Latest Odisha News

BREAKING NEWS

Monthly Archives

June 2025

ୟୁକ୍ରେନ୍ ଉପରେ ରୁଷର ସବୁଠାରୁ ବଡ ଆକ୍ରମଣ, ଗତ ୩ ବର୍ଷ ଯୁଦ୍ଧରେ ସବୁଠୁ ମାରାତ୍ମକ…..

ନୂଆଦିଲ୍ଲୀ: ଶନିବାର ଏବଂ ରବିବାର ରାତିରେ ରୁଷ ୟୁକ୍ରେନ ଉପରେ ସବୁଠାରୁ ବଡ ବିମାନ ଆକ୍ରମଣ କରିଛି। ରୁଷର ଏହି ଆକ୍ରମଣ ପରେ, ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ପ୍ରୟାସକୁ ଏକ ବଡ଼ ଝଟକା ଲାଗିଛି। ୟୁକ୍ରେନୀୟ ଅଧିକାରୀମାନେ କହିଛନ୍ତି ଯେ ଏହି ଆକ୍ରମଣ ଅଭୂତପୂର୍ବ ସ୍ତରରେ…

ଇସ୍ରାଏଲୀ ବିମାନ ଆକ୍ରମଣରେ ହମାସର ଶୀର୍ଷ ନେତା ନିହତ, ଜାଣନ୍ତୁ କିଏ ହାଖାମ ମହମ୍ମଦ ଇସା ଅଲ୍ ଇସା?

ନୂଆଦିଲ୍ଲୀ: ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ, ଆଇଡିଏଫ, ଏକ ବଡ଼ ସୂଚନା ଦେଇଛି । ଦାବି କରିଛି ଯେ ଇସ୍ରାଏଲୀ ସୈନିକମାନେ ଗାଜା ସହରର ସାବ୍ରା ଅଞ୍ଚଳରେ ଏକ ଲକ୍ଷ୍ୟଭେଦୀ ବିମାନ ଆକ୍ରମଣ ମାଧ୍ୟମରେ ହମାସର ଶୀର୍ଷ କମାଣ୍ଡର ହାକିମ ମହମ୍ମଦ ଇସା ଅଲ-ଇସାଙ୍କୁ ହତ୍ୟା କରିଛନ୍ତି । ଆଇଡିଏଫ ଟ୍ୱିଟ୍…

ପ୍ରବଳ ବର୍ଷା ଯୋଗୁଁ ଚାରିଧାମ ଯାତ୍ରା ୨୪ ଘଣ୍ଟା ପାଇଁ ସ୍ଥଗିତ

ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ଚେତାବନୀ ପରେ ଚାରିଧାମ ଯାତ୍ରାକୁ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି । ଜୁନ୍ ୨୯ ରୁ ଜୁଲାଇ ୧ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ବିଶେଷ କରି ଜୁନ୍ ୨୯ ଏବଂ ଜୁଲାଇ ୧…

ପାକ୍‌ର ବଡ଼ ଷଡ଼ଯନ୍ତ୍ର: ପିଓକେରେ ପୁଣି ଆତଙ୍କୀ କ୍ୟାମ୍ପ, ନିର୍ମାଣ ହେଉଛି ଅତ୍ୟାଧୁନିକ ଟେକ୍ନୋଲୋଜିର ହାଇଟେକ୍‌…

ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ। ପହଲଗାମ୍‌ ଆତଙ୍କୀ ଆକ୍ରମଣର ଜବାବରେ ଗତ ମେ ମାସରେ ‘ଅପରେସନ୍‌ ସିନ୍ଦୂର’ରେ ଭାରତୀୟ ସେନା ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ କ୍ୟାମ୍ପ ଧ୍ୱଂସ କରିଥିଲା। ଭାରତର ଆକ୍ରମଣ ପରେ ପାକିସ୍ତାନର ଭାଙ୍ଗିଯାଇଛି ଅଣ୍ଟା। ତଥାପି ଭାରତ ବିରୋଧରେ ପାକିସ୍ତାନ…

ମନ୍ କି ବାତର ୧୨୩ତମ ଏପିସୋଡକୁ ସମ୍ଭୋଧିତ କଲେ ମୋଦି, ଏହି ସବୁ ଉପରେ ଦେଲେ ଗୁରୁତ୍ବ…

ନୂଆଦିଲ୍ଲୀ: ଆଜି ମନ କି ବାତର ୧୨୩ତମ ଏପିସୋଡ୍ ରେ ଦେଶବାସୀଙ୍କୁ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୨ଟି ଭାଷାରେ ଉପସ୍ଥାପିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦିବସ ଉପରେ ଆଲୋଚନା ସହିତ କରିଥିଲେ । କାଶ୍ମୀରରେ ସୈନିକଙ୍କ ଯୋଗ ବିଷୟରେ ମଧ୍ୟ…

ପୁରୀ ଦଳଚକଟା: ବଦଳିଲେ ପୁରୀ ଜିଲ୍ଲାପାଳ, ଏସପି…ମୃତକଙ୍କ ପରିବାରକୁ ୨୫ ଲକ୍ଷ ସହାୟତା ରାଶି

ପୁରୀ: ପୁରୀ ଦଳାଚକଟା ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦଳଚକଟାରେ ଅବହେଳା ପାଇଁ ବଦଳିଲେ ପୁରୀ ଜିଲ୍ଲାପାଳ ଆଉ ପୁରୀ ଏସପି । ଏଥିସହିତ ଡିସିପିଙ୍କ ସହ ଜଣେ କମାଣ୍ଡାଣ୍ଟ ନିଲମ୍ବିତ ହୋଇଛନ୍ତି । ଘଟଣାକୁ ଅକ୍ଷମଣୀୟ ଅବହେଳା କହିବା ପରେ ସୁରକ୍ଷା…

ପୁରୀ ଅଘଟଣ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦୁଃଖ ପ୍ରକାଶ, ମନ୍ତ୍ରୀ ମାନିଲେ ଅବହେଳା

ପୁରୀ: ପୁରୀ ଶରଧାବାଲି ୩ ଭକ୍ତଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦୁଃଖ ପ୍ରକାଶ କରିଛନ୍ତି। ସେହିପରି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏକ୍ସରେ ପୋଷ୍ଟ କରି କହିଛନ୍ତି ଏହି ଘଟଣା ପରେ ମୁଁ ଅତ୍ୟନ୍ତ ମର୍ମାହତ, ମହାପ୍ରଭୁ ନିକଟରେ ପରଲୋକଗତ ଆତ୍ମାର ସଦଗତି…

ରାଜଧାନୀରେ କାୟା ବିସ୍ତାର କରୁଛି ଡେଙ୍ଗୁ: ୧୦୦ ମୁହାଁ ରୋଗୀ ସଂଖ୍ୟା

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ଷା ଆରମ୍ଭ ହେଉଛି, ତେଣୁ ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୧୦୦ ଛୁଇଁଲାଣି। କେବଳ ଜୁନ୍‌ ମାସରେ ବହୁସଂଖ୍ୟକ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ଷ ଆରମ୍ଭରୁ ସଂଖ୍ୟା ବଢ଼ିଲାଣି । ଆଗକୁ…

ପୁଣି ଟ୍ରମ୍ପଙ୍କ ବିଧେୟକକୁ ନେଇ ଅସନ୍ତୋଷ ଝାଡିଲେ ମସ୍କ: କହିଲେ, ‘ପାଗଳାମିରେ ଭରା ବିନାଶକାରୀ ନିଷ୍ପତ୍ତି’

ନୂଆଦିଲ୍ଲ: ପୁଣି ରାଷ୍ଟ୍ରପତି ଟ୍ରମ୍ପଙ୍କ ବିଗ୍ ବିୟୁଟିଫିଲ୍ ବିଲକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ଆମେରିକା ଟେକ୍ ଏଲନ୍ ମସ୍କ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କର ଛାଡ଼, ଖର୍ଚ୍ଚ ହ୍ରାସ ଏବଂ ନିର୍ବାସନ ପାଣ୍ଠି ବୃଦ୍ଧି ସମ୍ପର୍କରେ ଆଗତ ବିଲ୍ ପରେ ଆମେରିକୀୟ ସଂସଦର ଉଚ୍ଚ…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଆଗକୁ ବଡ ବର୍ଷା, ଆଲର୍ଟ ଜାରି…..

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ନୂତନ ଲଘୁଚାପ । ଆଜି ଉତ୍ତର-ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ଆଗାମୀ ୨ ଦିନ ଯାଏଁ ଉତ୍ତର ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ…