ଆମେରିକା ପୁଣି ଆକ୍ରମଣ କଲେ, ପରିସ୍ଥିତି ଭୟଙ୍କର ହେବ; ଟ୍ରମ୍ପଙ୍କୁ ଇରାନର ଧମକ…
ତେହେରାନ: ଇରାନ ଭବିଷ୍ୟତରେ ଆମେରିକାର ଯେକୌଣସି ଆକ୍ରମଣର ଜବାବ ଦୃଢ଼ ଭାବେ ଦେବ। ଆମେରିକା ପୁଣି ଆକ୍ରମଣ କଲେ ଇରାନ ପଶ୍ଚିମ ଏସିଆରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବ ବୋଲି କହିଛନ୍ତି ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି…