Latest Odisha News

BREAKING NEWS

Monthly Archives

June 2025

ସ୍ୱଦେଶ ପ୍ରତ୍ୟାବର୍ତନ କଲେ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ ଗୌତମ ଗମ୍ଭୀର ଇଂଲଣ୍ଡ ଗସ୍ତରୁ ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଟିମ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ରହିଛି । ଏଠାରେ ଉଭୟ ଟିମ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବ । ଜୁନ ୬ରେ ଟିମ ସହିତ ଗମ୍ଭୀର ଇଂଲଣ୍ଡ…

ମିଳିଲା ବ୍ଲାକ ବକ୍ସ;ଏଥିରେ ରେକର୍ଡ ହୋଇଛି ସବୁ ତଥ୍ୟ

ଗୁଜୁରାଟ: ଜୁନ୍ ୧୨ ତାରିଖରେ ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ AI171 ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ଏହି ଅଘଟଣ ପରେ ସାରା ଦେଶ ସ୍ତବ୍ଧ । ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାର ତଦନ୍ତ ଜାରି ରହିଛି। ଏହି ସମୟରେ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ବିମାନର…

ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀଙ୍କୁ ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଥିବା ଦୁଇ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ବୀର ବିକ୍ରମ ଯାଦବ ଏବଂ ଭିନୀଲ କ୍ରିଷ୍ଣାଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି। ସେମାନେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଢେଙ୍କାନାଳ ଏବଂ ବଲାଙ୍ଗୀର ଦାୟିତ୍ୱରେ ରହିବେ। କେନ୍ଦ୍ର ଦ୍ୱାରା…

ଅମ୍ବାନୀ ପରିବାରକୁ Z+ ସୁରକ୍ଷା; ଏଭଳି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ପ୍ରଦାନ କରାଯାଉଥିବା ଜେଡ୍ ପ୍ଲସ୍ ସୁରକ୍ଷାକୁ ଚ୍ୟାଲେଞ୍ଜ କରି ଦାୟର କରାଯାଇଥିବା ପିଆଇଏଲ୍ କୁ  ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବମ୍ବେ ହାଇକୋର୍ଟ କିଛି ଦିନ ତଳେ ଏକ ନିଷ୍ପତ୍ତି ଶୁଣାଇଥିଲେ…

ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନର ନୂଆ କମିଶନର ହେଲେ ପ୍ରଥମେଶ ଅରବିନ୍ଦ

ଭୁବନେଶ୍ୱର: ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନ୍ (BeMC)ର ନୂତନ କମିଶନର ଭାବରେ ପ୍ରଥମେଶ ଅରବିନ୍ଦ ରାଜେଶିର୍କଙ୍କୁ ନିଯୁକ୍ତ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଶୁକ୍ରବାର ଦିନ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସେ ୨୦୨୧ ବ୍ୟାଚ୍ ଆଇଏଏସ୍…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭେନ୍ୟୁ ଶର୍ଟଲିଷ୍ଟ କଲା ବିସିସିଆଇ: ରିପୋର୍ଟ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ ଟିମ ଦିନିକିଆ ଓ ଟି୨୦ ସିରିଜ ଖେଳିବ । ୨୦୨୬ରେ ଉଭୟ ଟିମ ମଧ୍ୟରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବ । ବିସିସିଆଇ ଏ ନେଇ ଭେନ୍ୟୁ ଶର୍ଟଲିଷ୍ଟ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ମୁମ୍ବାଇର ୱାଙ୍ଖେଡ, ଅହମ୍ମଦାବାଦର…

୧୧ଜିଲ୍ଲାରେ ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ; ଦଶ ହଜାର ନିଯୁକ୍ତି ହେବ ସୃଷ୍ଟି

ଭୁବନେଶ୍ବର: ରାଜ୍ୟ ସରକାର ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୧୧ ଜିଲ୍ଲାରେ ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ୧୭ଟି ପ୍ରକଳ୍ପ ନିର୍ମାଣ ହେଲେ ୧୦ ହଜାର ୫୮୪ ନିଯୁକ୍ତି ସୃଷ୍ଟି ହେବ। ସୂଚନାଥାଉକି, ପ୍ଲାଷ୍ଟିକ,…

ଅହମ୍ମଦାବାଦ ବିମାନ ଦୁର୍ଘଟଣା; ପତ୍ନୀଙ୍କ ଅସ୍ଥି ବିସର୍ଜନ ପାଲଟିଲା ଶେଷ ଯାତ୍ରା, ଲଣ୍ଡନରେ ଅପେକ୍ଷା କରିଛନ୍ତି କୁନି…

ଅହମ୍ମଦାବାଦ: ଅହମ୍ମଦାବାଦରେ ଗୁରୁବାର ଅପରାହ୍ନରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସାରା ଭାରତ ସ୍ତବ୍ଧ ହୋଇଯାଇଛି। ଏହି ହୃଦୟ ବିଦାରକ ବିମାନ ଦୁର୍ଘଟଣାରେ କିଏ ନିଜ ସ୍ତ୍ରୀଙ୍କୁ ହରାଇଛନ୍ତି ତ କିଏ ନିଜ ସ୍ୱାମୀ ଏବଂ ପିଲାମାନଙ୍କୁ ହରାଇଛନ୍ତି। ତେବେ ଏହି ଦୁର୍ଘଟଣାରେ ଏକ…

ଇସ୍ରାଏଲ ଟାର୍ଗେଟରେ ଇରାନର ପରମାଣୁ ବୈଜ୍ଞାନିକ

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ କରିଛି ଆକ୍ରମଣ । ଏହା ଆଗକୁ କରାଳ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଇରାନର ପରମାଣୁ ଅଭିଯାନକୁ ଦୁର୍ବଳ କରିବା ପାଇଁ ଇସ୍ରାଏଲର ଗୋଇନ୍ଦା ସଂସ୍ଥା ଓ ସେନା ସ୍ୱତନ୍ତ୍ର ମିଶନ ଚଳାଇଛନ୍ତି । ରିପୋର୍ଟ ମୁତାବକ ୨୦୦୭ ପରଠାରୁ ଇରାନର ୧୩ ପରମାଣୁ…

ଦୋକାନୀଙ୍କ ଉପରକୁ ବୋମାମାଡ଼; ୨ ଗୁରୁତର

ପୁରୀ: ରାସନ ଦୋକାନ ଉପରେ ବୋମାମାଡ଼ । ଏହି ଆକ୍ରମଣରେ ଜଣେ ଦୋକାନୀ ଓ ଜଣେ ଗ୍ରାହକ ଗୁରୁତର ହୋଇଥିବା ସୂଚନା । ଉଭୟ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନାର ଛୋଟପୁର ଗାଁରେ ଆଜି ଅପରାହ୍‌ଣରେ ଏହି ଆକ୍ରମଣ ହୋଇଛି । ଗୁରୁତର ହେଲେ…