Latest Odisha News
Monthly Archives

July 2025

ବିଜେପି ବିଧାୟକଙ୍କ ଗିରଫ ଦାବିରେ ବିଜୁ ମହିଳା ଜନତା ଦଳର ସ୍ୱାଭିମାନ ରାଲି

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଆଜି ବିଜୁ ମହିଳା ଜନତା ଦଳ ରାଜରାସ୍ତାକୁ ଓହ୍ଲାଇଛି । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡିର ବରିଷ୍ଠ ଉପସଭାପତି ପ୍ରମିଳା…

ଆଇଏଏସ ମନୋଜ କୁମାର ମହାନ୍ତି ଓପିଏସସି ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ସଦସ୍ୟ ଭାବରେ ଆଇଏଏସ ଅଧିକାରୀ (ଅବସରପ୍ରାପ୍ତ) ମନୋଜ କୁମାର ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ମନୋଜ କୁମାର ମହାନ୍ତିଙ୍କ…

ୟଶ ଦୟାଲ କହିଲେ ମୋତେ ଷଡଯନ୍ତ୍ର କରି ଫସାଯାଇଛି

ନୂଆଦିଲ୍ଲୀ:ଆରସିବିର ଷ୍ଟାର କ୍ରିକେଟର ୟଶ ଦୟାଲଙ୍କ ବିରୋଧରେ ଜଣେ ମହିଳା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ସେ ୟଶଙ୍କ ବିପକ୍ଷରେ ମାମଲା ମଧ୍ୟ ରୁଜୁ କରିଛନ୍ତି । ଗୁରୁବାର ୟଶ ଏବେ ଖୁଲଦବାଦ ଥାନାରେ ସମ୍ପୃକ୍ତ ମହିଳା ଏବଂ ତାଙ୍କ ସାଥୀମାନେ ସୁଚିନ୍ତିତ ଷଡଯନ୍ତ୍ର ରଚି ତାଙ୍କ…

କପିଲ ଶର୍ମାଙ୍କ ନୂଆ କାଫେକୁ ଗୁଳିମାଡ

ନୂଆଦିଲ୍ଲୀ: କିଛି ଦିନ ତଳେ କପିଲ ଶର୍ମା ଏବଂ ତାଙ୍କ ପତ୍ନୀ ମିଶି କାନାଡାରେ କପିଲ୍ସ କାଫେ ନାମରେ ଏକ କାଫେ ଖୋଲିଥିଲେ। ସୋସିଆଲ ମିଡିଆରେ ଗିନି ଏହାର ଏକ ଝଲକ ସେୟାର କରି କହିଥିଲେ ଯେ ଗତ ୨ ବର୍ଷର କଠିନ ପରିଶ୍ରମ ପରେ ଏହି ବ୍ୟବସାୟ ଆରମ୍ଭ ହୋଇପାରିଛି। କିନ୍ତୁ ଏହି କାଫେ ଉପରେ ହଠାତ୍ …

୬ ହାର୍ଡକୋର ମାଓବାଦୀ ଗିରଫ;ଦୁଇ ଜଣଙ୍କ ମୁଣ୍ଡରେ ଥିଲା ପୁରସ୍କାର ରାଶି

ମାଲକାନଗିରି: ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଲେ ୬ଜଣ ହାର୍ଡକୋର ମାଓବାଦୀ । ଡିଆରଜି ଓ ସିଆରପିଏଫ ବାହିନୀର ମିଳିତ ଅପରେସନ ବେଳେ ସୁରକ୍ଷା କର୍ମୀ ଏହି ୬ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି । ଛତିଶଗଡ…

ଭୋଟର, ଆଧାର କାର୍ଡ ଉପରେ ବିଚାର କରନ୍ତୁ; ବିହାର ଭୋଟର ଭେରିଫିକେସନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ: ଜୁଲାଇ ୧୦ରେ ବିହାରରେ ଭୋଟର ତାଲିକାର ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନ (ଏସଆଇଆର) ସମ୍ପର୍କିତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଏହି ପ୍ରକ୍ରିୟା ଉପରେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ। ପ୍ରଧାନ ବିଚାରପତି - ଜଷ୍ଟିସ୍ ସୁଧାଂଶୁ…

ଆକାଉଣ୍ଟ ଜେନେରାଲଙ୍କ ଅଫିସରେ ସର୍ପ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଅଡିଟ ଏବଂ ଆକାଉଣ୍ଟ)ଙ୍କ ଅଫିସରେ ୫୦ରୁ ଉର୍ଦ୍ଧ୍ବ ଅଧିକାରୀମାନଙ୍କୁ ସାପ କାମୁଡ଼ା ରକ୍ଷା ପାଇବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଜି ଏହି ସର୍ପ ସଚେତନତା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ପ୍ରିନ୍ସିପାଲ…

ସୁସ୍ଥ ହେଲେ ନବୀନ, ଖୁବ୍ ଶୀଘ୍ର ଓଡିଶା ଫେରିବେ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆସନ୍ତା ୨-୩ ଦିନ ମଧ୍ୟରେ ସେ ଓଡ଼ିଶା ଫେରିବେ ବୋଲି ଗୁରୁବାର ଦିନ ସୂଚନା ମିଳିଛି। ଜୁନ୍ ୨୨ ତାରିଖରେ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ…

ନନ୍ଦନକାନନରେ ନୂଆ ଅତିଥି; ଗୟଳ ସଂଖ୍ୟା ୧୪କୁ ବୃଦ୍ଧି

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନର ୪୨ ନମ୍ବର ଏନ୍‌କ୍ଲୋଜରରେ ରହୁଥିବା ଗୟଳ ବୁଧବାର ସନ୍ଧ୍ୟାରେ ଏକ ଛୁଆକୁ ଜନ୍ମ ଦେଇଛି। ନନ୍ଦନକାନନରେ ମୋଟ ଗୟଳ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି। ୧୦ଟି ଅଣ୍ଡିରା, ୩ଟି ମାଈ ଥିବା ବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ନବଜାତ ଶାବକଟି ଅଛି। ନନ୍ଦନକାନନ…

ଜୁଲାଇ ୧୫ ଯାଏଁ ବର୍ଷାରୁ ନାହିଁ ନିସ୍ତାର

ଭୁବନେଶ୍ୱର: ଜୁଲାଇ ୧୫ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ସହ ବଜ୍ରପାତ ଜାରି ରହିପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ସୂଚନା ଦେଇଛି। ଗୁରୁବାର (୧୦ ଜୁଲାଇ) ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ସମ୍ବଲପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା/ବଜ୍ରପାତ ଏବଂ…