Latest Odisha News

BREAKING NEWS

Monthly Archives

June 2025

ଝଡତୋଫାନରେ ଫସିଲା ଇଣ୍ଡିଗୋ ବିମାନ, ଏଭଳି କଲେ ପାଇଲଟ…

ରାୟପୁର: ରାୟପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୬ଇ-୬୩୧୩ ଧୂଳି ଝଡ଼ର ସମ୍ମୁଖୀନ ହୋଇଥିଲା। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। ସୂଚନା ଅନୁଯାୟୀ, ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାର କିଛି ସମୟ ପୂର୍ବରୁ ହଠାତ୍ ପାଗ ବଦଳି…

କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ; ଷ୍ଟୁଡ଼ିଓର ଅତ୍ୟାଧୁନିକୀକରଣକୁ ଦେଲେ ଗୁରୁତ୍ୱ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି  ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।    …

ସାହସିକତା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଅନୁଗୁଳର ସିଲକା ସେଲୋନୀ ପୁରସ୍କୃତ

ଭୁବନେଶ୍ୱର: ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ପ୍ରତିଷ୍ଠା ଲାଭ କରିଥିବା ଏବଂ ଉଦୀୟମାନ ମହିଳା ମାନଙ୍କୁ ଭୁବନେଶ୍ୱରର ଓଡିଶୀ ଗବେଷଣା କେନ୍ଦ୍ରଠାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦେଶର ଅଗ୍ରଣୀ ପ୍ରାଣୀ ସୁରକ୍ଷା କର୍ମୀ ମାନେକା ଗାନ୍ଧୀ ଅନୁଗୁଳର ଝିଅ ସିଲକା…

ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଗଲେ ଦିବ୍ୟାଙ୍ଗ ବୃଦ୍ଧା

ବଲାଙ୍ଗିର:ବଲାଙ୍ଗୀର ଜିଲ୍ଲାର ଜଣେ ଦିବ୍ୟାଙ୍ଗ ମହିଳା ନିଜର   ପେନସନ ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବାର ଦେଖାଯାଇଛି। ପୀଡ଼ିତା ଜଣକ ପାଟନାଗଡ଼ ବ୍ଲକ୍ ଅନ୍ତର୍ଗତ ପଟାମୁଣ୍ଡା ପଞ୍ଚାୟତର ପାଣ୍ଡେସରା ଗ୍ରାମର ସୁରେଖା ନାୟକ ବୋଲି ଜଣା ପଡ଼ିଛି। ଏହାପରେ  କିଛି ଦୟାଳୁ ବ୍ୟକ୍ତି ତାଙ୍କୁ…

ଆକ୍ସନ ମୋଡରେ ବନ ବିଭାଗ; ସଂରକ୍ଷିତ ଜଙ୍ଗଲରେ ୨୮ ବେଆଇନ ନିର୍ମାଣ ଘର ଭାଙ୍ଗିଲା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ଅଧୀନରେ ଥିବା ହାତୀବାଡ଼ି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜବରଦଖଲ କରି ଦୋକାନ ଗୃହ ଓ ଘର ନିର୍ମାଣ କରିଥିଲେ । ରବିବାର ବନ ବିଭାଗ ପକ୍ଷରୁ ଜେସିବି ଲଗାଇ ମୋଟ ୨୮ ଗୋଟି ଘର ଭାଙ୍ଗିଛି । ସଂରକ୍ଷିତ ଜଙ୍ଗଲକୁ ସଫା କରି ବେଆଇନ ଭାବେ ଘର ତିଆରି କରି…

ପୂର୍ବତଟ ରେଳପଥର ‘ପ୍ଲାଷ୍ଟିକ ମୁକ୍ତ ଷ୍ଟେସନ ପରିସର’ ଅଭିଯାନ ଆରମ୍ଭ

ଭୁବନେଶ୍ବର: ବିଶ୍ୱ ପରିବେଶ ଦିବସ ୨୦୨୫କୁ ଦୃଷ୍ଟିରେ ରଖି, ପୂର୍ବ ତଟ ରେଳପଥ ୨୨ ମେ ରୁ ୫ଜୁନ ପର୍ଯ୍ୟନ୍ତ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିଛି, ଯାହା ଚଳିତ ବର୍ଷର ବିଷୟବସ୍ତୁ - "ପ୍ଲାଷ୍ଟିକ୍ ପ୍ରଦୂଷଣ ସମାପ୍ତ କରିବା" ସମ୍ବନ୍ଧରେ ଆଧାରିତ । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ରେଳ…

ଭାରତ ଏ ପକ୍ଷରୁ ଖେଳିବାକୁ ଚାହୁଁଛନ୍ତି ରାହୁଲ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । କେଏଲ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ଏହାର ପ୍ରମୁଖ କାରଣ ରହିଥିଲା । ଅବଶ୍ୟ ଦିଲ୍ଲୀ ପ୍ଲେ ଅଫରେ ପ୍ରବେଶ କରିପାରି ନାହିଁ । ରାହୁଲଙ୍କ ଭୂମିକା ନେଇ ଆଲୋଚନା ଆରମ୍ଭ ହୋଇଥିଲା । ଏଥିରେ ମୁଣ୍ଡ ପୂରାଇବା…

ସୁଖୋଇ ଟାୟାରରେ ଗଡିବ ଶ୍ରୀଜଗନ୍ନାଥଙ୍କ ରଥ

ନୂଆଦିଲ୍ଲୀ: ଗତ ଦୁଇ ଦଶନ୍ଧି ଧରି ଇସ୍କନ୍ ରଥ ଯାତ୍ରା ପାଇଁ ନୂଆ ଟାୟାର ଖୋଜୁଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ଲାଗିଛି। ଚଳିତ ବର୍ଷ କୋଲକାତାର ଇସ୍କନ ମନ୍ଦିରରେ ହେବାକୁ ଥିବା ରଥଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ରଥରେ ନୂତନ ଟାୟାର ଲାଗିବାର ଯୋଜନା ଚାଲିଛି। ଯାହାକି ଋଷ୍ ର ଯୁଦ୍ଧ ବିମାନ…

ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା’ଭ୍ୟାଲି ଅଫ୍ ଫ୍ଲାୱାର୍ସ’; ଏହି ସ୍ଥାନର ବଦଳେ ରଙ୍ଗ

ଉତ୍ତରାଖଣ୍ଡ:ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଯାଇଛି ବିଶ୍ୱ ଐତିହ୍ୟ 'ଭ୍ୟାଲି ଅଫ୍ ଫ୍ଲାୱାର୍ସ' । ଏବେ ବିରଳ ଫୁଲଗୁଡ଼ିକୁ ନିକଟରୁ ଦେଖିପାରିବେ ପ୍ରକୃତିପ୍ରେମୀ ପର୍ଯ୍ୟଟକ । ଜୁନ୍ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବିଶ୍ୱ ଐତିହ୍ୟ ଫୁଲ ଉପତ୍ୟକା ଖୋଲି ଦିଆଯାଇଛି । ଉତ୍ତରାଖଣ୍ଡର ଚମୋଲି…

୭୦ ପ୍ରତିଶତ ମୁସଲମାନ, ୩୦ ପ୍ରତିଶତ ହିନ୍ଦୁ ମହିଳାଙ୍କ ରହିଛି ଭିଟାମିନ ଡି ର ଅଭାବ

ନୂଆଦିଲ୍ଲୀ: ଜୌନପୁରର ଉମାନାଥ ଚିକିତ୍ସା ମହାବିଦ୍ୟାଳୟର ଅର୍ଥୋପୋଡିକ୍ସ ବିଭାଗ ପକ୍ଷରୁ ଏକ ଗବେଷଣା କରାଯାଇଥିଲା । ବରିଷ୍ଠ ସର୍ଜନ ଉମେଶ କୁମାରଙ୍କ ନେତୃତ୍ୱରେ ୧୦୦ ହିନ୍ଦୁ ଓ ୧୦୦ ମୁସଲମାନ ମହିଳାଙ୍କ ନିକଟରେ ଏହି ପରୀକ୍ଷଣ କରାଯାଇଥିଲା । ଏଥିରେ ୭୦ ପ୍ରତିଶତ ମୁସଲମାନ ଓ ୩୦ ପ୍ରତିଶତ…