ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଜଘନ୍ୟ ହତ୍ୟାକାଣ୍ଡ
ପୁରୀ: ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଜଘନ୍ୟ ହତ୍ୟାକାଣ୍ଡ । ଟାଉନ ଥାନା ଗୁଡିଆସାହି ରାବେଣୀ ଚଉଁରା ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଜଗନ୍ନାଥ ଦୀକ୍ଷିତ । ତେବେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।…