Latest Odisha News

BREAKING NEWS

Monthly Archives

June 2025

ଯାଜପୁର ଝାଡ଼ାବାନ୍ତି ଘଟଣା: ଆଉ ୨ ଜଣଙ୍କ ମୃତ୍ୟୁ, ରାଜ୍ୟସ୍ତରରୁ ରାପିଡ୍ ଆକ୍ସନ୍ ଟିମ୍ ଓ ଅଧିକ ବିଶେଷଜ୍ଞ ମୁତୟନ

ଯାଜପୁର: ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଆଉ ୨ ଆକ୍ରାନ୍ତ ମୃତ। ଝାଡ଼ାବାନ୍ତି ଘଟଣାରେ ମୃତ୍ୟୁ ସଂଖ୍ୟା ୪ ଛୁଇଁଲା। ଏନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଡିଏମଓ ସୂଚନା ଦେଇଛନ୍ତି। ଅନ୍ୟପଟେ ଯାଜପୁର ଜିଲ୍ଲାରେ ହଠାତ୍ ଦେଖାଦେଇଥିବା ଝାଡାବାନ୍ତି ରୋଗର ଚିକିତ୍ସା ଓ ନିରାକରଣ…

ସରକାରୀ ଚାକିରି ପାଇଁ ଆସିଲା ବଡ଼ ସୁଯୋଗ, SSC ବାହାର କଲା ୧୪ ହଜାରରୁ ଅଧିକ ପଦ

ନୂଆଦିଲ୍ଲୀ: ଯଦି ଆପଣ କେନ୍ଦ୍ର ସରକାରୀ ଚାକିରିର ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର। କର୍ମଚାରୀ ଚୟନ ଆୟୋଗ (SSC) ସଂଯୁକ୍ତ ସ୍ନାତକ ସ୍ତରୀୟ ପରୀକ୍ଷା (SSC CGL 2025) ପାଇଁ ବିଜ୍ଞପ୍ତି ଜାରି କରିଛି। ଏଥର ଆୟୋଗ ୧୪,୫୮୨ ପଦ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ…

ଫେରିଲା ମୌସୁମୀ: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର: କିଛିଦିନର ବିରତି ପରେ ପୁଣି ଫେରିଲା ମୌସୁମୀ। ତାତିରେ ଲାଗିଲା ବ୍ରେକ୍। ଆସନ୍ତା ଦୁଇଦିନ ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଭାଗକୁ ପ୍ରବେଶ କରିବ। ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି। ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ପରେ ତାପମାତ୍ରା…

Health Insurance ନେବାକୁ ଯାଉଥିଲେ ଏହି ବଷୟରେ ଧ୍ୟାନ ଦେବେ, ନହେଲେ କାମକୁ ଆସିବନି…

ନୂଆଦିଲ୍ଲୀ: ସମୟ ସହ ହେଲ୍‌ଥ ଇନ୍‌ସ୍ୟୁରାନ୍ସର ଆବଶ୍ୟକତା ଓ ଗୁରୁତ୍ୱ ଦିନକୁ ଦିନ ବଢ଼ୁଛି। ଏହା ଦୁର୍ଘଟଣା କିମ୍ବା ରୋଗରେ ଅପ୍ରତ୍ୟାଶିତ ଖର୍ଚ୍ଚରୁ ଆମକୁ ସୁରକ୍ଷା ଦେଇଥାଏ ଏବଂ ଆମର ସଞ୍ଚୟକୁ ମଧ୍ୟ ସୁରକ୍ଷିତ ରଖେ। କିନ୍ତୁ ହେଲ୍‌ଥ ଇନ୍‌ସ୍ୟୁରାନ୍ସ କିଣିବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ…

ଶ୍ରୀ ଭାଗବତ ସାର ୬୫: ପଞ୍ଜୁରୀ ଭିତରେ ଶୁକପକ୍ଷୀ ଶ୍ରୀରାଧାଙ୍କଠାରୁ କୃଷ୍ଣ ଭକ୍ତି ଗାଥା ଶୁଣି ପକ୍ଷୀ ଜନ୍ମରୁ ମୁକ୍ତି…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଓ ମହାମୁନି ଶୁକଦେବଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ ତଥାପି ଶୁକଦେବଙ୍କ ଜନ୍ମ ବୃତ୍ତାନ୍ତ ଓ ଶ୍ରୀମଦ ଭାଗବତ ପ୍ରାପ୍ତି ଆଜିବି ଗବେଷଣା ସାପେକ୍ଷ ବିଷୟ ହୋଇରହିଛି। କେବଳ କିଛି କିମ୍ବଦନ୍ତୀକୁ ଆଧାର କରି ଲୋକ ମୁଖରେ…

ଅମରନାଥ ଯାତ୍ରା ସୁରକ୍ଷା ପାଇଁ ଯାଉଥିବା ଯବାନଙ୍କୁ ମିଳିଲା ମଇଳା ବଗି ଟ୍ରେନ୍‌, କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ…

ନୂଆଦିଲ୍ଲୀ: ଆଉ ଅଳ୍ପ ଦିନର ଅପେକ୍ଷା ଏହା ପରେ ଆରମ୍ଭହେବ ଅମରନାଥ ଯାତ୍ରା । ହେଲେ ଏହି ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏହି ଯାତ୍ରା ସମୟରେ ସୁରକ୍ଷାରେ ନିୟୋଜିତ ପାଇଁ ବିଏସଏଫ୍ ଯବାନମାନଙ୍କୁ ଆଣିବା ପାଇଁ ଏକ ଖରାପ ଏବଂ ମଇଳା କୋଚ୍ ଥିବା ଟ୍ରେନ ଯୋଗାଇବାକୁ ନେଇ ବିବାଦ…

ଡବ୍ଲ୍ୟୁଟିସି ଫାଇନାଲ: ଅଷ୍ଟ୍ରେଲିଆ ୨୧୨, ଦକ୍ଷିଣ ଆଫ୍ରିକା ୪୩/୪

ଲଣ୍ଡନ: ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ ୧୧ରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ୧୪ଟି ୱିକେଟର ପତନ ଘଟିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ବିପକ୍ଷ ଦଳର କାଗିସୋ ରାବାଡା ଓ ମାର୍କୋ ଜାନସେନଙ୍କ ଘାତକ ବୋଲିଂ ଆଗରେ ବଡ…

ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା; ପରିବାରର ଜଣକୁ ମିଳିବ ନିଯୁକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ କିଛି ଦିନ ପୂର୍ବେ ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସଂପ୍ରଦାୟଙ୍କ ଭିତରେ କିଛି କାରଣରୁ ଗଣ୍ଡଗୋଳ ଘଟିଥିଲା ଏବଂ ସେଥିରେ ଗୁରୁତର ଆହତ ହୋଇଥିବା ଜଣେ ଯୁବକ ସନ୍ତୋଷ ପରିଡାଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଭାରତର କେଉଁ ବୟସର ଲୋକସଂଖ୍ୟା ପାଉଛି ହ୍ରାସ ? ଆଶ୍ଚର୍ଯ୍ୟ କଲା ରିପୋର୍ଟ

ନୂଆଦିଲ୍ଲୀ :ଭାରତର ଜନସଂଖ୍ୟାରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି, ଯାହା ଭବିଷ୍ୟତ ପାଇଁ ଚିନ୍ତାର କାରଣ ହୋଇପାରେ। ସଂଯୁକ୍ତ ରାଷ୍ଟ୍ରର ନୂଆ ବିଶ୍ୱ ଜନସଂଖ୍ୟା ନୀତି (SWOP) ରିପୋର୍ଟ ୨୦୨୫ରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁସାରେ, ଭାରତର ମୋଟ ଜନସଂଖ୍ୟା…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ନିକଟତର ହେଲେ ସ୍ମିଥ

ଲର୍ଡସ: ଐତିହାସିକ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ସିରିଜର ଫାଇନାଲ ମ୍ୟାଚ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚ ଅବସରରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଷଷ୍ଠ ଥର ପାଇଁ ଆଇସିସି ଫାଇନାଲ ଖେଳୁଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ କେବଳ ପଂଟିଂ ୬ଟି…