Latest Odisha News

BREAKING NEWS

Monthly Archives

June 2025

ଅମରନାଥ ଯାତ୍ରା ସମୟରେ ସୁରକ୍ଷା ଦାୟିତ୍ୱ କିଏ ବହନ କରନ୍ତି?

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ସମୟରେ ସୁରକ୍ଷା ଦାୟିତ୍ୱ କାହା କାନ୍ଧରେ? ୨୨ ଏପ୍ରିଲରେ ପହଲଗାମର ବୈସାରନ ଉପତ୍ୟକାରେ ଏକ ଆତଙ୍କି ଆକ୍ରମଣ ହୋଇଥିଲା, ଯେଉଁଥିରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣ ପରେ କାଶ୍ମୀର ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ…

‘ବିହାରର ଆତ୍ମସମ୍ମାନକୁ ଆଘାତ ଦେଇଛି ପଞ୍ଝା ଏବଂ ଲଣ୍ଠନ’: ସିଓ୍ବାନ ରାଲିରେ ବର୍ଷିଲେ ମୋଦି

ପାଟନା: ୪ ମାସ ପରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଥରେ ବିହାର ଗସ୍ତରେ ଯାଇଛନ୍ତି । ସିୱାନରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କଂଗ୍ରେସ ଏବଂ ଆରଜେଡିକୁ କଡା ନିଶାନା…

ପାରିବାରିକ ବିବାଦରେ ଖସୁଛି ସନ୍ ଟିଭି ନେଟଓ୍ବର୍କର ସେୟାର!

ନୂଆଦିଲ୍ଲୀ: ଦେଶର ସବୁଠାରୁ ପ୍ରଭାବଶାଳୀ ଗଣମାଧ୍ୟମ ସଂସ୍ଥା ସନ୍ ଟିଭି ନେଟୱାର୍କରେ ବର୍ଷ ବର୍ଷ ଧରି ସ୍ଥାପିତ ପାରିବାରିକ ବିବାଦ ଏବେ ସାର୍ବଜନୀନ ହୋଇଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଡିଏମକେ ସାଂସଦ ଦୟାନିଧି ମାରାନ ତାଙ୍କ ଭାଇ ଏବଂ ସନ୍ ଟିଭି ନେଟୱାର୍କ ଅଧ୍ୟକ୍ଷ କଳାନିଧି…

ବୌଦ୍ଧବାସୀଙ୍କ ଅପେକ୍ଷାର ଅନ୍ତ; ଆଜିଠୁ ଗଡିବ ଟ୍ରେନ୍

ବୌଦ୍ଧ: ଆଜିଠୁ ବୌଦ୍ଧରୁ ଗଡିବ ଟ୍ରେନ୍ । ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବ । ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ । ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେସନରୁ ରେଳ ଗଡିବ । ବୌଦ୍ଧ ଓ ପୁରୁଣାକଟକରୁ ଏକସାଙ୍ଗରେ ୨ଟି…

ଭୀଷଣ ସଡକ ଦୁର୍ଘଟଣାରେ ଚାଲିଗଲା ୯ ଜୀବନ

ପଶ୍ଚିମବଙ୍ଗ:ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ପୁରୁଲିଆ-ଜାମସେଦପୁର ଜାତୀୟ ରାଜପଥ (NH-18) ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ନଅ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ବଳରାମପୁର ଥାନା ଅଞ୍ଚଳ ଅନ୍ତର୍ଗତ ନାମଶୋଲ ନିକଟରେ ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ଏକ…

ନାସୀର ହୁସେନ, ଆର୍ଥଟନ ଚୟନ କଲେ ଶ୍ରେଷ୍ଠ ଏକାଦଶ

ଲଣ୍ଡନ: ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନ ୨୦ରୁ ଆରମ୍ଭ ହୋଇଯାଇଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ପରେ ଶୁଭମନ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଏହି ଗସ୍ତରେ ଯାଇଛି । ଏହି ଅବସରରେ ଇଂଲଣ୍ଡର ଦୁଇ ପୂର୍ବତନ ମହାନ ଖେଳାଳି ନାସୀର ହୁସେନ ଓ ମାଇକ ଆର୍ଥଟନ…

୨ ସପ୍ତାହ ଭିତରେ ଇରାନର ଭାଗ୍ୟ ନିର୍ଦ୍ଧାରଣ କରିବେ ଟ୍ରମ୍ପ: କହିଦେଲେ କେବେ କରିବେ ଆକ୍ରମଣ?

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧରେ ଏବେ ଏଣ୍ଟ୍ରି ମାରିବାକୁ ଯାଉଛି ଆମେରିକା । ଯାହାକୁ ନେଇ ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ମଧ୍ୟରେ, ସମସ୍ତଙ୍କ ନଜର ଏବେ ଆମେରିକା ଆଡ଼କୁ ମୁହାଁଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ସିଧାସଳଖ ଯୁଦ୍ଧରେ ଯୋଗଦେବେ କି ନାହିଁ ସେ…

ଯୁଦ୍ଧରେ ଇସ୍ରାଏଲକୁ ଦେବାକୁ ପଡୁଛି ବହୁମୂଲ୍ୟ, ଦିନକୁ ଖର୍ଚ୍ଚ ହୋସ୍ ଉଡାଇଦେବ…..

ନୂଆଦିଲ୍ଲୀ: ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଇରାନ ଇସ୍ରାଏଲ ଯୁଦ୍ଧ । ଆଜି ୮ମ ଦିନରେ ପରସ୍ପର ଉପରେ କ୍ଷେପଣାସ୍ତ୍ର, ଡ୍ରୋନ ଏବଂ ଲଢ଼ୁଆ ବିମାନ ସାହାଯ୍ୟରେ ଆକ୍ରମଣ ଆହୁରି ତୀବ୍ର ହୋଇଛି । ଯାହା ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି କରଥିବା ବେଳେ ଏହାର ପରିଣାମ ଅତ୍ୟନ୍ତ…

ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ୨ ନକ୍ସଲ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାର ଛୋଟାବେଠିଆ ଅଞ୍ଚଳରେ ଆଜି ସକାଳେ ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ୨ ନକ୍ସଲ ନିହତ ହୋଇଥିବା ସୂଚନା ରହିଛି। ସୂଚନା ଅନୁସାରେ ଛୋଟାବେଠିଆ ଅଞ୍ଚଳରେ ପ୍ରାୟ ଅଧ ଘଣ୍ଟା ଧରି…

ବାତିଲ ହେଲା ୮ଟି ଏୟାର ଇଣ୍ଡିଆ ବିମାନ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଚଳିତ ମାସ ବିମାନ କମ୍ପାନୀଗୁଡ଼ିକ ଅଶାନ୍ତ ହୋଇପଡ଼ିଛନ୍ତି। ଏହି ଦୁର୍ଘଟଣା ପରେ, ଯାନ୍ତ୍ରିକ ତ୍ରୁଟି ଏବଂ ସୁରକ୍ଷା ବିପଦ ସମେତ ବିଭିନ୍ନ କାରଣ ଯୋଗୁଁ ଅନେକ ବିମାନ ବାତିଲ କିମ୍ବା ସ୍ଥାନାନ୍ତରିତ କରାଯାଇଛି। ଏହି ସମୟରେ,…