Latest Odisha News

BREAKING NEWS

Monthly Archives

June 2025

ଭାରତୀୟ ବଜାରରେ କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି..

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢୁଥିବା ସୁନା ଦର ଏବେ ଗ୍ରାହକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଲକ୍ଷେ ଟଙ୍କା ପାର୍‌ ହୋଇ ସାରିଛି ସୁନା ଦର । ହେଲେ ଜୁନ୍‌ ୧୬ ଅର୍ଥାତ୍‌ ସୋମବାର ସୁନା ଦରରେ ସାମାନ୍ୟ ହ୍ରାସ ହୋଇଛି । ଯଦି ସୁନା କିଣିବାକୁ ଯାଉଛନ୍ତି ତେବେ ନଜର ପକାନ୍ତୁ ଆଜି କେତେ…

ଝିଅ ଆଖି ଆଗରେ ମାକୁ ଟାଣିନେଲା କୁମ୍ଭୀର

ଝିଅ ଆଖି ଆଗରେ ମାକୁ ଟାଣିନେଲା କୁମ୍ଭୀର । ଝିଅ ଚାହିଁ ରହିଥିଲା କିଛି କରିପାରିଲା ନାହିଁ । କେନ୍ଦ୍ରାପଡା ଜିଲ୍ଲା କୋଳଡିହା ପଂଚାୟତ ଓଁଲାଡିହ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆଯୋରରୁ ଝିଅ ଆଖି ଆଗରେ ମାକୁ କୁମ୍ଭୀର ଟାଣି ନେଇଛି । କୁମ୍ଭୀର…

ବାପା ଦ୍ଵାରା ଦୁଷ୍କର୍ମ ଶିକାର ପରେ ୧୬ ବର୍ଷୀୟ ଝିଅର ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ଜଣେ ୧୬ ବର୍ଷୀୟା ଝିଅକୁ ନିଜ ଜନ୍ମ କଲା ବାପା ଦୁଷ୍କର୍ମ ଉଦ୍ୟମ କରିବା ଭଳି ଅଭାବନୀୟ ଘଟଣା ଘଟିଛି। ଯାହାପରେ ପୀଡ଼ିତ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ ଭୀମା ପ୍ରଧାନ (୪୩)ଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ…

ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍‌ ୨୩ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିବାବେଳେ, ଜୁନ୍‌ ୨୦ରେ ଖୋଲିବ ସମସ୍ତ ସ୍କୁଲ । ଏହି ଅବସରରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ…

୭୫ ବର୍ଷରେ ପାଦ ଥାପିଲେ ମିଥୁନ, କିପରି ଥିଲା ନକ୍ସଲରୁ ସୁପରଷ୍ଟାର ଯାତ୍ରା ଆସନ୍ତୁ ଜାଣିବା…

ମୁମ୍ବାଇ: ବୟସର ଆଉ ଏକ ପାହାଚରେ ପାଥ ଥାପିଲେ ବଲିଉଡର ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ । ୧୯୫୦ ଜୁନ ୧୬ ତାରିଖରେ ଜନ୍ମିତ ମିଥୁନଙ୍କ ଆଜି ୭୫ତମ ଜନ୍ମଦିନ। ବଲିଉଡଠୁ ନେଇ ବଙ୍ଗୀୟ ଫିଲ୍ମରେ ସେ ଦେଖାଇସାରିଛନ୍ତି ନିଜର ଦମଦାର ଅନ୍ଦାଜ। ଶାନଦାର ଅଭିନୟ ସହ ଜବରଦସ୍ତ ଡାନ୍ସରେ…

ଅତିପ୍ରବଳ ବର୍ଷା ନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୩.୧ କିମିରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ବିଦର୍ଭ ଓ ଛତିଶଗଡ଼ର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି ।…

ଇରାନ ଓ ଇସ୍ରାଏଲ ଯୁଦ୍ଧରୁ ଉଦ୍ଧାର ହେବେ ଭାରତୀୟ ଛାତ୍ର…

ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ଯୁଦ୍ଧକୁ ଆଖି ଆଗରେ ରଖି  ସେଠାରେ ଫସିରହିଥିବା ଭାରତୀୟ ଛାତ୍ରମାନଙ୍କୁ କିପରି ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯିବ ସେ ନେଇ ଭାରତ ସରକାର ଇରାନକୁ ଅନୁରୋଧ କରିଥିଲେ। ଯାହା ପରେ ସରକାର ନାଗରିକ ମାନଙ୍କପାଇଁ ଲ୍ୟାଣ୍ଡ ବୋର୍ଡର ଖୋଲା ରଖିଥିବା ନେଇ ପ୍ରକାଶ…

ନିଶ୍ଚିତ ମୃତ୍ୟୁ ମୁଖରୁ ଏମିତି ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ଜଣେ ମାଆ ଆଖିର ଲୁହ ବଞ୍ଚାଇଦେଲା ପୁଅର ଜୀବନ । ପୁଣି ଟ୍ରାଫିକ ଜାମ୍ ତ ବିଳମ୍ବ, ବିମାନ ଦୁର୍ଘଟଣାରୁ ବଞ୍ଚାଇ ଦେଇଛି ଜୀବନ। କଥାରେ ଅଛି, ରଖେ ହରି ମାରେ କିଏ । ସେମିତି କିଛି ଦେଖିବାକୁ ମିଳିଛି ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ । ବିମାନରେ ଯାତ୍ରା କରିବାକୁ ଅନେକ ପୂର୍ବରୁ…

ସତ ହେବ ଭବିଷ୍ୟବାଣୀ…ଆସୁଛି ବିପଦ !

ନୂଆଦିଲ୍ଲୀ: ୨୦୨୫ ସରିବା ଆଗରୁ ହେବ କି ତୃତୀୟ ବିଶ୍ବଯୁଦ୍ଧ ! ଯୁଦ୍ଧଠାରୁ ଆରମ୍ଭ କରି ବିମାନ ଦୁର୍ଘଟଣା ପୁଣି ହିଂସା, ରକ୍ତରଞ୍ଜିତ ହୋଇଛି ବର୍ଷର ପ୍ରଥମ ଛଅ ମାସ। ଭାରତ-ପାକିସ୍ତାନ ମୁହାଁମୁହିଁ ହେବାଠାରୁ ଆରମ୍ଭ କରି ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପର୍ଯ୍ୟନ୍ତ ଅନେକ ସଂଘର୍ଷ ସାମନାକୁ ଆସିଛି।…

ମାମାଲିରୁ ମଲ୍ଲିକା: ଅଭିନୟରେ ବାରିପଦା ଝିଅଙ୍କ କମାଲ୍

ଭୁବନେଶ୍ବର: ଡାକ ନାଁ ମାମାଲି, ହେଲେ ମଲ୍ଲିକା ନାଁରେ ସେ ଘରେ ଘରେ ପରିଚିତ । ଓଡିଶା ଟେଲିଭିଜନ ଜଗତର ଜଣାଶୁଣା ନାଁ ସୁଶ୍ରୀ ପଦ୍ମଜା। ବାରିପଦାର ଯୁବ କଳାକାର ମାମାଲି ଅଭିନୟକୁ ନିଜ ଜୀବନର ବ୍ରତ କରିଛନ୍ତି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍ ବିଏଡ୍…