Latest Odisha News

BREAKING NEWS

Monthly Archives

June 2025

ହସ୍ପିଟାଲ ଓ ଥାନାରେ ଅଚାନକ ପହଁଚିଲେ ବିଧାୟକ; ରାତି ଡ୍ୟୁଟିରେ ଶୋଇଥିଲେ କର୍ମଚାରୀ

ରାଉରକେଲା: ବିଧାୟକ ଦୁର୍ଗା ଚରଣ ତନ୍ତୀ ରାଉରକେଲା ସହରର ବିଭିନ୍ନ ଅଞ୍ଚଳରେ ଅବସ୍ଥିତ ଥାନା ଏବଂ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରିଥିଲେ। ଏଥିସହିତ ରାତିରେ କର୍ମଚାରୀମାନେ କେତେ ଦାୟିତ୍ବବାନ ତାହା ଦେଖିଥିଲେ। ରଘୁନାଥପାଲିର ବିଧାୟକ ମଙ୍ଗଳବାର ବିଳମ୍ବିତ ରାତିରେ ଜନସାଧାରଣଙ୍କୁ ଯୋଗାଇ…

ଇସ୍ରାଏଲ ସହ ଯୁଦ୍ଧ ମଧ୍ୟରେ, ନିଜ ନାଗରିକମାନଙ୍କୁ ହ୍ୱାଟସଆପ ଡିଲିଟ୍ କରିବାକୁ କହିଲେ ଇରାନ ସରକାର

ତେହେରାନ: ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଇରାନ ଏବେ ଏହାର ନାଗରିକମାନଙ୍କୁ ସେମାନଙ୍କ ମୋବାଇଲ୍ ଏବଂ ଅନ୍ୟାନ୍ୟ ଡିଭାଇସରୁ ହ୍ୱାଟସଆପ ଡିଲିଟ୍ କରିବାକୁ କହିଛି । ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ଏହି ଆବେଦନରେ ଅଭିଯୋଗ କରାଯାଇଛି ଯେ, ଆପ୍ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ…

ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ବିକାଶ ହେଲେ ହିଁ ସମୃଦ୍ଧ ଓଡିଶାର ଲକ୍ଷ୍ୟ ପୂରଣ ହେବ: ମୁଖ୍ୟମନ୍ତ୍ରୀ

ବାରିପଦା: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବାରିପଦାର ଛଉ ପଡ଼ିଆ ଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶ । ଏହାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, ଓଡ଼ିଶା ସାଂସ୍କୃତିକ ବୈଭବ ଚିତ୍ରପଟରେ ଜନଜାତି ସଂସ୍କୃତି ଏକ ସ୍ୱତନ୍ତ୍ର…

ପାକିସ୍ତାନରେ ସେନା ବେସ୍ କରିବ ଆମେରିକା !

ନୂଆଦିଲ୍ଲୀ: ବଦଳୁଛି ଆମେରିକାର ନୀତି ! ପାକିସ୍ତାନ ସେନା ମୁଖ୍ୟଙ୍କ ସହ ଟ୍ରମ୍ପଙ୍କ ମିଟିଂ । ବନ୍ଦ ଘରେ ଭୋଜନ, ସିକ୍ରେଟ୍ ମିଟିଂ ! ପାକିସ୍ତାନକୁ ନେଇ କାହିଁକି ବଦଳୁଛି ଆମେରିକାର ସ୍ବର? ୨୦୧୮ରେ ନିଜ ପ୍ରଥମ କାର୍ଯ୍ୟକାଳ ବେଳେ ପାକିସ୍ତାନକୁ ଟାର୍ଗେଟ କରୁଥିଲେ ଆମେରିକା ରାଷ୍ଟ୍ରପତି…

ଇରାନ ‘ଫତହ’ ସାମ୍ନାରେ ଫେଲ୍, ଇସ୍ରାଏଲର ‘ଆଇରନ୍ ଡୋମ୍’

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି ଇରାନ ଏବଂ ଇସ୍ରାଏଲ ସଂଘର୍ଷ । ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ବର୍ଷା କରୁଛନ୍ତି। ଇରାନ ଏହାର ହାଇପରସୋନିକ୍ କ୍ଷେପଣାସ୍ତ୍ର ଦ୍ୱାରା ଇସ୍ରାଏଲ ଉପରେ ଆକ୍ରମଣ କରିଛି । ଯାହା ଦ୍ବାରା ବହୁତ କ୍ଷତି ସହିଛି ଇସ୍ରାଏଲ । ଇସ୍ରାଏଲର ସୁରକ୍ଷା କବଚ ଭାବେ…

୨୦୨୫ରେ ହେବ କି ପରମାଣୁ ବିସ୍ଫୋରଣ?

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇରାନ୍-ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ଚରମରେ ରହିଛି । ଏହା ପଛରେ କାରଣ ହେଉଛି, ପରମାଣୁ ହତିଆର । ପରମାଣୁ ଶକ୍ତି ହାସଲ କରିବାକୁ ଚାହୁଁଛି ଇରାନ, ହେଲେ ଇସ୍ରାଏଲ୍ ଏହା କରାଇ ଦେବାକୁ ଚାହୁଁନି । ଉଭୟ ଦେଶ ମଧ୍ୟରେ ଘମାଘୋଟ ସଂଘର୍ଷ ମଧ୍ୟରେ ଇରାନ ବି ଇସ୍ରାଏଲକୁ…

କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ। ରାଜକିଶୋର ପାଢ଼ୀ ପାଇବେ ଚଳିତ ବର୍ଷର ବାଲ୍‌ ସାହିତ୍ୟ ପୁରସ୍କାର। ‘କେତେ ଫୁଲ ଫୁଟିଛି’ ପୁସ୍ତକ ପାଇଁ ପୁରସ୍କୃତ ହେବେ ରାଜକିଶୋର ପାଢ଼ୀ। ଓଡ଼ିଆ ଭାଷା ପାଇଁ ଯୁବ ଲେଖକ ସୁବ୍ରତ ସେନାପତି ପାଇବେ…

୮ ଗୁଣା ବଢ଼ିଲା ଭୁବନେଶ୍ଵର ରେଳଷ୍ଟେଶନ ପାର୍କିଂ ଫି’

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ବାହାରେ ମାଷ୍ଟର କ୍ୟାଣ୍ଟିନ୍ ସ୍କୋୟାରରେ ଥିବା ପାର୍କିଂ ୟାର୍ଡର ପାର୍କିଂ ଫି ହଠାତ୍ ୮ ଗୁଣା ବୃଦ୍ଧି ହୋଇଛି। ଯାହାକୁ ନେଇ ଯାତ୍ରୀମାନଙ୍କ ଗହଣରେ କ୍ଷୋଭ ଦେଖାଦେଇଛି। ଜୁନ୍ ୧୨ ତାରିଖରେ ରଜ ଛୁଟି ସମୟରେ ଲଟ୍ ରେ ବାଇକ୍ ପାର୍କିଂ କରିଥିବା…

କେଦାରନାଥ ପାଦଚଲା ରାସ୍ତାରେ ଭୂସ୍ଖଳନ; ୨ ମୃତ ,ଏକାଧିକ ଆହତ

ଉତ୍ତରାଖଣ୍ଡ:କେଦାରନାଥ ଧାମ ପାଦଚଲା ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହଛି । ତିନି ଜଣ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ଏବଂ ତାଙ୍କର ସନ୍ଧାନ…

କେନ୍ଦ୍ରମନ୍ତ୍ରୀଙ୍କ ବଡ ଘୋଷଣା: ମାତ୍ର ୩୦୦୦ରେ ମିଳିବ ଫାଷ୍ଟାଗର ବାର୍ଷିକ ରିଚାର୍ଜ, ଏହି ଦିନରୁ ଆରମ୍ଭ….

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ଏକ ଐତିହାସିକ ଘୋଷଣା କରିଛନ୍ତି । ଏଣିକି ବର୍ଷକୁ ମାତ୍ର ୩୦୦୦ ହଜାର ଟଙ୍କା ରିଚାର୍ଜରେ ପାଇବେ ଅସୀମିତ ଯାତ୍ରା ।  ଅଗଷ୍ଟ ୧୫, ୨୦୨୫ ଠାରୁ, ଘରୋଇ ଯାନବାହନ, ଯେପରିକି କାର, ଜିପ୍, ଭ୍ୟାନ ଇତ୍ୟାଦିଙ୍କ ପାଇଁ…