ଉଲଫା ଶିବିର ଉପରେ ଭାରତୀୟ ସେନାର ଡ୍ରୋନ୍ ଆକ୍ରମଣ ଅଭିଯୋଗ;ସେନା କହିଲା…
ନୂଆଦିଲ୍ଲୀ:ମିଆଁମାରର ସାଙ୍ଗିଗ ଅଞ୍ଚଳର ଏକ ଉଗ୍ରବାଦୀ ସଂଗଠନ ଉଲଫା(ଆଇ) ଦାବି କରିଛି ଯେ ଭାରତୀୟ ସେନା ମିଆଁମାର ସୀମାରେ ଥିବା ସେମାନଙ୍କ ଶିବିର ଉପରେ ଡ୍ରୋନ୍ ଆକ୍ରମଣ କରିଛି। ଉଲଫା(ଆଇ) ଅନୁଯାୟୀ, ଆକ୍ରମଣରେ ଜଣେ ବରିଷ୍ଠ ନେତାଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧୯ ଜଣ ଆହତ ହୋଇଛନ୍ତି।…