Latest Odisha News

BREAKING NEWS

Monthly Archives

June 2025

ବରାହ ମାଂସ ଖାଇ ସୋସିଆଲ ମିଡିଆରେ ଭିଡ଼ିଓ ଛାଡ଼ି ଅଡ଼ୁଆରେ ଯୁବକ

ଖୋର୍ଦ୍ଧା: ବରାହ ମାଂସ ଖାଇ ସୋସିଆଲ ମିଡିଆରେ ଭିଡ଼ିଓ ଛାଡ଼ି ଅଡ଼ୁଆରେ ଯୁବକ। ବିକ୍ରମ ନାୟକ ନାମରେ ଜଣେ ଯୁବକ ବାରହା ମାଂସ ଖାଇ ବାହାଦୂରୀ ମାରି ଇନଷ୍ଟାଗ୍ରାମରେ ଭିଡ଼ିଓ ରିଲ୍ ଛାଡ଼ି ଏବେ ଫସିଛନ୍ତି। ତାଙ୍କ ରିଲକୁ ପ୍ରମାଣ ଭାବରେ ନେଇ ଯୁବକଙ୍କୁ ଗିରଫ କରିବା ପାଇଁ ରାଜ୍ୟର ଚିଫ୍ ୱାଇଲ୍ଡ…

ରଥଯାତ୍ରା ସମୟରେ ଯେପରି କାଠ ସମସ୍ୟା ନ ଉପୁଜେ ସେନେଇ ଗଜପତିଙ୍କ ଗୁରୁତ୍ବ

ପୁରୀ: ଆଉ ତିନି ଦିନ ପେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଚଳିତ ରଥଯାତ୍ରା ଯେପରି ସୁରୁଖୁରୁରେ ଶେଷ ହୁଏ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ଏହି ସମୟ ଭିତରେ ରଥଯାତ୍ରା ସମୟରେ କାଠ ସମସ୍ୟା ଯେପରି ନଦେଖାଯାଏ ସେନେଇ ଗୁରୁତ୍ବ ଦେଇଛନ୍ତି ଗଜପତି ଦିବ୍ୟସିଂହ ଦେବ ।…

ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’

ଭୁବନେଶ୍ୱର: ୧୯୭୫ ମସିହା ଜୁନ ୨୫ ତାରିଖରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି । ଜରୁରୀକାଳୀନ ପରିସ୍ଥିତିର ୫୦ତମ ବର୍ଷ ପୂର୍ତ୍ତି ଚଳିତ ଜୁନରେ ହେବ । ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ ପାଳନ ହେବ 'ସମ୍ବିଧାନ ହତ୍ୟା ଦିବସ' ।…

ପୁଣି ଇରାନର ଫୋର୍ଡୋରେ ଥିବା ଭୂତଳ ପରମାଣୁ କେନ୍ଦ୍ର ଉପରକୁ ଆକ୍ରମଣ: ଆଇଏଇଏ କହିଲା, ‘ଭାରୀ କ୍ଷତି ସହିବ’

ନୂଆଦିଲ୍ଲୀ: ଆମେରିକାର ଆକ୍ରମଣ ପରେ ଏବେ ତୀବ୍ର ହୋଇଛି ଇରାନ ଇସ୍ରାଏଲ ଯୁଦ୍ଧ । ରକ୍ତ ଚାଉଳ ଚୋବାଉଥିବା ଇରାନ ଏବେ ଇସ୍ରାଏଲ ଉପରେ ୫୫୦ କ୍ଷେପଣାସ୍ତ୍ର ବର୍ଷା କରିସାରିଲାଣି । ଯେଉଁଥିରେ ଅତିଷ୍ଟ ହୋଇ ଆଜି ସକାଳେ ପୁଣି ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି । ଯେଉଁଥିରେ ଇରାନର…

ଇରାନର ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ ନିଷ୍ପତି ପରେ ଚୀନକୁ ଏହି ଅନୁରୋଧ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକାର ଆକ୍ରମଣ ପରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ କରିବାକୁ ନିଷ୍ପତି ନେଇଛି ଇରାନ। ଯାହାଦ୍ବାରା ବିଶ୍ଵ ବାଣିଜ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ଏହି ନିଷ୍ପତ୍ତିରୁ ଇରାନ କିଭଳି ଓହରିବ, ସେଥିପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ…

ଇରାନ ଆକାଶରେ ଆମେରିକାର ବି-୨: ୩୭ ଘଣ୍ଟା ପର୍ଯ୍ୟନ୍ତ କେମିତି ପାଇଲଟ କାଟିଥିଲେ ସମୟ?

ନୂଆଦିଲ୍ଲୀ: ଇରାନର ୩ଟି ପରମାଣୁ ସ୍ଥାନ ଉପରେ ବଙ୍କର ବଷ୍ଟର ବୋମା ପକାଇବା ପରେ, B-2 ବୋମାବର୍ଷୀ ବିମାନ ଆମେରିକା ଫେରି ଆସିଛି । ଏହାର ୩୭ ଘଣ୍ଟାର ଅପରେସନ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୋମାବର୍ଷୀର ପାଇଲଟମାନଙ୍କୁ ପ୍ରଶଂସା କରିଛନ୍ତି। ନର୍ଥ୍ରପ୍ ଗ୍ରୁମନ୍ କମ୍ପାନୀର…

ମନ୍ତ୍ରିମଣ୍ଡଳ ସଂପ୍ରସାରଣ: ଯୁବ, ମହିଳାଙ୍କୁ ଫୋକସ୍ !

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ବଢିଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା । ବିଜେପି ହାଇକମାଣ୍ଡରୁ ଗ୍ରୀନ୍ ସିଗନାଲ ମିଳି ସାରିଥିବା ବେଳେ ମନ୍ତ୍ରୀ ପଦକୁ ନେଇ ଘନ ଘନ ବୈଠକ ବସୁଛି । ରାଜ୍ୟର ସବୁ ଅଞ୍ଚଳରୁ ପ୍ରତିନିଧିତ୍ବ ସାଙ୍ଗକୁ ଜାତି ସମୀକରଣ କଷୁଛନ୍ତି…

ବିବାଦର ୪ ମାସ ପରେ ୟୁଟ୍ୟୁବକୁ ଫେରିଲା କି ସମୟ ରାଇନାଙ୍କ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’?

ମୁମ୍ବାଇ: ପୁଣି ୟୁଟ୍ୟୁବକୁ ଫେରିଲା ସମୟ ରାଇନାଙ୍କ ୟୁଟ୍ୟୁବ୍ ଶୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍' । ଅଲଗା ଚ୍ୟାନେଲରେ ହେବ ପ୍ରସାରଣ । ତେବେ ବିବାଦ ପରେ ସମୟ ରାଇନାଙ୍କ ୟୁଟ୍ୟୁବ୍ ଶୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍' ତୁରନ୍ତ ବନ୍ଦ ହୋଇଥିଲା । ଶୋ' ବନ୍ଦ ହେବାର ଚାରି ମାସ ହୋଇଗଲାଣି ଏବଂ…

ଆମେରିକାର ଆକ୍ରମଣ…ଜବାବି ହମଲା କରିବ କି ଇରାନ୍ ?

ନୂଆଦିଲ୍ଲୀ: ଇରାନ ଉପରେ ହମଲା କରି ନିଜ କାର୍ଯ୍ୟକାଳରେ ସବୁଠୁ ବଡ଼ ରିସ୍କ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ । ଇରାନର ନତାଞ୍ଜ, ଫୋର୍ଡୋ ଓ ଇସ୍ଫହାନରେ ଥିବା ୟୁରାନିୟମ ସମୃଦ୍ଧିକରଣସ୍ଥଳ ଉପରେ ଆକ୍ରମଣ କରିଛି ଆମେରିକା । ଫୋର୍ଡୋ ପରମାଣୁ ସାଇଟ ଉପରେ ବୋମାର ପୂରା ପେଲୋଡ୍…

ଗୋପାଳପୁର ଗଣଦୁଷ୍କର୍ମ ମାମଲା; ନିଜ ଆଡ଼ୁ ମାମଲା ରୁଜୁ କଲା ଏନଏଚଆରସି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କ ଗଣଦୁଷ୍କମମ ଘଟଣାଗର ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଆୟୋଗ ନୋଟିସ୍‌ ଜାରି କରି ଦୁଇ ସପ୍ତାହ ମଧ୍ୟରେ…