ଜୁନ୍ ୨୮ରୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ପୁରୀ: ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଥିବାବେଳେ, ରଥଯାତ୍ରା ପରଦିନ ଅର୍ଥାତ୍ ଆସନ୍ତା ୨୮ ତାରିଖ ଠାରୁ ପୁଣି ଥରେ ଆରମ୍ଭ ହେବ । ତେବେ ମରାମତି କାମ କେବେ ସମ୍ପୂର୍ଣ୍ଣ ହେବ, ତାହା ଏବେ ସଠିକ ଭାବେ କହିହେବ ନାହିଁ ବୋଲି ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି…