ଦରମା ବନ୍ଦ ନେଇ ୩୦ ସିଏମ୍ସି କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ
କଟକ: ସିଏମ୍ସି କମିଶନରଙ୍କ କଡ଼ା ଆଭିମୁଖ୍ୟ । ବିଳମ୍ବରେ ଅଫିସ୍ ଆସିବାରୁ ୩୦ ସିଏମ୍ସି କର୍ମଚାରୀଙ୍କୁ ସୋ' କଜ୍ ନୋଟିସ୍ ଜାରି କଲେ ସିଏମ୍ସି କମିଶନର । ଏଥିସହ ଜଣେ OAS ଅଧିକାରୀଙ୍କୁ ସୋ' କଜ୍ ନୋଟିସ୍ ଦିଆଯାଇଛି । ଅଫିସରେ ନଥିବାରୁ ଜଏଣ୍ଟ କମିଶନର ବରେନ୍ଦ୍ର ମହାନ୍ତିଙ୍କୁ ସୋ'…