ତୁମେ କମଲ ହାସନ ହୁଅ କି, ଆଉ ଯିଏ….’

ନୂଆଦିଲ୍ଲୀ: ତାମିଲନାଡୁରେ ଏବେ ଭାଷା ବିବାଦ ତେଜିଥିବା ବେଳେ, ଏଥିରେ ଘିଅ ଢାଳିବା ଭଳି କାମ କରିଛନ୍ତି ଅଭିନେତା କମଲ ହାସନ । ଯାହାକୁ ନେଇ ଏବେ କମଲଙ୍କୁ ଭତ୍ସନା କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । କନ୍ନଡ-ତାମିଲ ଭାଷାକୁ ନେଇ ଚାଲିଥିବା ବିବାଦରେ ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ…

‘୨୦ ନୁହେଁ, ୨୮ ଜାଗାକୁ ଧ୍ବଂସ କରିଛି ଭାରତ’, ସତ ମାନିଲା ପାକିସ୍ତାନ….

ନୂଆଦିଲ୍ଲୀ: ଭାରତର ‘ଅପରେସନ ସିନ୍ଦୂର’,  ସାରା ବିଶ୍ବ ଦେଖିଲା କେମିତି ସବକ୍ ଶିଖିଲା ପାକିସ୍ତାନ । ହେଲେ ପାକିସ୍ତାନ ପ୍ରଥମେ ପ୍ରଥମେ ଏହାକୁ ମାନିବାକୁ ନାରାଜ ଥିଲା । ପରେ କିଛି ସମୟ ଅପରେସନ ସିନ୍ଦୂର ନେଇ ଅନେକ ମିଛ କହି ଭାରତ ଦ୍ବାରା ହୋଇଥିବା କ୍ଷତି ନେଇ କୁମ୍ଭୀର କାନ୍ଦଣା…

ଗୁଜୁରାଟରେ ଖୋଲିବ ଅପରେସନ ସିନ୍ଦୂର ସ୍ମୃତି ଉଦ୍ୟାନ….

ଗାନ୍ଧୀନଗର: ଗୁଜୁରାଟରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ଅପରେସନ ସିନ୍ଦୂରର ସ୍ମାରକୀ ପାର୍କ । ଏନେଇ ଯୋଜନା ଚଳାଇଛନ୍ତି ଗୁଜୁରାଟ ସରକାର । ପାକିସ୍ତାନରୁ ସୃଷ୍ଟି ହେଉଥିବା ଆତଙ୍କବାଦ ପ୍ରତି ଭାରତର ସାମରିକ ପ୍ରତିକ୍ରିୟା - ଅପରେସନ୍ ସିନ୍ଦୂର ପାଇଁ ଉତ୍ସର୍ଗୀକୃତ ଏକ ସ୍ମାରକୀ ପାର୍କ ଉପରେ…