ଏଫଏମ ଛାତ୍ରୀ ଆତ୍ମାହୁତୀ: ଘେରିଲେ ବିରୋଧୀ, ନବୀନ ଲୋଡିଲେ ରାଜ୍ୟପାଳଙ୍କ ହସ୍ତକ୍ଷେପ
ବାଲେଶ୍ବର: ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତୀ ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସରକାର ମଧ୍ୟ ଆକ୍ସନ ମୋଡରେ ଏହି ଘଟଣାକୁ ପ୍ରାଥମିକତା ଦେଇ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ଭିତରେ ଏବେ ବିରୋଧୀ ରାଜ୍ୟରେ ନାରୀ ସୁରକ୍ଷାକୁ ପ୍ରଶ୍ନ କରି ସରକାରଙ୍କୁ…