ଶ୍ରୀ ଭାଗବତ ସାର ୯୫: ଜନ ସମାଜର କଲ୍ୟାଣ ପାଇଁ ସର୍ବୋତମ ତଥା ଅମୋଘ ସାଧନ କଣ?
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଯେଉଁ ଭିତ୍ତି ଭୂମି ଉପରେ ରଚିତ ହୋଇଛି ତାହା ଥିଲା ଶୌନକ ଆଦି ଋଷି ମାନଙ୍କ ପ୍ରଶ୍ନ ଉପରେ ପର୍ଯ୍ୟବେଷିତ। ଭାଗବତ ସାର ଆଲୋଚନା ପ୍ରସଙ୍ଗରେ ସେହି କିଛି ସର୍ବୋତ୍କୃଷ୍ଟ ପ୍ରଶ୍ନର ଆଲୋଚନା ନିଶ୍ଚୟ ଆମର ଜ୍ଞାନ ବୃଦ୍ଧି…