ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୫୦ ଯାତ୍ରୀ ଆହତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜାଘାଟିରେ ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବସ୍ । ବସ୍ରେ ୫୦ରୁ ଅଧିକ ଯାତ୍ରୀ ଚାପିହୋଇ ରହିଥିବା ସୂଚନା । ହାଇଦ୍ରାବାଦରୁ ଯାତ୍ରୀଙ୍କୁ ଧରି ଫେରିବା ବେଳେ ଆଜି ସକାଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଖବରପାଇ ପୋଲିସ ଓ ଦମକଳବାହିନୀ ପହଞ୍ଚି…