Latest Odisha News

BREAKING NEWS

Monthly Archives

July 2025

୧୧ ଦିନରେ ୩୧ ମର୍ଡର… କାହିଁକି ରକ୍ତରଞ୍ଜିତ ହେଲା ବିହାର? ଚିନ୍ତାରେ ସରକାର

ନୂଆଦିଲ୍ଲୀ: ବିହାରରେ ଅପରାଧରେ ଲଗାମ ଲାଗୁନାହିଁ। ମାତ୍ର ୧୧ ଦିନ ମଧ୍ୟରେ ୩୧ ଜଣଙ୍କ ହତ୍ୟାର ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ରାଜଧାନୀ ପାଟନାରେ ଅପରାଧୀମାନେ ପ୍ରତିଦିନ ବ୍ୟବସାୟୀମାନଙ୍କୁ ଟାର୍ଗେଟ କରୁଛନ୍ତି। ୪ ଜୁଲାଇରେ ପ୍ରସିଦ୍ଧ ବ୍ୟବସାୟୀ ଗୋପାଳ…

୨୧ ଦିନ ପରେ ଆଜି ମୁମ୍ବାଇରୁ ଘରକୁ ଫେରୁଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ପାଇଁ ତାଙ୍କର ମେରୁଦଣ୍ଡ ଅସ୍ତ୍ରୋପଚାର ହୋଇଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଆଜି ଭୁବନେଶ୍ୱର ଫେରୁଛନ୍ତି। ନବୀନ ଜୁନ୍ ୨୦ ରେ ମୁମ୍ବାଇ ଅଭିମୁଖେ…

ନା ସାଂସଦ, ନା ବିଧାୟକ….ଆଉ ନିର୍ବାଚନ ଲଢିବେନି ଜୁଏଲ୍ ଓରାମ୍

ଭୁବନେଶ୍ବର: ଆଉ ନିର୍ବାଚନ ଲଢିବେନି କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ୍ ଓରାମ୍ । ଆଉ ନିର୍ବାଚନ ଲଢ଼ିବିନି ପୁଣି ସ୍ପଷ୍ଟ କରିଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲ୍‌ କିଛି ଏପରି ବୟାନ ଦେଇଛନ୍ତି । ସେ କହିଛନ୍ତି, ଗତ…

ମୋଟାପଣ ନେଉଛି ଜୀବନ ! ପତଳା ହେବାକୁ ରାମଦେବ ବାବା ଦେଲେ ଟିପ୍ସ

ନୂଆଦିଲ୍ଲୀ: ଆମ ଦେଶରେ ୧୦ କୋଟିରୁ ଅଧିକ ଲୋକ ନିଜକୁ ମୋଟା ନୁହେଁ ବୋଲି ଭାବୁଛନ୍ତି, ତଥାପି ସେମାନେ ମୋଟାପଣର ଶିକାର ହେଉଛନ୍ତି। ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଦେଶରେ ୪୩% ଲୋକ ଓଜନ ଅନୁଯାୟୀ ମୋଟା ନୁହନ୍ତି ଓ ଦେଖାଗଲେ ପାତଳା ଲାଗୁଛନ୍ତି। କିନ୍ତୁ…

ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା: ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର ଠାବ

ରାଉରକେଲା: ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର ଠାବ ହୋଇଛି । ସର୍ଚ୍ଚ ଅପରେସନ ବେଳେ ୫ ବଙ୍କର ଠାବ ହୋଇଛି । ସରଣ୍ଡାରେ ମାଓବାଦୀ ବଙ୍କର ଭିତରେ ଗୋଳାବାରୁଦ ଗଚ୍ଛିତ ରଖିଥିବା ଗୁପ୍ତ ସୂଚନା ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ…

ସୁ-୩୦ ଏମକେଆଇ ଯୁଦ୍ଧ ବିମାନରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ; ୧୦୦ କିଲୋମିଟରରୁ ଅଧିକ…

ବାଲେଶ୍ୱର: ଶନିବାର ସୁ-୩୦ ଏମକେଆଇ ଯୁଦ୍ଧ ବିମାନରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ ହୋଇଛି । ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ସ୍ବଦେଶୀ ରେଡିଓ ଫ୍ରିକ୍ୱେନ୍ସି ସିକର୍‌ ଲାଗିଥିବା ଏହି କ୍ଷେପଣାସ୍ତ୍ରକୁ ସୁ-୩୦ ଏମ୍‌କେ-ଆଇ ଯୁଦ୍ଧ ବିମାନରୁ ପରୀକ୍ଷଣ କରାଯାଇଛି । ଓଡ଼ିଶା…

ଆରମ୍ଭ ହୋଇଯାଇଛି Amazon Prime Day Sale, ଶସ୍ତାରେ ମିିଳିବ ସ୍ମାର୍ଟଫୋନ୍, ଫ୍ରିଜ୍ ଓ ଅନେକ ଜନିଷ

ନୂଆଦିଲ୍ଲୀ: ଆସିଗଲା ଆମାଜନ୍ ପ୍ରାଇମ୍ ଡେ ସେଲ୍ । ଜୁଲାଇ ୧୨ ରାତି ୧୨ଟାରୁ ଆରମ୍ଭ ହୋଇଛି ଆମାଜନ୍ ପ୍ରାଇମ୍ ଡେ ସେଲ୍ ! ଏହା ୧୨ରୁ ୧୪ ଜୁଲାଇ ପର୍ଯ୍ୟନ୍ତ ଚାଲିବ  । ଏହି ସେଲ୍‌ରେ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି, ଏୟାର କଣ୍ଡିସନର (ଏସି), ଫ୍ରିଜ୍, ଲାପଟପ୍, ଟାବଲେଟ୍ ଆଦି ଇଲେକ୍ଟ୍ରୋନିକ୍…

ବିମାନ ଦୁର୍ଘଟଣା ପୂର୍ବରୁ ପରସ୍ପର ମଧ୍ୟରେ କ’ଣ କଥା ହୋଇଥିଲେ ପାଇଟଲ୍?: ଆସିଲା ବ୍ଳାକ୍ ବକ୍ସ ତଥ୍ୟ….

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ଏକ ମାସ ବିତିଥିବା ବେଳେ ଏବେ ଦୁର୍ଘଟଣା ପଛର ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିଛି । ମାମଲାର ତଦନ୍ତ କରୁଥିବା ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଏଆଇବି) ଏହାର ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରିଥିବା ବେଳେ ବ୍ଲାକ…

ସାମ୍ନାକୁ ଆସିଲା ସତ: ଓ୍ବାକଫ୍ ବିଲ ସପକ୍ଷରେ ଭୋଟ ଦେଇଥିଲେ ବିଜେଡିର ୫ ସାଂସଦ….

ନୂଆଦିଲ୍ଲୀ/ଭୁବନେଶ୍ବର: ଯେଉଁ ଓ୍ବାକଫ୍ ବିଲକୁ ନେଇ ବିଜେଡିରେ ରାଜନୈତିକ ଝଡ ଦେଖାଦେଇଥିଲା, ବିଜେଡିର କିଏ କିଏ ଏହି ବିଲ୍ ସପକ୍ଷରେ ଏବଂ କିଏ ଏହି ବିଲ୍ ବିପକ୍ଷରେ ଭୋଟ ଦେଇଥିଲେ ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା, ଏବେ ସତ ସାମ୍ନାକୁ ଆସିଛି । ସଂସଦର ଦଲିଲ ଅନୁଯାୟୀ, ଚଳିତ…

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’: ସପକ୍ଷରେ ଅନେକ ବିଚାରପତି, ତ୍ରୁଟି ଦର୍ଶାଇଲେ ପୂର୍ବତନ ମୁଖ୍ୟ ବିଚାରପତି….

ନୂଆଦିଲ୍ଲୀ: ବିଲରେ ପରିଣତ ହୋଇଛି ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ । କେନ୍ଦ୍ର ସରକାର 'ଏକ ରାଷ୍ଟ୍ର, ଏକ ନିର୍ବାଚନ' ସ୍ୱପ୍ନ ପାଇଁ ପ୍ରସ୍ତୁତ ହୋଉଥିବା ବେଳେ ଏହାକୁ ଦେଶର ଅନେକ ପୂର୍ବତନ ମୁଖ୍ୟ ବିଚାରପତି ଏହି ବ୍ୟବସ୍ଥାକୁ ସାମ୍ବିଧାନିକ ଭାବେ ବୈଧ ବୋଲି ବିବେଚନା କରିଛନ୍ତି । କିନ୍ତୁ…