ଇସ୍ରାଏଲ ଉପରେ ୧୦୦ ମିଶାଇଲ ଆଟାକ କଲା ଇରାନ
ତେଲ ଅଭିଭ: ଇସ୍ରାଏଲ ଏବଂ ଇରାନ ଏବେ ମୁହାଁମୁହିଁ ସ୍ଥିତି। ମଧ୍ୟପ୍ରାଚ୍ୟରେ ପୁଣି ଥରେ ଆକାଶରୁ କ୍ଷେପଣାସ୍ତ୍ର ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏବେ ଯୁଦ୍ଧରେ ପରିଣତ ହୋଇଛି।
ଇସ୍ରାଏଲ-ଇରାନ ଯୁଦ୍ଧ ଏବେ ଇରାନ ଏବଂ ଆମେରିକା ମଧ୍ୟରେ…