ଶେଷ ହେଲା ଇରାନ-ଇସ୍ରାଏଲ ଯୁଦ୍ଧ…ଟ୍ରମ୍ପଙ୍କୁ ଧନ୍ୟବାଦ ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲା ଇରାନ୍……
ନୂଆଦିଲ୍ଲୀ: ୧୨ ଦିନ ଧରି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଶେଷ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧବିରତି ଆରମ୍ଭ ହୋଇଥିବା ନେଇ ଘୋଷଣା କରିଦେଇଛନ୍ତି । ଏହାକୁ ଉଲଘଂନ ନକରିବାକୁ ବି କହିଛନ୍ତି । ଆଉ ଏହାକୁ ସମର୍ଥନ କରିଛି ଇସ୍ରାଏଲ । ସଂଘର୍ଷକୁ ଶେଷ କରିବା ପାଇଁ…