Latest Odisha News

BREAKING NEWS

Monthly Archives

June 2025

ଇସ୍ରାଏଲର ଆକ୍ରମଣରେ ଇରାନରେ ଭୂମିକମ୍ପ

ତେହେରାନ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚି ସାରିଲାଣି। ସୋମବାର ଇରାନର କୋମ୍ ସହର ବାହାରେ ଥିବା ଫୋର୍ଡୋ ପରମାଣୁ କେନ୍ଦ୍ରରେ ଇସ୍ରାଏଲ  ଆକ୍ରମଣ କରିଥିଲା। ଯାହାଫଳରେ ପରମାଣୁ କେନ୍ଦ୍ର ପାଖାପାଖି ଅଞ୍ଚଳଗୁଡ଼ିକରେ ଭୂମିକମ୍ପ ଅନୁଭୂତ ହୋଇଥିଲା।…

୨୦୨୭ ଜନଗଣନା ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି, ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ପରେ, ଦେଶରେ ଜନଗଣନା ଆରମ୍ଭ ହେବାକୁ ଯାଉଛି। ପ୍ରତି ଦଶ ବର୍ଷରେ ଥରେ ହେଉଥିବା ଜନଗଣନା ୨୦୨୧ରେ ହେବାର ଥିଲା କିନ୍ତୁ କୋଭିଡ୍ ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ସରକାର ୨୦୨୭ ମସିହାରେ ଜନଗଣନା କରିବାକୁ ଘୋଷଣା କରିଛନ୍ତି, ଯାହା ପାଇଁ ଆଜି…

ଭଦ୍ରକରେ ବ୍ୟାପୁଛି ଝାଡ଼ାବାନ୍ତି; ହୋଟେଲ ଓ ଜଳଖିଆ ଦୋକାନରେ ଚଢ଼ଉ

ଭଦ୍ରକ: ଯାଜପୁର ଜିଲ୍ଲା ପରେ ଏବେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ପରେ ଧାମନଗରରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଏନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଭଦ୍ରକ ସହରରେ ଆରମ୍ଭ ହୋଇଛି ଚଢ଼ାଉ । ଭଦ୍ରକ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା…

ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସ ପରଠୁ ନିଖୋଜ ଅଛନ୍ତି ଚଳଚ୍ଚିତ୍ର ନିର୍ମାତା, ପରିବାର ଦେଲେ ଡିଏନଏ ସାମ୍ପଲ୍

ଅହମ୍ମଦାବାଦ: ଗୁରୁବାର ଅହମ୍ମଦାବାଦରେ ହୋଇଥିବା ଭୟଙ୍କର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରଠାରୁ ଜଣେ ଚଳଚ୍ଚିତ୍ର ନିର୍ମାତା ନିଖୋଜ ଅଛନ୍ତି। ଦୁର୍ଘଟଣା ସମୟରେ ସେ ତଳେ ଥିବା ଲୋକଙ୍କ ମଧ୍ୟରେ ରହିପାରନ୍ତି ବୋଲି ତାଙ୍କ ପରିବାର ଆଶଙ୍କା କରିଛନ୍ତି। ଏହି କାରଣରୁ, ପରିବାର ସଦସ୍ୟମାନେ…

ଗଜପତି ମହାରାଜାଙ୍କ ଭାଇ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ପରଲୋକ

ପୁରୀ: ପରଲୋକରେ ପୁରୀ ରାଜା ଗଜପତି ମହାରାଜାଙ୍କ ଭାଇ । ଗଜପତିଙ୍କ ଭାଇ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତେବେ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ହୃଦଘାତରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ରବିବାର…

ଇରାନ୍‌ ଟ୍ରମ୍ପ୍‌ଙ୍କୁ ହତ୍ୟା କରିବାକୁ ଚାହୁଁଛି: ନେତାନ୍ୟାହୁ

ନୂଆଦିଲ୍ଲୀ: ଇରାନ୍‌-ଇସ୍ରାଏଲ୍ ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ। ଇରାନ୍‌ ଟ୍ରମ୍ପ୍‌ଙ୍କୁ ହତ୍ୟା କରିବାକୁ ଚାହୁଁଛି କହିଲେ ନେତାନ୍ୟାହୁ। ଟ୍ରମ୍ପ୍‌ଙ୍କୁ ଇରାନ୍‌ ପ୍ରଥମ ଶତ୍ରୁ ଭାବରେ ଦେଖୁଛି। ଆକ୍ରମଣାତ୍ମକ ପଦକ୍ଷେପ ଛଡ଼ା ଆମ ପାଖରେ ବିକଳ୍ପ ନାହିଁ ବୋଲି କହିଲେ…

ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି, ଦୁଇ ଦିନରେ ୧୦ ଜଣ ଆକ୍ରାନ୍ତ

ଭଦ୍ରକ: ଭଣ୍ଡାରିପୋଖରୀ ପରେ ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି। ଦୁଇ ଦିନରେ ୧୦ ଜଣ ଆକ୍ରାନ୍ତ ହସ୍ପିଟାଲ୍‌ରେ ଚିକିତ୍ସିତ। ଧାମନଗର, ଭଗବାନପୁର, ଖଡ଼ିପଦା ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ସୂଚନା ଥାଉକି ଯାଜପୁର ଓ କେନ୍ଦୁଝର…

ବିମାନକୁ ବୋମା ଧମକ; ଫେରିଗଲା ଜର୍ମାନୀ ଫ୍ଲାଇଟ୍

ହାଇଦ୍ରାବାଦ: ପୁଣି ବିମାନକୁ ମିଳିଲା ବୋମା ଧମକ । ଜର୍ମାନୀର ଫ୍ରାଙ୍କଫର୍ଟ ସହରରୁ ହାଇଦ୍ରାବାଦ ଆସୁଥିବା ଏକ ବିମାନରେ ବୋମା ଥିବା ଖବର ପାଇବା ପରେ ତାହାକୁ ଫେରାଇ ଦିଆଯାଇଥିଲା । ହେଲେ ଫ୍ରାଙ୍କଫର୍ଟରେ ତଦନ୍ତ ସମୟରେ କୌଣସି ବୋମା ମିଳିନଥିଲା । କୁହାଯାଉଛି ଯେ ବିମାନଟି ଉଡ଼ାଣ ଭରିବା ପରେ…

ହ୍ୱାଟସଆପରେ ସ୍ପାମ୍ କଲ୍ କିପରି ଏଡ଼ାଇବେ ଆସନ୍ତୁ ଜାଣିବା…

ଭୁବନେଶ୍ବର: ଆଜିକାଲି, WhatsApp ରେ ସ୍ପାମ୍ ଏବଂ ଠକେଇ କଲ୍ ଆସିବା ସାଧାରଣ କଥା ହୋଇଗଲାଣି। ବିଶେଷକରି ଲୋକମାନେ ବିଦେଶୀ ନମ୍ବର (ଯେପରିକି +234, +84, +62 ଇତ୍ୟାଦି) ରୁ ଆସୁଥିବା କଲ୍ ଦ୍ୱାରା ଠକାମିର ଶିକାର ହେଉଛନ୍ତି। କିଛି ଲୋକ ଠକ କଲ୍ ର ଫାଶରେ ପଡ଼ି ଟଙ୍କା ମଧ୍ୟ ହରାଇ ଥାଆନ୍ତି।…

ସରିଆସୁଛି ଛୁଟି, ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ସରିବ ଖରାଛୁଟି, ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ । ପୂର୍ବ ପରି ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ ବୋଲି ସୂଚନା ରହିଛି । ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚତ୍ବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏଁ କ୍ୟାମ୍ପସରେ ଉପସ୍ଥିତ ରହିବେ…