Latest Odisha News

BREAKING NEWS

Monthly Archives

July 2025

ପିଚ୍ କ୍ୟୁରେଟରଙ୍କ ସହ କୋଚ ଗମ୍ଭୀରଙ୍କ ଝଗଡା, କ’ଣ ହୋଇପାରେ ଦଣ୍ଡବିଧାନ?

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ପୂର୍ବରୁ ଓଭାଲରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ପିଚ୍ କ୍ୟୁରେଟର ଲି ଫୋର୍ଟିସଙ୍କ ଝଗଡା ହୋଇଛି। ଫୋର୍ଟିସ ଗମ୍ଭୀରଙ୍କ ବିରୋଧରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ। ପରେ ସେ କହିଛନ୍ତି, ଏହି ମାମଲାକୁ ଆଗକୁ ନେବେ ନାହିଁ। କିନ୍ତୁ ଯଦି…

କିଏ ସେହି ସାଂସଦ ଯିଏ ଅପରେସନ ସିନ୍ଦୂରକୁ ତାମସା ବୋଲି କହିଲେ?

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ନେଇ ଲୋକସଭାରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ହୋଇଛି। ଲୋକସଭାରେ ବିତର୍କ ଶେଷ ହୋଇଛି, କିନ୍ତୁ ରାଜ୍ୟସଭାରେ ଏହା ଜାରି। ମହାରାଷ୍ଟ୍ରର ସୋଲାପୁରରୁ କଂଗ୍ରେସ ସାଂସଦ ପ୍ରଣୀତି ଶିନ୍ଦେ ଏହି ଅଭିଯାନକୁ ‘ତାମସା’ ବୋଲି କହି ବିବାଦ ସୃଷ୍ଟି…

ଜଷ୍ଟିସ୍ ବର୍ମାଙ୍କ ଆବେଦନ ଉପରେ ଶୁଣାଣି ସମାପ୍ତ, ନିଜ ରାୟକୁ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମାଙ୍କ ଦ୍ୱାରା ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ସମାପ୍ତ ହୋଇଛି। ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଏଜି ମସିହଙ୍କ ଖଣ୍ଡପୀଠ ତାଙ୍କର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ଗତ ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଏହି ଆବେଦନ ଉପରେ…

ଅପରେସନ ସିନ୍ଦୂର, ମୁସଲିମ ସାଂସଦଙ୍କୁ ସଂସଦରେ କହିବାକୁ ସୁଯୋଗ ଦେଲେନି ବିରୋଧୀ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା ଆରମ୍ଭ କରିଥିବା ଅପରେସନ୍ ସିନ୍ଦୂର ଏବେ ସଂସଦର ଉଭୟ ଗୃହରେ ଜୋରଦାର ବିତର୍କର ବିଷୟ। ଜୁଲାଇ ୨୧ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ଏହା ଚର୍ଚ୍ଚାର ମୁଖ୍ୟ ବିଷୟ। ଲୋକସଭାରେ ଅପରେସନ୍ ସିନ୍ଦୂର…

ଶିଶୁଭବନର ବିରଳ ସଫଳତା: ବିନା ଅସ୍ତ୍ରୋପଚାରରେ ଶିଶୁର ଶ୍ବାସନଳୀରୁ ବାହାରିଲା ଲୁହା କଣ୍ଟା

କଟକ: ଶିଶୁଭବନ ଡାକ୍ତରୀ ଟିମ୍ ବିରଳ ସଫଳତା ହାସଲ କରିଛନ୍ତି । ବିନା କୌଣସି ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପି ବ୍ୟବହାର କରି ବିନା କୌଣସି ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପି ବ୍ୟବହାର କରି ଶିଶୁଭବନ ଡାକ୍ତରୀ ଟିମ୍ ଏକ ଶିଶୁର ଶ୍ବାସନଳୀରୁ କଳଙ୍କି ଲଗା ଏକ ଦେଢ଼ ଇଞ୍ଚ ଲମ୍ବା…

‘ପହଲଗାମ ଆକ୍ରମଣର ଫଟୋ ଜାରି କରିଥିଲା ଟିଆରଏଫ’, ପାକିସ୍ତାନର ପର୍ଦ୍ଦାଫାସ୍ କଲା ୟୁଏନଏସସି….

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ ନିଜକୁ ଦୁଇ ଥର ଦାୟୀ କରିଛି, ଦ ରେଜିଷ୍ଟାନ୍ସ ଫ୍ରଣ୍ଟ, ଟିଆରଏଫ । ଜାରି କରିଛି ଆକ୍ରମଣର ଫଟୋ । ଯିଆରଏଫ ସଂ ରହିଛି ପାକିସ୍ତାନ ସମର୍ଥିତ ଲସ୍କର-ଏ-ତୈବାର ସଂପର୍କ । ଯାହାକୁ ନେଇ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (UNSC)ର ନିଷେଧାଜ୍ଞା…

ଛିଡାହୋଇଛି GSLV-F16, ପ୍ରସ୍ତୁତ ‘ନିସାର’: ଜାଣନ୍ତୁ କେଉଁ ସମୟରେ ଐତିହାସିକ ପଦକ୍ଷେପ ନେବ ଇସ୍ରୋ,…

ଶ୍ରୀହରିକୋଟା: ଆଜି ଆଉ ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛି ଇସ୍ରୋ । ଆଜି ନିସାର୍‌(NISAR) ଉପଗ୍ରହର ଉତ୍‌କ୍ଷେପଣର ଦିନ । ଶ୍ରୀହରିକୋଟା ସ୍ଥିତ ସ୍ପେଶ୍ ଷ୍ଟେସନ୍‌ରୁ ସନ୍ଧ୍ୟା ୫ଟା ୪୦ରେ ସମୟରେ GSLV-F16 ଜରିଆରେ ମହାକାଶ ପଠାଯିବା ନିସାର ଉପଗ୍ରହ । ଇସ୍ରୋ  GSLV-F16 ଏବଂ NISAR ର…

ଅନ୍ତ ହେଲା ପୋଷ୍ଟାଲ ସେବାର ଏକ ଐତିହାସିକ ପରମ୍ପରା, ରେଜିଷ୍ଟର୍ଡ ପୋଷ୍ଟ ବନ୍ଦ ନିଷ୍ପତ୍ତି ନେଲା ଡାକ ବିଭାଗ

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ଏହାର ୫୦ ବର୍ଷରୁ ଅଧିକ ପୁରୁଣା ପ୍ରତିଷ୍ଠିତ ସେବାକୁ ବନ୍ଦ କରିବା ଘୋଷଣା କରିଛି। ସେପ୍ଟେମ୍ବର ୧ ତାରିଖରୁ, ଭାରତୀୟ ଡାକ ବିଭାଗ ରେଜିଷ୍ଟର୍ଡ (ପଞ୍ଜିକୃତ ପୋଷ୍ଟ)କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଡାକ ବିଭାଗ। ଏହାସହ ଏହାକୁ ସ୍ପିଡ୍…

ରୁଷ, ଜାପାନରେ ଭୂମିକମ୍ପ ସାଙ୍ଗକୁ ସୁନାମୀ: ପରାମର୍ଶ ଜାରି କଲା ଆମେରିକାରେ ଥିବା ଭାରତୀୟ କନସୁଲେଟ୍

ନୂଆଦିଲ୍ଲୀ: ଆଜି ଭୋରରୁ ରୁଷିଆର କାମଚାଟକା ଉପଦ୍ୱୀପ ନିକଟରେ ଏକ ଭୟଙ୍କର ଭୂମିକମ୍ପ ପରେ ରୁଷ, ଜାପାନ ସମେତ ଆମେରିକା, ବ୍ରାଜିଲକୁ ସୁନାମି ଚେତାବନୀ ଜାରି କରାଯାଇଥିଲା । ଆଉ ଏବେ ଭୟଙ୍କର ଭୂମିକମ୍ପ ପରେ ରୁଷ ଏବଂ ଜାପାନର ଅନେକ ଅଞ୍ଚଳରେ ସୁନାମି ତରଙ୍ଗ ଉଠିବା ଆରମ୍ଭ ହୋଇଛି । ଏହି…

ନେପାଳରେ ପାକିସ୍ତାନର ବାଂଲାଦେଶ ମଡେଲ! ପ୍ରସ୍ତୁତ ହେଉଛି ଭାରତ ବିରୋଧୀ ଭୂମି

ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏବେ ଭାରତ ବିରୁଦ୍ଧରେ ନେପାଳକୁ ଏକ ନୂତନ ମୋର୍ଚ୍ଚା କରିବାକୁ ପ୍ରସ୍ତୁତ ହେଉଛି। ବାଂଲାଦେଶରେ ନିଜର କବଜାକୁ ମଜବୁତ କରିବା ପରେ, ISI ଏବେ ନେପାଳରେ ଏକ ମୌଳିକ ନେଟୱାର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ,…