ଅସୀମ ମୁନିରଙ୍କୁ ଆମେରିକା ନିମନ୍ତ୍ରଣ: ସଫା ସଫା ମନା କରିଦେଲା ହ୍ୱାଇଟ ହାଉସ….
ନୂଆଦିଲ୍ଲୀ: ପାକିସ୍ତାନ ଫିଲ୍ଡ ମାର୍ସଲ ଅସୀମ ମୁନିରଙ୍କୁ ୱାଶିଂଟନରେ ଚାଲିଥିବା ସାମରିକ ପରେଡ୍ରେ ଅତିଥି ଭାବରେ ନିମନ୍ତ୍ରଣ ପ୍ରସ୍ତାବକୁ ଖଣ୍ଡନ କରିଛି ହ୍ୱାଇଟ ହାଉସ। ଆମେରିକା କହିଛି ଯେ ପରେଡ୍ ପାଇଁ କୌଣସି ବିଦେଶୀ ସାମରିକ ନେତାଙ୍କୁ ନିମନ୍ତ୍ରଣ କରାଯାଇନାହିଁ। ତେବେ ପୂର୍ବରୁ…