Latest Odisha News

BREAKING NEWS

Monthly Archives

June 2025

ଆମେରିକାର ଆଟାକ ପରେ ତାତିଲା ଇରାନ, ଭୟଙ୍କର ମୋଡ଼ ନେଲା ଯୁଦ୍ଧ

ନୂଆଦିଲ୍ଲୀ: ଆମେରିକାର ଆଟାକ ପରେ ତାତିଲା ଇରାନ । ଇସ୍ରାଏଲ ଉପରେ କାଉଣ୍ଟର ଆଟାକ୍ କଲା ତେହେରାନ । ଇସ୍ରାଏଲ ଉପରେ ୩୦ରୁ ଅଧିକ ବାଲାଷ୍ଟିକ୍ ମାଡ଼ କଲା ଇରାନ । ତେଲ ଅଭିଭ, ହାଇଫା, ଜେରୁଜେଲମରେ ହୋଇଛି ଭୟଙ୍କର ବିସ୍ଫୋରଣ । ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଆସିଲା ଭିଡିଓ । ଯେଉଁଥିରେ…

‘ହରମୁଜ୍ ଷ୍ଟ୍ରେଟ୍’ ବନ୍ଦ କରିବ ଇରାନ; ପ୍ରଭାବିତ ହେବ ସାରା ବିଶ୍ଵ…

ତେହେରାନ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ଯୋଗୁଁ ପରିସ୍ଥିତି ଜଟିଳ ହୋଇପଡ଼ିଛି। ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଥିଲା। ଯାହାପରେ ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଯାହା ଫଳରେ ପ୍ରଭାବିତ ହେବ ସାରା ବିଶ୍ବ।…

କେଉଁ ରାଜ୍ୟ ଲୋକ ସବୁଠୁ ଅଧିକ ଦିନ ବଞ୍ଚିଥାନ୍ତି, ନାଁ ଶୁଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଭାରତ ପରି ଏକ ବିଶାଳ ଦେଶରେ, ଯେଉଁଠାରେ ଭୌଗୋଳିକ, ସାଂସ୍କୃତିକ ଏବଂ ଖାଦ୍ୟପେୟରେ ବିବିଧତା ରହିଛି, ସେଠାରେ ପ୍ରତ୍ୟେକ ରାଜ୍ୟର ଜୀବନଶୈଳୀ ଅଲଗା। କିନ୍ତୁ ଆପଣ କ’ଣ ଜାଣିଛନ୍ତି ଭାରତର କେଉଁ ରାଜ୍ୟରେ ଲୋକେ ସବୁଠାରୁ ଅଧିକ ଦିନ ବଞ୍ଚନ୍ତି? ଏହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ…

ବୁମରାହଙ୍କୂ ୫ ୱିକେଟ, ପ୍ରଥମ ଇନିଂସରେ ଭାରତ ଅଗ୍ରଣୀ

ଲୀଡ୍ସ: ଯଶପ୍ରୀତ ବୁମରାହଙ୍କ ୫ ୱିକେଟ ସଫଳତା ବଳରେ ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ ଭାରତ ପ୍ରଥମ ଇନିଂସରେ ୬ ରନର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ଯଶସ୍ୱୀ ଜୈସୱାଲ(୧୦୧), ଶୁଭମନ ଗିଲ(୧୪୭) ଓ ରିଷଭ ପନ୍ତ(୧୩୪)ଙ୍କ ଶତକ ବଳରେ ୪୭୧ ରନ କରି…

ବିହାରରେ ହେବ ମାତା ସୀତାଙ୍କ ଭବ୍ୟ ମନ୍ଦିର, ଡିଜାଇନ୍ ଜାରି କଲେ ମୁଖ୍ୟମନ୍ତ୍ରୀ 

ପାଟଣା: ବିହାରରେ ହେବ ମାତା ସୀତାଙ୍କ ଭବ୍ୟ ମନ୍ଦିର। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପ୍ରସ୍ତାବିତ ଡିଜାଇନର ଫଟୋ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ ନିତିଶ କୁମାର। ଏଥିସହିତ ସେ କହିଛନ୍ତି ଯେ, "ସୀତାମାଢ଼ିର ପୁନୌରାଧାମରେ ଜଗତ ଜନନୀ ମାତା ଜାନକୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏକ…

Password Leak: କେମିତି ହୋଇଥାଏ ପାସୱାର୍ଡ ଲିକ୍ ? ଜାଣନ୍ତୁ ହ୍ୟାକର୍ସଙ୍କ ଉପାୟ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ପାସୱାର୍ଡ ହେଉଛି ଆମର ଅନଲାଇନ ସୁରକ୍ଷାର ପ୍ରଥମ ପ୍ରାଚୀର। କିନ୍ତୁ ଯଦି ଏହି ପ୍ରାଚୀର ଦୁର୍ବଳ ହୋଇଯାଏ, ତେବେ ହ୍ୟାକରମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, ବ୍ୟାଙ୍କ ବିବରଣୀ ଏବଂ ସୋସିଆଲ ମିଡିଆ ଆକାଉଣ୍ଟକୁ ଆକ୍ସେସ କରିପାରନ୍ତି। ଏବେ ଆମେ ଆପଣଙ୍କୁ ଜଣାଇବୁ…

ଦାଦା ହେବେ ଟିମ ଇଣ୍ଡିଆର କୋଚ !

ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ଗସ୍ତରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି । ଅଧିନାୟକ ଶୁଭମନ ଗିଲ ଓ କୋଚ ଗୌତମ ଗମ୍ଭୀରଙ୍କ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ । ଏହା ମଧ୍ୟରେ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଓ ମହାନ କ୍ରିକେଟର ସୌରଭ ଗାଙ୍ଗୁଲି କୋଚ ହେବା ନେଇ ଆଗ୍ରହ ପ୍ରକାଶ…

କାଳିଆ ସାଆନ୍ତେ ହେଲେ ସୁସ୍ଥ, ଶ୍ରୀନିଅରକୁ ଖବର ନେଇ ଗଲେ ସେବାୟତ

ପୁରୀ:ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନ ମଣ୍ଡପରେ ସୁବାସିତ ଜଳରେ ସ୍ନାନ କଲାପରେ ଜ୍ବରରେ ପୀଡିତ ହୋଇ ଅଣସରରେ ଅଛନ୍ତି । ଅଣସର ଘରେ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ସେବା । ଦଶମୂଳ ମୋଦକ ସେବନ ପରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଆଜି ଦ୍ୱାଦଶୀ…

ଟେଷ୍ଟରୁ ଅବସର ଘୋଷଣା କଲେ ମାଥ୍ୟୁସ

କଲମ୍ବୋ: ଶ୍ରୀଲଙ୍କାର ଷ୍ଟାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ପୂର୍ବରୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ସମାପ୍ତି ପରେ ସେ ଏହି ଘୋଷଣା କରିଥିଲେ । ସେ ଟି୨୦ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ।…

ମଝି ଆକାଶରେ ବୋମା ଆତଙ୍କ, ବର୍ମିଂହାମ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନକୁ ରିୟାଦ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ବୋମା ଧମକ। ଶନିବାର ବର୍ମିଂହାମ (ୟୁକେ)ରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ସାଉଦି ଆରବର ରିୟାଦକୁ ଡାଇଭର୍ଟ କରାଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ଏୟାରଲାଇନ୍ସ ତରଫରୁ ସୂଚନା ଦିଆଯାଇଛି। ବୋମା…