ବର୍ଷାଦିନରେ କାହିଁକି ବୃଦ୍ଧି ପାଏ ସାଇନସ୍ ସମସ୍ୟା…
ଭୁବନେଶ୍ବର: ବର୍ଷା ଋତୁରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଏ। ଏଗୁଡ଼ିକ ମଧ୍ୟରେ ସାଇନସ୍ ସମସ୍ୟା ହେଉଛି ଏକ ସାଧାରଣ ସମସ୍ୟା। ଅନେକ ଲୋକଙ୍କ ବର୍ଷାଦିନେ ବାରମ୍ବାର ମୁଣ୍ଡବିନ୍ଧା, ନାକ ବନ୍ଦ ହେବା, ଗଳା ଯନ୍ତ୍ରଣା ଏବଂ ଆଖି ଚାରିପାଖରେ ଭାରୀ ଲାଗିଲା ଭଳି ସମସ୍ୟା ଦେଖାଯାଏ । ଏହି…