Latest Odisha News

BREAKING NEWS

Monthly Archives

June 2025

ରଥଟଣାରେ ଅହେତୁକ ବିଳମ୍ବ; କାରଣ କହିଲେ ଆଇନ ମନ୍ତ୍ରୀ, କାଲି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ…

ପୁରୀ: ଉଠୁଛି ପଡୁଛି ବଡ଼ଦାଣ୍ଡ । ଜନସମୁଦ୍ର ଭିତରେ ଆଜି ଅଳ୍ପବାଟ ଯାଏଁ ଟଣାଗଲା ତିନି ରଥ । ବିଳମ୍ବରେ ଟଣାଗଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ରାତି ୭ଟା ୪୫ ମିନିଟରେ ଟଣାଗଲା କାଳିଆ ଠାକୁରଙ୍କ ରଥ । ଅଳ୍ପ ଗଡ଼ିଲା ପରେ ବନ୍ଦ କରାଗଲା ରଥଟଣା । ଏବେ ବି ସିଂହଦ୍ବାର ସମ୍ମୁଖରେ…

ଭାରତ ମହାସାଗରରେ ଭାରତର ନୂତନ ରଣନୀତି: ଶ୍ରୀଲଙ୍କାର ସବୁଠାରୁ ବଡ଼ ଜାହାଜ କାରଖାନାରେ MDLର ବଡ଼ ନିବେଶ

ନୂଆଦିଲ୍ଲୀ: ଭାରତର ମାଜାଗନ୍ ଡକ୍ ସିପ୍ବିଲ୍ଡର୍ସ ଲିମିଟେଡ୍ (MDL) ଶ୍ରୀଲଙ୍କାର କଲମ୍ବୋ ଡକୟାର୍ଡ PCL (CDPLC)ରେ ଏକ ନିୟନ୍ତ୍ରଣ ଅଂଶଧନ କିଣିବା ଘୋଷଣା କରିଛି। ପ୍ରାୟ $୫୨.୯୬ ନିୟୁତ ଡଲାର ମୂଲ୍ୟର ଏହି ଚୁକ୍ତି ସହିତ, ମାଜାଗନ୍ ଡକ୍ ସିପ୍ବିଲ୍ଡର୍ସ ଲିମିଟେଡ୍ କଲମ୍ବୋ ବନ୍ଦରରେ ଏକ…

ଆରଏସଏସ ସ୍ୱପ୍ନ ଦେଖିବା ବନ୍ଦ କରୁ, ଆମେ ସେମାନଙ୍କୁ ସଫଳ ହେବାକୁ ଦେବୁ ନାହିଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ବିଜେପି ଏବଂ ଆରଏସଏସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆରଏସଏସର ମୁଖା ଏବେ ସମ୍ପୂର୍ଣ୍ଣ ଭାବରେ ଖସି ଯାଇଛି ଏବଂ ସେମାନେ ଏବେ ସେମାନଙ୍କର ପ୍ରକୃତ ମାନସିକତାକୁ ଲୁଚାଇବାରେ ବିଫଳ ହେଉଛନ୍ତି। ସମ୍ବିଧାନ ସେମାନଙ୍କୁ ବିରକ୍ତ କରେ କାରଣ…

ପୁରୀରେ ପତ୍ନୀଙ୍କ ସହ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ, ଶ୍ରଦ୍ଧାଳୁଙ୍କୁ ଟଙ୍କ ତୋରାଣୀ ବାଣ୍ଟିଲେ…

ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛି କାଳିଆ ସାଆନ୍ତ । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂରତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ତାଙ୍କ ଧର୍ମପତ୍ନୀ ରଥ ଟାଣିଛନ୍ତି ।…

ଜାମିନ ପରେ ବି ଜେଲରେ ଥିଲା ଅଭିଯୁକ୍ତ, ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗାଜିଆବାଦ ଜେଲରେ ବନ୍ଦୀ ଥିବା ଜଣେ ବ୍ୟକ୍ତିଙ୍କୁ ଜାମିନ ମିଳିବା ପରେ ମଧ୍ୟ ମୁକ୍ତ କରାଯାଇନଥିଲା। ଯାହା ଯୋଗୁଁ ସୁପ୍ରିମକୋର୍ଟ ୟୁପି ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଉକ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।…

ପୁଣି କୋଲକାତା, ପୁଣି ଲଜ୍ଜା: ଆଇନ ମହାବିଦ୍ୟାଳୟ ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ଗିରଫ

କୋଲକାତା: କୋଲକାତାରେ ପୁଣି ଲଜ୍ଜା। ସାଉଥ କାଲକାତା ଲ କଲେଜରେ ଜଣେ ୨୪ ବର୍ଷୀୟ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ମାମଲା ଧିରେଧିରେ ତେଜିବାରେ ଲାଗିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ମନୋଜିତ ମିଶ୍ର (୩୧), ସେହି କଲେଜର…

ବିଶାଖାପାଟନମ୍ ଠାରେ ମହାସମାରୋହରେ ଆୟୋଜନ ହେଲା ରଥଯାତ୍ରା

ବିଶାଖାପାଟନମ୍: ଆଜି ଆନ୍ଧ୍ରପ୍ରଦେଶର ବିଶାଖାପାଟନମର ଦଶପଲ୍ଲା ପାହାଡ଼ିରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ଭକ୍ତ ମାନଙ୍କ…

ରାୟପୁର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ଆୟୋଜନ

ରାୟପୁର: ଗାୟତ୍ରୀ ନଗରସ୍ଥିତ ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରଠାରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଚଳିତ ବର୍ଷ ଏଠାରେ ରାୟପୁର ଓ ଏହାର ଆଖପାଖ ଇଲାକାରୁ ଆସିଥିବା ଲକ୍ଷାଧିକ ଓଡ଼ିଆ ଓ ଅଣ ଓଡ଼ିଆ ଭକ୍ତମାନଙ୍କର ସମାଗମ ଘଟିଥିବା ଦେଖାଯାଇଥିଲା। ଭକ୍ତ ଓ ଭଗବାନଙ୍କର…

ନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପାଳନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ଭିଲେଜ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସବୁଠୁ ବୃହତ ଜଗନ୍ନାଥ ମନ୍ଦିରରେ ୪୭ ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ପବିତ୍ର ପର୍ବ ଉପଲକ୍ଷେ ସମଗ୍ର ମନ୍ଦିର ପରିସରକୁ ରଙ୍ଗବେରଙ୍ଗର କପଡ଼ା, କାଗଜ ଏବଂ ଆଲୋକମାଳାରେ ସଜା ଯାଇଥିବା…

ହରିବୋଲ ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ; ଆନନ୍ଦରେ ରଥକୁ ଟାଣି ନେଉଛନ୍ତି ଭକ୍ତ…

ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥଟଣା। ୩ ଠାକୁରଙ୍କୁ ରଥରେ ଦେଖି ଆନନ୍ଦିତ ହୋଇପଡିଛନ୍ତି ଭକ୍ତ। ପ୍ରଥମେ ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ। ରଥ ଟାଣିବାକୁ ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ…