Latest Odisha News

BREAKING NEWS

Monthly Archives

July 2025

ଏଫ୍ଏମ୍ କଲେଜର ଛାତ୍ରୀ ଆତ୍ମହୁତି ଘଟଣା; ୩ ଦିନ ଭିତରେ ରିପୋର୍ଟ ଦେବାକୁ ଏନସିଡବ୍ଲୁର ଦାବି

ଭୁବନେଶ୍ୱର: କ୍ୟାମ୍ପସରେ ନିର୍ଯାତନା ନେଇ ବାଲେଶ୍ୱରର ଏଫ୍ଏମ୍ (ସ୍ୱୟଂଶାସିତ) କଲେଜର ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ଜାତୀୟ ମହିଳା କମିଶନ (ଏନସିଡବ୍ଲୁ) ରବିବାର ଓଡ଼ିଶା ସରକାରଙ୍କୁ ତିନି ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ଦାବି କରିଛି। ଏନେଇ…

ହୁତୁହୁତୁ ହୋଇ ଜଳିଲା ଡିଜେଲ ଭର୍ତି ଟ୍ରେନ..

ଚେନ୍ନାଇ: ତାମିଲନାଡୁର ତିରୁଭଲ୍ଲୁର ନିକଟରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିବା ପରେ ଆରାକ୍କୋନମ ଏବଂ ଚେନ୍ନାଇ ମଧ୍ୟରେ ଟ୍ରେନ ସେବା ବନ୍ଦ ରହିଛି। ସୂଚନା ଅନୁଯାୟୀ, ନିଆଁ ମାଲବାହୀ ଟ୍ରେନର ପାଞ୍ଚଟି କୋଚକୁ ବ୍ୟାପିଯାଇଥିଲା। ଯଦିଓ ଏଥିରେ କୌଣସି ଜୀବନହାନି କିମ୍ବା ଆହତ ହେବାର କୌଣସି…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୬ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର: ଧିରେ ଧିରେ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଉ ଥିବାରୁ ଏନେଇ ରବିବାର ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ଟି ସ୍ଲୁଇସ୍‌ ଗେଟ୍‌ । ସକାଳ ୮ଟାରେ ପ୍ରଥମେ ୨ଟି ଓ ପରେ ସକାଳ ୧୧ଟାରେ ଆଉ ୪ଟି ଗେଟ୍ କୁ ବନ୍ଦ କରିଦିଆଯାଇଛି । ଏହାକୁ ମିଶାଇ ମୋଟ୍‌ ୬ଟି…

ନିରବିଗଲେ ବରିଷ୍ଠ ଓଡ଼ିଆ ଗାୟକ ଶ୍ରୀକାନ୍ତ ଦାସ

କଟକ: ଆରପାରିରେ ବରିଷ୍ଠ ଓଡ଼ିଆ ଗାୟକ ଶ୍ରୀକାନ୍ତ ଦାସ । ଶନିବାର ରାତିରେ କଟକର ଶେଖ୍ ବଜାର ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ବାର୍ଦ୍ଧ୍ୟକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଆଜି ସତୀଚଉରା ଠାରେ…

ଆରପିଏଫର ସର୍ବୋଚ୍ଚ ପଦବୀରେ ନିଯୁକ୍ତ ହେଲେ ପ୍ରଥମ ମହିଳା, ଜାଣନ୍ତୁ କିଏ ଏହି ସୋନାଲି ମିଶ୍ର….

ନୂଆଦିଲ୍ଲୀ: ରେଳ ସୁରକ୍ଷା ବାହିନୀ (ଆରପିଏଫ) ଇତିହାସରେ ପ୍ରଥମ ଥର ପାଇଁ, ଜଣେ ମହିଳା ଅଧିକାରୀଙ୍କୁ ସର୍ବୋଚ୍ଚ ପଦବୀର କମାଣ୍ଡ ଦିଆଯାଇଛି । ବରିଷ୍ଠ ଆଇପିଏସ ଅଧିକାରୀ ସୋନାଲି ମିଶ୍ରଙ୍କୁ ରେଳ ସୁରକ୍ଷା ବାହିନୀର ପ୍ରଥମ ମହିଳା ମହାନିର୍ଦ୍ଦେଶକ (ଡିଜି) ଭାବରେ ନିଯୁକ୍ତ କରାଯାଇଛି ।…

ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ୍ ଚାମ୍ପିୟନସିପ୍: ଲାଠିକଟା ବାଳିକା, କୁଆଁରମୁଣ୍ଡା ବାଳକ ବିଜୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ ଠାରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ୍ ଚାମ୍ପିୟନସିପ୍ ୨୦୨୫ର ୫ମ ସଂସ୍କରଣର ଶେଷ ପର୍ଯ୍ୟୟ ସମାପ୍ତ ହୋଇଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଉଦୀୟମାନ ହକି ପ୍ରତିଭାମାନଙ୍କ ପାଇଁ ଏହି ୫ ଦିନିଆ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ବାଳିକା…

ଅଳ୍ପକେ ବର୍ତ୍ତିଗଲେ ଇରାନୀ ରାଷ୍ଟ୍ରପତି ପେଜେସ୍କିଆନ, ନସରାଲ୍ଲାଙ୍କ ଶୈଳୀରେ ଆକ୍ରମଣ କରିଥିଲା ଇସ୍ରାଏଲ….

ନୂଆଦିଲ୍ଲୀ: ଇରାନ ସହିତ ୧୨ ଦିନିଆ ଯୁଦ୍ଧ ସମୟରେ, ଇସ୍ରାଏଲ ଇରାନୀ ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେସ୍କିଆନଙ୍କ ଉପରେ ଏକ ବଡ଼ ଆକ୍ରମଣ କରିଥିଲା। କିନ୍ତୁ ସୌଭାଗ୍ୟବଶତଃ ସେ ଏହି ଆକ୍ରମଣରୁ ସାମାନ୍ୟ ଆଘାତ ପାଇ ବଞ୍ଚିଯାଇଥିଲେ । ଇସ୍ରାଏଲୀ ସେନା ଏହି ଆକ୍ରମଣ ସେହି ଶୈଳୀରେ କରିଥିଲା ଯେପରି…

ଅନୁ ମଲିକ ମୋ ବାପାଙ୍କୁ ଧୋକା ଦେଇଥିଲେ; ଅମାଲ ମଲିକ

ନୂଆଦିଲ୍ଲୀ: ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ଏବଂ ଡବୁ ମଲିକ ଏକ ସଂଗୀତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେମାନଙ୍କ ପିତା ସଂଗୀତ ନିର୍ଦ୍ଦେଶକ ସର୍ଦ୍ଦାର ମଲିକ ଥିଲେ। ଉଭୟ ଭାଇ ବହୁ ବର୍ଷ ଧରି ଏକାଠି ଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବୃତ୍ତିଗତ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲା। ଏକ…

ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମହୁତି ଘଟଣା; ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ଭୁବନେଶ୍ୱର: ବାଲେଶ୍ୱରର ଏଫଏମ (ସ୍ୱୟଂଶାସିତ) କଲେଜର ଜଣେ ଛାତ୍ରୀଙ୍କ ଆତ୍ମହୁତି ଘଟଣାରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରବିବାର ରାଜ୍ୟପାଳ ହରି ବାବୁ କାମ୍ଭମପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। "ଓଡିଶାର ପ୍ରମୁଖ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗୋଟିଏ ହେଉଛି ଏଫଏମ…

ରାଜ୍ୟରେ ପ୍ରଥମ: ସରକାରୀ ଗାଡି ଚଳାଇଲେ ମହିଳା ଡ୍ରାଇଭର, ଜାଣନ୍ତୁ କିଏ ଏହି ସନ୍ଧ୍ୟା ମାଝୀ….

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ସ୍ତରରେ ଜଣେ ମହିଳା ସରକାରୀ ଗାଡି ଡ୍ରାଇଭର ବନି ଇତିହାସ ରଚିଛନ୍ତି । ପରିବହନ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ସରକାରୀ ଗାଡ଼ି ଚଲାଇ,ସରକାରୀ ଗାଡ଼ି ଚଲାଇଥିବା ଓଡ଼ିଶାର ପ୍ରଥମ ମହିଳା ଡ୍ରାଇଭର ବନିଛନ୍ତି ସନ୍ଧ୍ୟା ରାଣୀ ମାଝୀ । ଏହି…