Latest Odisha News

BREAKING NEWS

Monthly Archives

June 2025

ମାଙ୍ଗାନିଜ ଚୋରା ଚାଲାଣ ଘଟଣା; ୨ୟ ଦିନରେ ଖଣି ମଣ୍ଡଳରେ ଏସଆଇଟି ଟିମ୍

ସୁନ୍ଦରଗଡ଼: ମାଙ୍ଗାନିଜ ଚୋରା ଚାଲାଣ ଘଟଣା। ୨ୟ ଦିନରେ ଖଣି ମଣ୍ଡଳରେ SIT ଟିମ୍। ଭିଜିଲାନ୍ସ ସେଲ୍‌ ଦ୍ୱାରା ଗଠିତ SIT ଟିମ୍‌ କରୁଛି ଯାଞ୍ଚ। ଖଣି ମଣ୍ଡଳର ସଂରକ୍ଷିତ ଜଙ୍ଗଲ ଓ ବନ୍ଦ ପଡ଼ି‌ଥିବା ଖଣିରେ ଯାଞ୍ଚ ଚାଲିଛି। ଟିମ୍‌ରେ ୧୨ ଜଣିଆ ସଦସ୍ୟଙ୍କ ସହ ଭିଜିଲାନ୍ସ ଏସ୍‌ପି ଉପସ୍ଥିତ…

ସିଡିଏସଙ୍କୁ ମିଳିଲା ବଡ଼ କ୍ଷମତା, ଜଏଣ୍ଟ ଅର୍ଡର ଜାରି କରିବାକୁ ଅଧିକାର ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି। ଭାରତୀୟ ସଶକ୍ତ ବଳକୁ ଆଧୁନିକୀକରଣ କରିବା ପାଇଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ) ତଥା ସାମରିକ ବ୍ୟାପାର ବିଭାଗ ସଚିବଙ୍କୁ ନୂଆ କ୍ଷମତା ପଦାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଭାରତୀୟ ସେନା,…

ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର: ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ ନେଇ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା । ଏହି ପ୍ରରିପେକ୍ଷିରେ ରାଜସ୍ବ ବିଭାଗ ପକ୍ଷରୁ ପୁନର୍ବାର ବାସହୀନଙ୍କୁ ଚିହ୍ନଟ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ସରକାରଙ୍କ…

ଆଣ୍ଡାମାନ ସାଗରରେ ୨୪ ଘଣ୍ଟାରେ ୩ ଥର ଭୂ-କମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା…

ପୋର୍ଟ ବ୍ଲେୟାର: ଆଣ୍ଡାମାନ ସାଗରରେ ପୁଣି ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ଝଟକା ସମୁଦ୍ର ଉପକୂଳ ଗୁଡିକରେ ଲାଗିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ ଗତ ୨୪ ଘଣ୍ଟାରେ ତିନି ଥର ଭୂମିକମ୍ପ ଅନୁଭୂତ ହୋଇଛି । ବୁଧବାର ସକାଳ ୭ଟା ୩ ସମୟରେ ଆଣ୍ଡାମାନ ସାଗରରେ ୫.୪…

ପ୍ରେମିକା ସୋଲମୀଙ୍କ ମୃତ୍ୟୁ ପରେ ପ୍ରଥମ ଥର ମୁହଁ ଖୋଲିଲେ ୟୁଟ୍ୟୁବର ଲବ ହାଁସଦା, କହିଲେ…

ଭୁବନେଶ୍ୱର: ପ୍ରେମିକା ସୋଲମୀଙ୍କ ମୃତ୍ୟୁର ଦେଢ଼ ମାସ ପରେ ସାମ୍ନାକୁ ଆସିଲେ ଲବ ହାଁସଦା। ପ୍ରେମିକାଙ୍କ ମୃତ୍ୟୁ ପରେ ପ୍ରଥମ ଥର ମୁହଁ ଖୋଲିଲେ ୟୁଟ୍ୟୁବର ଲବ। ତେବେ ସୋଲମୀଙ୍କ ସହ କ’ଣ ଥିଲା ସମ୍ପର୍କ ସେନେଇ ସ୍ପଷ୍ଟ କଲେନି । ୟୁ ଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରି ଲବ ନିଜର ପ୍ରତିକ୍ରିୟା…

ଏକ ବର୍ଷର ସଫଳତା ପାଇଁ ପ୍ରଶଂସା: ରାଜ୍ୟପାଳଙ୍କୁ ଓଡିଶା ଭିଜନ-୨୦୩୬ ଓ ୨୦୪୭ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷର ସଫଳତା ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଜ୍ୟପାଳ କମ୍ଭମପାଟି କହିଥିଲେ ଯେ,…

ବାହାର ଠିକାଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ, ଆଉଟସୋର୍ସିଂ ସଂସ୍ଥାକୁ ହଟାଇବାକୁ ଯୋଜନା

ଭୁବନେଶ୍ୱର: ବାହାର ଠିକାଦାରଙ୍କୁ ଠାବ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଟାର୍ଗେଟ। ଆଉଟସୋର୍ସିଂ ସଂସ୍ଥାକୁ ଠାବ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ। ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ଏବଂ ଦକ୍ଷ ଇଞ୍ଜିନିୟର ଥାଉ ଥାଉ କାହିଁକି ଆଉଟ୍ ସୋର୍ସିଂ ସଂସ୍ଥାକୁ…

ପିଆଜରେ ଥାଏ ଏହି ଭିଟାମିନ୍ ; ପ୍ରତିଦିନ ଖାଇଲେ ହାଡ଼ ମଜବୁତ ହେବା ସହ..

ଭୁବନେଶ୍ବର:ଆପଣ ଜାଣିଛନ୍ତି କି, ପିଆଜ କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ବରଂ ଶରୀରକୁ ଅନେକ ଲାଭ ମଧ୍ୟ ଦେଇଥାଏ। ଗ୍ରୀଷ୍ମ ଋତୁରେ କଞ୍ଚା ପିଆଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ। ପ୍ରତିଦିନ ପିଆଜ ଖାଇବା ଦ୍ୱାରା ହିଟ୍ ଷ୍ଟ୍ରୋକ୍ ହେବାର ଆଶଙ୍କା କମ୍ ହୋଇଥାଏ। କେବଳ ଏତିକି ନୁହେଁ,…

ସକାଳେ ଉଠିବା ମାତ୍ରେ କାହିଁକି ବଢ଼ିଯାଏ ରକ୍ତଚାପ?

ଭୁବନେଶ୍ବର: ଉଚ୍ଚ ରକ୍ତଚାପକୁ ଏକ ନୀରବ ଘାତକ ଭାବରେ ବିବେଚନା କରାଯାଏ। ଲୋକମାନେ ପ୍ରାୟତଃ ଉଚ୍ଚ ରକ୍ତଚାପ ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତି। ଯଦି ସକାଳେ ଉଠିବା ସମୟରେ ରକ୍ତଚାପ ଅଧିକ ଥାଏ, ତେବେ ସ୍ୱାସ୍ଥକୁ ନେଇ ଅଧିକ ସତର୍କ ରହିବା ଉଚିତ୍ । ଏହାକୁ ସାଧାରଣତଃ ମର୍ଣ୍ଣିଙ୍ଗ ହାଇପରଟେନସନ…

୨୮ ଯାଏ ପ୍ରବଳ ବର୍ଷା ସମ୍ଭାବନା, ଆଜି ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଦକ୍ଷିଣ ଉତ୍ତର ପ୍ରଦେଶରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଯାଏ ଉତ୍ତର ଓଡ଼ିଶା ଦେଇ ଏକ ଟ୍ରଫ ଲାଇନ ରହିଛି । ଏହା ମଧ୍ୟପ୍ରଦେଶ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଦେଇ ଯାଇଛି। ଫଳରେ ଆସନ୍ତା ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୩…