Latest Odisha News

BREAKING NEWS

Monthly Archives

July 2025

ରାଜ୍ୟରେ ୧୫ ପରେ କମିବ ବର୍ଷା ପରିମାଣ, ୨୩ରେ ପୁଣି ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ୧୬ ତାରିଖ ଭିତରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଅନ୍ୟପଟେ ରାଜ୍ୟରେ ଏବେ ବର୍ଷା କମିଛି। ଆସନ୍ତା ଦୁଇ ଦିନ ରାଜ୍ୟରେ କାଁ ଭାଁ ସ୍ୱଳ୍ପ ବର୍ଷା ହୋଇପାରେ। ୧୩ ଓ ୧୪ରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହୋଇପାରେ।…

ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି: କଂଗ୍ରେସ ଗାଡିକୁ ବାଟ ଛାଡିବା ନେଇ ପରିବହନ ମନ୍ତ୍ରୀ ଦେଲେ ପ୍ରତିକ୍ରିୟା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ। ତେବେ ଆଜି ଭୁବନେଶ୍ବରରେ କଂଗ୍ରେସର ସମାବେଶକୁ ଆସୁଥିବା ଗାଡ଼ିକୁ ଅଟକାଇବ…

ଓଡିଶା ଗସ୍ତରେ ରାହୁଲ ଗାନ୍ଧୀ, ବିମାନବନ୍ଦର ଛକରୁ ଜୟଦେବବିହାର ଛକ ଯାଏଁ କରିବେ ରୋଡ୍ ସୋ’

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ। ଭୁବନେଶ୍ବରରେ କଂଗ୍ରେସର ମହାସମାବେଶରେ ଯୋଗ ଦେବେ। ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ କାର୍ଯ୍ୟକ୍ରମରେ ସାମିଲ୍ ହେବେ ରାହୁଲ ଗାନ୍ଧୀ। ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେଉଛି କଂଗ୍ରେସର ମହାସମାବେଶ। ରାହୁଲ ଗାନ୍ଧୀଙ୍କୁ ସ୍ବାଗତ…

ଶ୍ରାବଣରେ ଗ୍ରହଙ୍କ ଦୁର୍ଲ୍ଲଭ ଯୋଗ, ମହାଦେବଙ୍କ କୃପାରୁ ଏହି ରାଶିର ଖୋଲିବ ଭାଗ୍ୟ …

ଭୁବନେଶ୍ବର: ଆଜିଠୁ (୧୧ ଜୁଲାଇ)ରୁ ଚଳିତ ବର୍ଷର ଶ୍ରାବଣ ମାସ ଆରମ୍ଭ ହୋଇଛି । ଶ୍ରାବଣ ମାସରେ ସୂର୍ଯ୍ୟ,ମଙ୍ଗଳ, ଶୁକ୍ର, ଶନି ଓ ବୁଧ ଗ୍ରହ ଚଳନ କରିବା ସହ ଦୁର୍ଲ୍ଲଭ ସଂଯୋଗ ସୃଷ୍ଟି ହେବ । ଓଲଟା ଚଳନ କରିବେ ଶନି ଓ ବୁଧ । ଯାହାଦ୍ବାରା ଶ୍ରାବଣ ମାସରେ ପ୍ରୀତି ଯୋଗ, ଆୟୁଷ୍ମାନ ଯୋଗ,…

ଶ୍ରୀ ଭାଗବତ ସାର ୯୪: ଶ୍ରୀମଦ ଭାଗବତଙ୍କ ଅନନ୍ୟ ବକ୍ତା ଶ୍ରୀସୂତ ବା ଉଗ୍ରଶ୍ରବା ଅଟନ୍ତି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଅନନ୍ୟ ବକ୍ତା ଶ୍ରୀସୂତ ବା ଉଗ୍ରଶ୍ରବା ଅଟନ୍ତି, କିନ୍ତୁ ଏହି ଶ୍ରୀସୂତ ନାମକରଣର ଯଥାର୍ଥତା ବିଷୟରେ ଅନୁଶୀଳନ କଲେ ଜଣାଯାଏ ଯେ ମୁନି ଲୋମହର୍ଷଣ ସୂତଜାତୀୟ ଥିଲେ। ଅର୍ଥାତ ବର୍ଣଶଙ୍କର ଥିଲେ ଯଥା ମା ବ୍ରହ୍ମଣୀ ଓ…

ଆସନ୍ତାବର୍ଷ ପୁରୀରେ ହେବ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ

ଭୁବନେଶ୍ବର: ରାଞ୍ଚିରେ ଅନୁଷ୍ଠିତ ୨୭ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଫେରି ଆସିଛନ୍ତି । ଭୁବନେଶ୍ୱର ଫେରିବା ପରେ ବିମାନ ବନ୍ଦର ଠାରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ବର୍ଷ…

ଦୁଇ ବାଇକ୍ ଧକ୍କାରେ ଚାଲିଗଲା ୩ ଜୀବନ,ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଦୁଇ ବୁଲେଟ୍ ମୁହାଁମୁହିଁ ଧକ୍କା। ବାପପୁଅ ସମେତ ୩ ମୃତ । ଜରଡ଼ା ଥାନା ଠଣ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାପପୁଅ ଗାଁକୁ ଫେରିବା ବେଳେ ବିପରୀତ ପଟରୁ ଧକ୍କା ଦେଲା ଆଉ ଏକ ବୁଲେଟ୍ । ବୁଧବାର ଅପରାହ୍ନରେ ବାପ ପୁଅ ବାଇକ୍ ଯୋଗେ ଜରଡ଼ାରୁ ନିଜ ଗ୍ରାମ ସାମନ୍ତରାପୁର…

ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ରେ କିଟରୁ ସର୍ବାଧିକ ୪୦ ଖେଳାଳି ପ୍ରତିନିଧିତ୍ୱ କରିବେ

ଭୁବନେଶ୍ୱର: ଜୁଲାଇ ୧୬ରୁ ୨୭ ପର୍ଯ୍ୟନ୍ତ ଜର୍ମାନୀର ବର୍ଲିନ, ରାଇନ-ରୁହର ଅଞ୍ଚଳ (ଏସେନ, ବୋଚମ, ଡୁଇସବର୍ଗ, ମୁଲହେଇମ ଆନ ଡେର ରୁହର, ହାଗେନ) ଆଦି ସ୍ଥାନରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଭାରତରୁ ମୋଟ ୪୦୭ ଜଣ ଛାତ୍ର କ୍ରୀଡ଼ାବିତ୍‍, କୋଚ ଓ…

ଜୁଲାଇ ୧୨ରେ ନବୀନ ପଟ୍ଟନାୟକ ଫେରିବେ ଓଡ଼ିଶା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶନିବାର ଅର୍ଥାତ ଜୁଲାଇ ୧୨ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ଦିଆଯାଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ…

ଟି୨୦: ୫ ବଲରେ ୫ ୱିକେଟ ନେଇ ଚହଳ ସୃଷ୍ଟି କଲେ ଏହି ବୋଲର

ନୂଆଦିଲ୍ଲୀ:ଟି୨୦ କ୍ରିକେଟରେ ଆୟର୍ଲାଣ୍ଡର ଅଲରାଉଣ୍ଡର କର୍ଟିଶ କ୍ୟାମ୍ଫର ଚହଳ ସୃଷ୍ଟି କରିଛନ୍ତି । ପୁରୁଷ ଟି୨୦ କ୍ରିକେଟରେ ସେ ପ୍ରଥମ ବୋଲର ଭାବେ ୫ଟି ବଲରେ ୫ଟି ୱିକେଟ ନେଇଛନ୍ତି । ଇଂଟର ପ୍ରୋଭିନ୍ସନାଲ ଟି୨୦ ଟ୍ରଫିରେ ମୁଷ୍ଟର ରେଡ୍ସ ପକ୍ଷରୁ ଖେଳୁଥିବା କ୍ୟାମ୍ଫର ନର୍ଥ ଇଷ୍ଟ…