ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ପତାକା ପରିବର୍ତ୍ତନ ସମୟର ଫଟୋ ଆସିଲା ସାମ୍ନାକୁ
ପୁରୀ: ବାରମ୍ବାର ବାରଣ ସତ୍ତ୍ବେ ବୋଲ ମାନୁନାହାନ୍ତି ଅମାନିଆ । ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ । ମୁଖ୍ୟ ବାନା ଲଗାଯାଉଥିବା ଦୃଶ୍ୟ ଭିଡିଓରେ ଆସିଥିବାବେଳେ, ଜଣେ ଚୁନେରା ସେବାୟତ ନମସ୍କାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା…