Latest Odisha News

BREAKING NEWS

Monthly Archives

July 2025

ଏବେ ପୁଟିନଙ୍କଠାରୁ ଦୂରେଇ ଯାଉଛନ୍ତି କି ଟ୍ରମ୍ପ?

ନୂଆଦିଲ୍ଲୀ: ଦ୍ବିତୀୟ କାର୍ଯ୍ୟକାଳରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଖୋଲା ପ୍ରଶଂସା କରୁଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। କୋଲଡ ଓ୍ବାର ପରେ ପ୍ରଥମ ଆମେରିକା ନେତା ଭାବେ ଋଷକୁ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ ନରମ ଥିଲା । ହେଲେ ଏବେ ଟ୍ରମ୍ପଙ୍କ ସ୍ବର ବଦଳିବା ଭଳି…

୫୧ ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ୧୬ତମ ନିଯୁକ୍ତି ମେଳା ଅନ୍ତର୍ଗତ ସରକାରୀ ବିଭାଗରେ ନବନିଯୁକ୍ତ ୫୧,୦୦୦ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସରକାରୀ ବିଭାଗରେ ନିଯୁକ୍ତ ଯୁବକ-ଯୁବତୀମାନଙ୍କ ସହ ସଂଯୋଗ…

କୁନୋ ଜାତୀୟ ଉଦ୍ୟାନରେ ୮ ବର୍ଷୀୟ ‘ଚିତା’ ମୃତ

କୁନୋ: ମଧ୍ୟପ୍ରଦେଶର ଶେଓପୁରରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ 'ପ୍ରୋଜେକ୍ଟ ଚିତା'କୁ ଆଉ ଏକ ଝଟକା ଲାଗିଛି। ନାମିବିଆରୁ ଅଣାଯାଇଥିବା ଆଠ ବର୍ଷୀୟ ମାଈ ଚିତା 'ନାଭା'ର ଶନିବାର ଦିନ ମୃତ୍ୟୁ ହୋଇଛି। ବନ ବିଭାଗ ଅନୁଯାୟୀ, ନାଭା ଏକ ସପ୍ତାହ ପୂର୍ବରୁ ଏକ ଦୁର୍ଘଟଣାରେ ଗୁରୁତର ଆହତ…

ଏହି ଦିନ ହେବ ଛାତ୍ର ସଂସଦ ନିର୍ବାଚନ…ସାମ୍ନାକୁ ଆସିଲା ତାରିଖ….

ଭୁବନେଶ୍ବର: ଖୁବଶୀଘ୍ର ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ଛାତ୍ର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଜାରି ରହିଥିବା ବେଳେ ଏନେଇ ଏକ ତାରିଖ ସାମ୍ନାକୁ ଆସିଛି । କୁହାଯାଉଛି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଗାମୀ ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ…

ବାଂଲାଦେଶୀ ସନ୍ଦେହରେ ଅଟକ ଥିବା ୧୦୧ ଜଣଙ୍କୁ ମୁକ୍ତ କଲା ଓଡିଶା, ୪୪ ଜଣଙ୍କ ଉପରେ ଏବେ ବି ଚାଲିଛି ଯାଞ୍ଚ

ଭୁବନେଶ୍ୱର: ବାଂଲାଦେଶୀ ନାଗରିକ ଏବଂ ରୋହିଙ୍ଗ୍ୟା ସନ୍ଦେହରେ ଝାରସୁଗୁଡା ଜିଲ୍ଲାର ହୋଲ୍ଡିଂ ସେଣ୍ଟରରେ ଅଟକ ଥିବା ଆଉ ୧୦୧ ଜଣ ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ମୁକ୍ତ କରିଛି। ସୋମବାର ଠାରୁ ୪୪୭ ଜଣଙ୍କୁ ବାଂଲାଦେଶୀ ସନ୍ଦେହରେ ପୋଲିସ ଗିରଫ କରିଥିଲା। ୩୦୨ ଜଣଙ୍କୁ ଭାରତୀୟ ନାଗରିକ ବୋଲି…

ବୀରମିତ୍ରପୁରରେ ଟ୍ରେନ୍‌ର ୧୧ବଗି ଲାଇନଚ୍ୟୁତ

ରାଉରକେଲା: ପୁଣି ଏକ ରେଳ ଦୁର୍ଘଟଣା । ମାଲବାହୀ ଟ୍ରେନ୍‌ର ୧୧ଟି ବଗି ଲାଇନଚ୍ୟୁତ ହୋଇଛି । ବୀରମିତ୍ରପୁର ବଜାର ନିକଟର ବଗିଗୁଡ଼ିକ ଲାଇନଚ୍ୟୁତ ହୋଇଯାଇଛି। ତେବେ କୌଣସି କ୍ଷୟକ୍ଷତି ହୋଇ ନଥିବା କୁହାଯାଉଛି। ଚୂନପଥର ବୋଝେଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ସୂଚନାମୁତାବକ,…

xAI ଲଞ୍ଚ କଲା ନୂଆ ଏଆଇ ମଡେଲ୍‌ Grok 4; ଜାଣନ୍ତୁ ଏହାର ବିଶେଷ୍ବତ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ଏଆଇ କମ୍ପାନୀ 'xAI' ନୂତନ ଫ୍ଲାଗସିପ୍ ଏଆଇ ମଡେଲ୍ 'Grok 4'କୁ ଲଞ୍ଚ କରିଛି । OpenAIର ChatGPT ଏବଂ Googleର Gemini ଭଳି ମଡେଲ୍କୁ ଟକ୍କର ଦେବ xAIର Grok। ଏହା ଫଟୋ ବିଶ୍ଳେଷଣ କରିପାରିବା ସହ ୟୁଜରଙ୍କ ପ୍ରଶ୍ନର ଉତ୍ତର ଦେଇପାରିବ । ଏହା ବିଶ୍ବର ସବୁଠୁ…

କ’ଣ କ’ଣ କରିପାରିବ Grok4? ଏଲନ୍ ମସ୍କ କହିଲେ ସବୁକିଛି

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନୀ xAI ନିକଟରେ ତାର ନୂଆ ଓ ସବୁଠାରୁ ସ୍ମାର୍ଟ AI ମଡେଲ୍ ଗ୍ରୋକ ୪ ଲଞ୍ଚ କରିଛି, ଯାହା ଲୋକଙ୍କ ପାଇଁ ଅନେକ ଚମତ୍କାର ଫିଚର ନେଇ ଆସିଛି। ଏହି ମଡେଲ୍ ଗ୍ରୋକ ୩ର ଅପଗ୍ରେଡେଡ୍ ସଂସ୍କରଣ ଏବଂ ଏହା ଗତ ସପ୍ତାହରେ ପ୍ରକାଶ ପାଇଛି। ଗ୍ରୋକ ୪କୁ ଖାସ କରି…

ଗିରଫଦାରି ପଛରେ ବିଜେଡିର ଷଡ଼ଯନ୍ତ୍ର ରହିଛି: ଅର୍ଚ୍ଚନା ନାଗ

ଭୁବନେଶ୍ବର: ବିଜେଡି ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା ନାଗ । ତାଙ୍କ ଗିରଫଦାରି ପଛରେ ବଡ଼ ଷଡ଼ଯନ୍ତ୍ର ଥିଲା କହିଲେ ଅର୍ଚ୍ଚନା । ଏହି ସମୟରେ ସେ ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନାଙ୍କ ନାଁ ନେଇ ତାଙ୍କ ଉପରେ ବର୍ଷିଲେ । ପୋଲିସ ଅଧିକାରୀଙ୍କ ନାଁ ନେଇ ମଧ୍ୟ ଟାର୍ଗେଟ୍‌ କଲେ ଅର୍ଚ୍ଚନା…

ପରମାଣୁ ଠାରୁ ମାରାତ୍ମକ ଏହି ଅସ୍ତ୍ର….ଭାରତ ପାଖରେ ଅଛି କି?

ନୂଆଦିଲ୍ଲୀ ବିଶ୍ବର ସବୁଠାରୁ ମାରାତ୍ମକ ଏବଂ ବିପଦପୂର୍ଣ୍ଣ ଅସ୍ତ୍ର ଭାବେ ପରମାଣୁ ବୋମାକୁ ବିବେଚନା କରାଯାଏ । ଏହି ବୋମାର ଭୟବହତା ସେତେବେଳେ ଦେଖାଯାଇଥିଲା, ଯେତେବେଳେ ଏହା ହୀରାସୀମା, ନାଗାସାକୀ ଉଭୟ ସହରର ୮୦ରୁ ୯୦% ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ଏହାର ବିକିରଣର…