Latest Odisha News

BREAKING NEWS

Monthly Archives

June 2025

ଭୂମିକମ୍ପ ଏବଂ ବର୍ଷାର ତାଣ୍ଡବରେ ଅସ୍ଥିର ପାକିସ୍ତାନ: ତ୍ରାହି ତ୍ରାହି ଡାକୁଛି….

ନୂଆଦିଲ୍ଲୀ: ଏବେ ପାକିସ୍ତାନ ଭିତରେ ଅସ୍ଥିରତା ଜାରି ରହିଛି । ଦେଶ ଭିତରେ ବିଦ୍ରୋହ, ଲଗାତାର ଭୂମିକମ୍ପ ଆଉ ଏବେ ବର୍ଷାର ତାଣ୍ଡବ ପାକିସ୍ତାନକୁ ବେହାଲ କରିଛି । ପୂର୍ବରୁ ଅସୁବିଧା ସହ ଯୁଝି ହେଉଥିବା ପାକିସ୍ତାନ ଏବେ ପ୍ରକୃତିର ତାଣ୍ଡବରେ ଅସ୍ଥିର ହୋଇଉଠିଛି । ଆଜି ସକାଳୁ ସକାଳୁ ପୁଣି…

ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ନିଯୁକ୍ତ ହେବେ ‘ଶିଶୁ ସେବିକା’

ଭୁବନେଶ୍ୱର: ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ‘ଶିଶୁ ସେବିକା’ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା ଅଣଶିକ୍ଷା…

ପୁରୀ ଅଘଟଣରେ ୩ ଜଣଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ପୁରୀ ଶରଧାବାଲିରେ ୩ ଜଣଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଦଳାଚକଟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।…

କାହିଁକି ଘଟିଲା ଶରଧାବାଲିରେ ଦଳଚକଟା ଅଘଟଣ: ପ୍ରତ୍ୟେକ୍ଷଦର୍ଶୀ କହିଲେ ସତ…

ପୁରୀ: ଆଜି ବଡି ଭୋର୍ ସକାଳୁ ଶରଧାବାଲିରେ ରଥ ସମ୍ମୁଖରେ ବଡ ଅଘଟଣ ଘଟିଛି । ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁ ଠେଲାପେଲାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ କାହିଁକି ଏପରି ଅଘଟଣ ଘଟିଲା? ସୁରକ୍ଷା ବ୍ୟବସ୍ଥାରେ ଏତେ ପୋଲିସ୍ ନିୟୋଜିତ ହେଲା…

ପୁରୀ ଅଘଟଣ ନେଇ ସ୍ପଷ୍ଟ କଲେ ଜିଲ୍ଲାପାଳ; ସେପଟେ, ସ୍ଥିତି ଅନୁଧ୍ୟାନ କଲେ ଡିଜିପି

ପୁରୀ: ପୁରୀ ଶରଧାବାଲିରେ ୩ ଭକ୍ତଙ୍କ ମୃତ୍ୟୁ ଘଟଣାରେ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ମହାନିର୍ଦ୍ଦେଶକ । ଘଟଣାସ୍ଥଳରେ ପ୍ରମୁଖ ଅଧିକାରୀଙ୍କ ସହ ସ୍ଥିତିର ଅନୁଧ୍ୟାନ କଲେ ଡିଜିପି ୱାଇ ବି ଖୁରାନିଆ । ପୋଲିସର ନିର୍ଦ୍ଦେଶ ସମସ୍ତେ ମାନନ୍ତୁ ବୋଲି କହିଲେ ଡିଜିପି । ଭକ୍ତ ମୋବାଇଲ୍‌ରେ ଫଟୋ…

ଏହି ଦେଶର ନାଗରିକଙ୍କୁ ଦେବାକୁ ପଡ଼ିନଥାଏ ଟିକସ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ଆଜିର ଯୁଗରେ, ଯେତେବେଳେ ବିଶ୍ୱର ଅନେକ ଦେଶରେ ଟିକସ ହାର ଆକାଶଛୁଆଁ ହେଉଛି, ସେତେବେଳେ କିଛି ଦେଶ ଏପରି ରହିଛି ଯେଉଁଠାରେ ନାଗରିକମାନଙ୍କୁ ବ୍ୟକ୍ତିଗତ ଆୟକର ଦେବାକୁ ପଡ଼େ ନାହିଁ। ଏହି ଟିକସ-ମୁକ୍ତ ନୀତି ଏହି ଦେଶଗୁଡ଼ିକୁ ନିବେଶକାରୀ ଓ ଉଚ୍ଚ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ…

‘ଆତ୍ମଘାତୀ ବିସ୍ଫୋରଣ ପାଇଁ ଭାରତ ଦାୟୀ’, ପାକିସ୍ତାନର ଆରୋପକୁ କଡା ଜବାବ ଦେଲା ଭାରତ….

ନୂଆଦିଲ୍ଲୀ: ଶନିବାର ପାକିସ୍ତାନରେ ଏକ ଆତ୍ମଘାତୀ ବିସ୍ଫୋରଣରେ ୧୩ ଜଣ ସୈନିକଙ୍କ ପ୍ରାଣ ଯାଇଛି । ଯାହାକୁ ନେଇ ଦୁଷ୍ଟ ପାକିସ୍ତାନ ଭାରତକୁ ଦାୟୀ କରିଛି । କାଳେ ଏହି ବିସ୍ଫୋରଣ ପଛରେ ଭାରତର ହାତ ବୋଲି କହିଛି ପାକିସ୍ତାନ । ଯାହାର କଡା ଜବାବ ରଖିଛନ୍ତି ଭାରତ ସରକାର । ପାକିସ୍ତାନର ଏଭଳି…

ଟ୍ରେନ ବିଳମ୍ୱରେ ପହଞ୍ଚିଲେ ରିଫଣ୍ଡ ହେବ ପୂରା ଟଙ୍କା ! ଜାଣନ୍ତୁ କେମିତି କିରବେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଟିକେଟ ବୁକିଂ ୱେବସାଇଟ ଆଇଆରସିଟିସି (IRCTC) ଯାତ୍ରୀଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ କରିଛି। ଏବେ ଯଦି ଆପଣଙ୍କ ଟ୍ରେନ ୩ ଘଣ୍ଟାରୁ ଅଧିକ ବିଳମ୍ୱ ହୁଏ କିମ୍ବା ଏସି କୋଚରେ ଥଣ୍ଡା ନ ହେବା ସମସ୍ୟା ହୁଏ, ତେବେ ଆପଣ ସମ୍ପୂର୍ଣ୍ଣ ଟିକେଟ ଟଙ୍କା ଫେରସ୍ତ…

ବିୟର ନା ହାର୍ଡ ? କାହା ଉପରେ ଅଧିକ ଟିକସ ନିଅନ୍ତି ସରକାର

ନୂଆଦିଲ୍ଲୀ: ଭାରତରେ ଅନେକ ଲୋକ ମଦ ପିଇବାକୁ ପସନ୍ଦ କରନ୍ତି। ସେମାନେ ନିଜର ସୁବିଧା ଓ ପସନ୍ଦ ଅନୁଯାୟୀ ଦେଶୀ ମଦଠାରୁ ଆରମ୍ଭ କରି ବ୍ରାଣ୍ଡେଡ ମଦ ପର୍ଯ୍ୟନ୍ତ କିଣନ୍ତି। ଏହା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ରାଜସ୍ୱର ଉତ୍ସ ହୋଇଛି। କିନ୍ତୁ ଆପଣ ଜାଣନ୍ତି କି, ବିୟର, ରମ କିମ୍ବା ହାର୍ଡ…