ଇଣ୍ଡିଆନ କୋଷ୍ଟ ଗାର୍ଡରେ ଅଫିସର ହେବାର ବଡ଼ ସୁଯୋଗ, ଆବେଦନ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ: ଯଦି ଆପଣଙ୍କ ସ୍ୱପ୍ନ ଦେଶର ସମୁଦ୍ର ସୀମାର ସୁରକ୍ଷା କରିବା ଏବଂ ଏକ ସମ୍ମାନଜନକ ସୈନ୍ୟ ସେବାରେ ଯୋଗଦେବା ଚାହୁଁଛନ୍ତି, ତେବେ ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି। ତଟରକ୍ଷୀ ବାହିନୀ ୨୦୨୭ ବ୍ୟାଚ୍ ପାଇଁ ଆସିଷ୍ଟାଣ୍ଟ…