Latest Odisha News

BREAKING NEWS

Monthly Archives

June 2025

ରାଜ୍ୟରେ ବଢୁଛି ତାତି; ଆସନ୍ତା ୫ ଦିନ ପାଇଁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି ତାତି ଫଳରେ ଗରମ ସହ ଗୁଳୁଗୁଳି ଯୋଗୁଁ ଅସହ୍ୟ ହେବାରେ ଲାଗିଛି ଜନଜୀବନ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବରେ ଲାଗିଛି । ସକାଳ ୧୦ଟା ବେଳକୁ ଖରାର ତାହି ସହିବା ମୁସକିଲ ହୋଇପଡୁଛି । ତେବେ ଭୁବନେଶ୍ବର ପାଣିପାଗ…

ବାଂଲାଦେଶ ନୂଆ ନୋଟରୁ ହଟିଲା ଶେଖ୍‌ ମୁଜିବୁର୍ ରେହମାନଙ୍କ ଫଟୋ, ସ୍ଥାନ ପାଇଲା ଏହି ସବୁ…

ଢାକା: ବାଂଲାଦେଶର ୟୁନୁସ୍ ସରକାର ରବିବାର ଦେଶରେ ନୂଆ ନୋଟ୍ ଜାରି କରିଛନ୍ତି । ଯେଉଁଥିରେ 'ବଙ୍ଗବନ୍ଧୁ' ନାମରେ ପରିଚିତ ତଥା ଜାତିର ପିତା ଶେଖ ମୁଜିବୁର ରହମାନଙ୍କ ଫଟୋକୁ ସ୍ଥାନିତ କରାଯାଇନାହିଁ । ଶେଖ ହାସିନାଙ୍କୁ କ୍ଷମତାରୁ ବହିଷ୍କାର କରାଯିବା ଏବଂ ଦେଶରେ ରାଜନୈତିକ ସଙ୍କଟ ପରେ,…

ବଡ଼ଧରଣର ଡକାୟତି ଯୋଜନା ପଣ୍ଡ; ୬ ଗିରଫ

ରାଉରକେଲା: ବଡ ଧରଣର ଡକାୟତି ଯୋଜନା ପଣ୍ଡ କରିଛି ବନ୍ଧମୁଣ୍ଡା ପୋଲିସ । ସହର ଉପକଣ୍ଠ ବନ୍ଧମୁଣ୍ଡା ପ୍ରେମନଗର ପଡ଼ିଆ ନିକଟରୁ ଏକ ଗ୍ୟାଙ୍ଗର ୬ ଜଣକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବନ୍ଧମୁଣ୍ଡା ସି ସେକ୍ଟର୍‌ ୧୦ ନମ୍ବର ବସ୍ତିର କୁଖ୍ୟାତ ଅପରାଧୀ ବିଟୁ ତନ୍ତୀ (୨୬),…

ଶ୍ରୀ ଭାଗବତ ସାର ୫୬: ଯିଏ ନିରନ୍ତର ସତ୍ୟରେ ପ୍ରତିଷ୍ଠିତ ସେ ହିଁ ନିତ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ସ୍ୱରୂପରେ ଆମେ ଗ୍ରନ୍ଥ ଗୁରୁଙ୍କ ଆଶ୍ରୟ ନେବା ପରେ ପ୍ରକୃତରେ ପରମାର୍ଥ ତତ୍ୱ ବିଷୟକ ଜ୍ଞାନ ପାଇଥାଉ। ମନ୍ୟୁଷର ସଂସାରାଦି ବୈଷୟିକ ଧାରଣାକୁ ଆମେ ସାଧାରଣ ଜ୍ଞାନ ପ୍ରଯାୟରେ ଅନ୍ତର୍ଭୁକ୍ତ କରିଥାଉ। ଏଥିରେ…

ଜେଇଇ ଆଡଭାନ୍‍ସଡ୍ ୨୦୨୫ ରେଜଲ୍ଟ; କିଟ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ହଂସ ଦାରୁକ ରାଜ୍ୟ ଟପ୍ପର

ଭୁବନେଶ୍ୱର: ଜେଇଇ ଆଡଭାନ୍‍ସଡ ୨୦୨୫ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ହଂସ ଦାରୁକ ସର୍ବଭାରତୀୟ ରାଙ୍କ ୩୯ରେ ରହି ରାଜ୍ୟ ଟପ୍‍ପର ହେବା ନେଇ ଗୌରବ ଅର୍ଜନ କରିଛନ୍ତି। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ମୋଟ ୧୩ ଜଣ ଛାତ୍ରଛାତ୍ରୀ ଜେଇଇ…

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ CPET ପ୍ରବେଶିକା ରେଜଲ୍ଟ ପ୍ରକାଶିତ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ଫଳାଫଳ ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ ସାମ୍ସ ପିଜି ପୋର୍ଟାଲରେ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ଏଥିରେ ନିଜର…

ବିଶ୍ୱ ଯୁଦ୍ଧ ଥୟ ! ୟୁକ୍ରେନ ଉପରେ ଋଷିଆ କରିବ ପ୍ରମାଣୁ ଆକ୍ରମଣ ?

ମସ୍କୋ/କିଭ୍: ଗତ ତିନି ବର୍ଷ ଧରି ଚାଲିଥିବା ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ୟୁକ୍ରେନ୍ ରୁଷ୍ ଉପରେ ଏଯାଏ ସବୁଠାରୁ ବଡ଼ ଆକ୍ରମଣ କରିଛି। ୟୁକ୍ରେନ୍ ଡ୍ରୋନ୍ ସାହାଯ୍ୟରେ ରୁଷର ପାଞ୍ଚଟି ବାୟୁସେନା ଘାଟି (ଏୟାରବେସ୍)କୁ ଟାର୍ଗେଟ କରିଛି। ଦାବି…

IPL ରୁ କେତେ ଟଙ୍କା ରୋଜଗାର କରିଥାଏ JioHotstar, ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୫) କେବଳ କ୍ରିକେଟ୍ ଓ ଗ୍ଲାମରର ନାମ ନୁହେଁ, ଏହା କୋଟି କୋଟି ଟଙ୍କାର ରୋଜଗାରର ଏକ ବଡ଼ ମଞ୍ଚ। ଏହି ଟୁର୍ନାମେଣ୍ଟରେ ଟିମ୍ ଫ୍ରାଞ୍ଚାଇଜିଙ୍କଠାରୁ ଆରମ୍ଭ କରି ବିସିସିଆଇ (BCCI) ପର୍ଯ୍ୟନ୍ତ ପ୍ରତିବର୍ଷ କୋଟି କୋଟି ଟଙ୍କାର ଲାଭ ହାସଲ…

ମୋଦିଙ୍କୁ ଭେଟିବେ ବିଦେଶ ଗସ୍ତରେ ଯାଇଥିବା ପ୍ରତିନିଧି 

ନୂଆଦିଲ୍ଲୀ: 'ଅପରେସନ ସିନ୍ଦୂର'କୁ ନେଇ ବିଦେଶ ଗସ୍ତ କରୁଥିବା ପ୍ରତିନିଧିମଣ୍ଡଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ତେବେ ପ୍ରତିନିଧିମଣ୍ଡଳ ଅପରେସନ ସିନ୍ଦୂରକୁ ନେଇ ଅନେକ ଦେଶ ଗସ୍ତ କରି ଭାରତର ପକ୍ଷ ଉପସ୍ଥାପନ କରୁଛନ୍ତି ଓ ସେଠାରୁ ଫେରିବା ପରେ ବିଶ୍ବବ୍ୟାପୀ ହୋଇଥିବା…

ଆଇଏଏସ୍‌ ନିଖିଲ ପବନ କଲ୍ୟାଣଙ୍କୁ ଓଡି଼ଶାରେ ନୂଆ ଦାୟିତ୍ବ

ଭୁବନେଶ୍ୱର: ଆଇଏଏସ୍‌ ନିଖିଲ ପବନ କଲ୍ୟାଣଙ୍କୁ ନୂଆ ଦାୟିତ୍ବ। ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ) ଭାବେ ନୂଆ ଦାୟିତ୍ବ ମିଳିଛି। ଓଡ଼ିଶାରେ DCR ଭାବେ ଦାୟିତ୍ବ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। କେନ୍ଦ୍ର ସରକାର ସୋମବାର ୨୦୧୨ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ନିଖିଲ…