ବିଶ୍ୱର ପ୍ରଥମ AI ହ୍ୟୁମାନୋଇଡ୍ ରୋବଟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ; ଜାଣନ୍ତୁ କିଏ ଜିତିଲା ମ୍ୟାଚ
ନୂଆଦିଲ୍ଲୀ: ବିଶ୍ୱରେ ପ୍ରଯୁକ୍ତିବିଦ୍ୟା କେତେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ତାହାର ଏକ ଉତ୍କୃଷ୍ଟ ଉଦାହରଣ ନିକଟରେ ଚୀନରେ ଦେଖିବାକୁ ମିଳିଥିଲା। ଏଠାରେ ଏକ ଫୁଟବଲ୍ ମ୍ୟାଚ୍ ଖେଳାଯାଇଥିଲା ଯାହା ମଣିଷ ମଧ୍ୟରେ ନୁହେଁ ବରଂ AI (କୃତ୍ରିମ ବୁଦ୍ଧିମତ୍ତା) ଦ୍ୱାରା ପରିଚାଳିତ ହ୍ୟୁମାନୋଇଡ୍…