ଇରାନ ଇସ୍ରାଏଲ ସଂଘର୍ଷରେ ପଡ଼ିବ କି ଯବନିକା?, ଟ୍ରମ୍ପଙ୍କ କଥାକୁ କାଟି କିଛି ଏମିତି ସଂକେତ ଦେଲା ଇରାନ…..
ନୂଆଦିଲ୍ଲୀ: ଆଜି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ତାର ୧୨ତମ ଦିନରେ ପହଞ୍ଚିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ "ସମ୍ପୂର୍ଣ୍ଣ ଏବଂ ବ୍ୟାପକ" ଯୁଦ୍ଧବିରତି ଘୋଷଣା କରିଛନ୍ତି କିନ୍ତୁ ତାଙ୍କ ଘୋଷଣାର କିଛି ଘଣ୍ଟା ପରେ,…