Latest Odisha News

BREAKING NEWS

Monthly Archives

June 2025

‘ଅପରେସନ୍ ସିନ୍ଦୂର’ ଉପରେ ହେବ ପ୍ରବନ୍ଧ ପ୍ରତିଯୋଗିତା, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର 'ଅପରେସନ୍ ସିନ୍ଦୂର' ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଘୋଷଣା କରିଛି। ଯାହା ଜୁନ୍ ୧ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ 'ପୋଷ୍ଟ' ମାଧ୍ୟମରେ ପ୍ରକାଶ କରିଛି ଯେ ଶ୍ରେଷ୍ଠ ତିନି…

କୁକୁର ସାଜିଲା ଦେବଦୂତ

ସତାନା: ଯାହାକୁ ଭଗବାନ ବଂଚାଇବାକୁ ଚାହିଁବେ ତାଙ୍କୁ କିଏ ବା ମାରିପାରିବ । ଏ ଭଳି ଏକ ଘଟଣା ଛତିଶଗଡର ସତାନାରେ ଦେଖିବାକୁ ମିଳିଛି । ଗୋଟିଏ କୁକୁର ଏକ ଛୋଟ ଛୁଆ ପାଇଁ ଦେବଦୂତ ସାଜିଛି । କୁକୁର ଯୋଗୁ ୨ଟି ନିଷ୍ପାପ ଜୀବର ଜୀବନ ବଂଚିପାରିଛି । ଯାହାକି ସମ୍ପୂର୍ଣ୍ଣ ଅଂଚଳରେ ଚର୍ଚ୍ଚାର କାରଣ…

‘ହେରା ଫେରି ୩’ରେ କିଏ ହେବେ ବାବୁ ରାଓ; AI ଜାରି କଲା ଫଟୋ

ମୁମ୍ବାଇ: ଗତ କିଛି ଦିନ ଧରି 'ହେରା ଫେରି ୩'କୁ ନେଇ ଚର୍ଚ୍ଚା ଚାଲିଛି। ପରେଶ ଫିଲ୍ମରୁ ଓହରିଯିବା ପରଠାରୁ ପ୍ରଶଂସକମାନେ ନିରାଶ ହୋଇପଡ଼ିଥିଲେ। ଏପରିକି ନୂଆ ବାବୁ ରାଓ କି ହେବେ ସେନେଇ ସର୍ଚ୍ଚ ଚାଲିଥିଲା। ଅନେକ ପ୍ରଶଂସକମାନେ ନିର୍ମାତାଙ୍କୁ କହିଥିଲେ ଯେ ବାବୁ ରାଓଙ୍କ ବିନା ଫିଲ୍ମ…

ଆର ପାରିରେ ଜରି ମାଉସୀ, ପାଦଛୁଇଁ ଆଶୀର୍ବାଦ ନେଇଥିଲେ ମୋଦି

କେନ୍ଦ୍ରାପଡ଼ା: ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଶଂସିତ ହୋଇଥିବା କେନ୍ଦ୍ରାପଡାର କମଳା ମହାରଣା ତଥା ସମସ୍ତଙ୍କର ପ୍ରିୟ ଜରି ମାଉସୀଙ୍କର ପରଲୋକ ଘଟିଛି । ଶନିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ…

GST ସଂଗ୍ରହରେ ଏକ ବିରାଟ ବୃଦ୍ଧି, ମେ’ ମାସରେ ୧୬.୪ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ: ନୂତନ ମାସ ଆରମ୍ଭ ହେବା ସହିତ, ଦେଶ ପାଇଁ ଏକ ଭଲ ଖବର ଆସିଛି । ମେ ମାସରେ GST ସଂଗ୍ରହରେ ଏକ ବିରାଟ ବୃଦ୍ଧି ଘଟିଛି । ଏହି ବୃଦ୍ଧି ସହିତ, GST ସଂଗ୍ରହ ଏକ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଛି । ରବିବାର ଅର୍ଥାତ୍ ଜୁନ୍ ୧ ରେ ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ମେ ମାସରେ GST…

ରାଉରକେଲାରେ ବିସ୍ଫୋରକ ଭର୍ତ୍ତି ଦୁଇଟି ଗାଡ଼ି ଠାବ

ରାଉରକେଲା: ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ପେଟ୍ରୋଲ୍‌ ପମ୍ପ୍ ନିକଟରୁ ରବିବାର ଦୁଇଟି ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ସମୟରେ ଏହାକୁ…

ସାଂସଦଙ୍କ ପ୍ରେମରେ ରିଙ୍କୁ ସିଂହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ଜୌନପୁରର ମଛଲିଶହରର ସାଂସଦ ପ୍ରିୟା ସରୋଜଙ୍କ ରିଲେସନସିପ ଚୂଡ଼ାନ୍ତ ହୋଇଛି। ଆଇପିଏଲ୍ ଶେଷ ହେବା ପରେ ଉଭୟ ଜୁନ୍ ୮ ତାରିଖରେ ନିର୍ବନ୍ଧ କରିବେ। ରିଙ୍କୁ-ପ୍ରିୟାଙ୍କ ନିର୍ବନ୍ଧ ଜୁନ୍ ୮ ତାରିଖରେ ଲକ୍ଷ୍ନୌର ଏକ ପଞ୍ଚତାରକା ହୋଟେଲରେ…

ପୁରୀ ମହୋଦଧୀରେ ବାପାଙ୍କ ଅସ୍ଥି ବିସର୍ଜନ କଲେ ଅଭିନେତା ବାବୁସାନ୍‌

ପୁରୀ: ଦିବଙ୍ଗତ ଓଲିଉଡ଼ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ତଥା ଅଭିନେତା ବାବୁସାନ୍‌ ମହାନ୍ତି । ଆଜି ପୁରୀ ମହୋଦଧୀରେ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି । ପତ୍ନୀ ତୃପ୍ତିଙ୍କ ସହ ସ୍ୱର୍ଗଦ୍ୱାର ନିକଟ ସାଗର ବିଜେ ଘାଟରେ ଯଥା ବିଧି ଓ ରୀତି ହିସାବରେ…

ନିଜର ଶେଷ ସିନେମା ଘୋଷଣା କଲେ ଅମିର୍ ଖାନ୍!, ଏହା ପରେ ନେଇପାରନ୍ତି ଅବସର…

ମୁମ୍ବାଇ: ସିନେମାରେ ସରି ସରି ଆସୁଛି ଖାନଙ୍କ ଯୁଗ । ୯୦ ଦଶକରେ ସିନେମା ପରଦାର ସବୁଠାରୁ ବଡ ଆକର୍ଷଣ ପାଲଯୁଥିବା ୩ ଖାନ୍- ଶହରୁଖ ଖାନ୍, ଅମିର୍ ଖାନ୍ ଏବଂ ସଲମାନ୍ ଖାନଙ୍କର ଏବେ ଧିରେ ଧିରେ ଚାହିଦା କମିବାକୁ ବସିଲାଣି । ଏହାରି ଭିତରେ ଏବେ ବଡ ହିଣ୍ଟ ଦେଇଛନ୍ତି ଅମିର୍ । ଅଭିନେତା ଅମିର…

ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ସହ ଭୂସ୍ଖଳନ; ୨୫ ମୃତ, ଅନେକ ଗାଁ ଜଳମଗ୍ନ 

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କିଛି ଦିନ ଧରି ଲଗାତାର ବର୍ଷା ହେଉଛି। ଯାହା ଫଳରେ ନଦୀଗୁଡ଼ିକରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଆସାମ, ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ମଣିପୁରରେ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ…