Latest Odisha News

BREAKING NEWS

Monthly Archives

July 2025

କିମ୍‌ସ ଡାକ୍ତର ସମ୍ବିତ ଦାଶ ‘ଏସଏଫଇଏସ’ର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ମନୋନୀତ

ଭୁବନେଶ୍ୱର: ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ତଥା କିମ୍‌ସ ଏଣ୍ଡୋକ୍ରାଇନୋଲୋଜି ବିଭାଗୀୟ ମୁଖ୍ୟ ଡା ସମ୍ବିତ ଦାଶ ଦକ୍ଷିଣ ଏସୀୟ ଏଣ୍ଡୋକ୍ରାଇନ୍ ସୋସାଇଟିଜ୍ ଫେଡେରେସନ୍ (ଏସଏଫଇଏସ)ର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି। ଏସଏଫଇଏସ ହେଉଛି ଏସିଆର ସବୁଠାରୁ ବଡ଼ ଏବଂ…

ଏୟାର ହୋଷ୍ଟେସ୍‌ରେ କେମିତି ବିତେ ଜୀବନ, ଜାଣିଲେ ତାଜୁବ ହୋଇଯିବେ…

ନୂଆଦିଲ୍ଲୀ: ଅନେକଙ୍କୁ ଏୟାର ହୋଷ୍ଟେସ୍‌ର କାମ ବେଶ୍‌ ସହଜ ଓ ଆକର୍ଷଣୀୟ ଲାଗେ। ସେମାନେ ଭାବନ୍ତି ଯେ ଏକ ସୁନ୍ଦର ୟୁନିଫର୍ମ ପିନ୍ଧି ବିମାନରେ ଉପସ୍ଥିତ ରହିବା ହିଁ ଏହି କାମ। କିନ୍ତୁ ଏହାର ପଛରେ ରହିଥାଏ ଅନେକ ଅଜଣା ଚ୍ୟାଲେଞ୍ଜ। ବିଶ୍ୱର ସବୁଠୁ ଲମ୍ବା ନନ୍‌ଷ୍ଟପ୍‌ କମର୍ସିଆଲ ଫ୍ଲାଇଟ୍‌,…

ପୁଲୱାମା ଆକ୍ରମଣ ଉପରେ FATFର ବଡ଼ ଖୁଲାସା, ଏହିଠାରୁ କିଣାଯାଇଥିଲା ବିସ୍ଫୋରକ ସାମଗ୍ରୀ…

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଏବଂ ଗୋରଖନାଥ ମନ୍ଦିରର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ସମ୍ପର୍କରେ FATFର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ଆତଙ୍କବାଦୀମାନେ ଏବେ ଅନଲାଇନ୍ ସପିଂ ୱେବସାଇଟ୍ ଏବଂ ଡିଜିଟାଲ୍ ଟଙ୍କା ସ୍ଥାନାନ୍ତର…

ଇଂଜିନରେ ଯାନ୍ତ୍ରିକ ତ୍ରୁଟି: ଜରୁରୀ ଅବତରଣ କଲା ଇଣ୍ଡିଗୋ ଫ୍ଲାଇଟ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। ବିହାରର ଜୟପ୍ରକାଶ ନାରାୟଣ ଏୟାରପୋର୍ଟରେ କଲା ଅବତରଣ। ପକ୍ଷୀ ସହ ବିମାନ ମାଡ଼ ହେବାରୁ ଇଂଜିନରେ ଯାନ୍ତ୍ରିକ ତ୍ରୁଟି। ଅଳ୍ପକେ ବର୍ତ୍ତିଲେ ଇଣ୍ଡିଗୋ ବିମାନ 6E509ର ୧୬୯ ଯାତ୍ରୀ। ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ଇଣ୍ଡିଗୋ ବିମାନ।…

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ। ଜାମିନ ଦେଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ। BMC ଅଧିକାରୀଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ। ଭୁବନେଶ୍ବର ମହାନଗର ନିଗମର ଜଣେ ବରିଷ୍ଠ…

ଆମାଜନ ବ୍ୟବହାର କରିଥିଲେ ସାବଧାନ ! ଆପଣଙ୍କ ଗୋପନୀୟତା ହୋଇପାରେ ଲିକ୍

ନୂଆଦିଲ୍ଲୀ : ଫେସବୁକ ଓ ଗୁଗଲ ପରି ବଡ଼ ଟେକ୍‌ କମ୍ପାନୀମାନେ ଉପଭୋକ୍ତାଙ୍କ ଗୋପନୀୟତା ନେଇ ବାରମ୍ବାର ଅଭିଯୋଗର ସମ୍ମୁଖୀନ ହେଉଥିବା ବେଳେ ଏବେ ଏହି ତାଲିକାରେ ଯୋଗ ହୋଇଛି ଆମାଜନର ନାଁ । ଆମେରିକାର ଏକ ଫେଡେରାଲ କୋର୍ଟରେ ଆମାଜନର କ୍ଲାଉଡ୍‌ ଭିତ୍ତିକ ଭଏସ୍‌ ସର୍ଭିସ ଅଲେକ୍ସା ମାଧ୍ୟମରେ…

ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିଅନସିପ୍: ଚୂଡ଼ାନ୍ତ ପର୍ଯ୍ୟାୟରେ ଖେଳିବେ ୧୬ ଫାଇନାଲିଷ୍ଟ ଦଳ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିଅନସିପ ୨୦୨୫ର ୫ମ ସଂସ୍କରଣକୁ ଓଡ଼ିଶା ସରକାରଙ୍କ ମାନ୍ୟବର କ୍ରୀଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନ କରିଛନ୍ତି। ଏହି ଅବସରରେ ଭାରତୀୟ ଜୁନିୟର ଟିମର…

ମସ୍କୋରେ ଭାରତ ଉତ୍ସବରେ ସାମିଲ ହେଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ

ପୁରୀ: ଚଳିତ ମାସ ୫ ରୁ ୧୩ ତାରିଖ ପର୍ଯ୍ୟନ୍ତ ଋଷିଆର ମସ୍କୋରେ ଆୟୋଜିତ ଭାରତ ଉତ୍ସବ-୨୦୨୫ରେ ଓଡ଼ିଆ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ସାମିଲି ହୋଇଛନ୍ତି। ଏହି ଅବସରରେ ଭାରତୀୟ ଦୂତାବାସ ଦ୍ୱାରା ନିଷ୍ପତ୍ତି ଅନୁଯାୟୀ, ସୁଦାମ ପ୍ରଧାନ ବାଲୁକା କଳା ଜରିଆରେ ଭାରତର ବିବିଧତା ଉପସ୍ଥାପନ…

ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିରକୁ ପଶିଲେ ୪ ଯୁବକ; କେତେ ସୁରକ୍ଷିତ ଶ୍ରୀମନ୍ଦିର?

ପୁରୀ: ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଉଠିଲା ପ୍ରଶ୍ନ । ମେଘନାଦ ପାଚେରି ଡେଇଁ ଶ୍ରୀମନ୍ଦିରରେ ପଶିଲେ ୪ ଜଣ ଯୁବକ । ଦକ୍ଷିଣ ଦ୍ୱାର ମେଘନାଦ ପାଚେରି ଉପରେ ଚଢି ଭିତରକୁ ଗଲେ ଏହି ଯୁବକ ମାନେ । ଶ୍ରୀମନ୍ଦିର ବାହାରେ ଓ ଭିତରେ ମାଳମାଳ ସୁରକ୍ଷାକର୍ମୀ ନିଯୁକ୍ତ ହେବା…

ବିସ୍ଫୋରକ ଲୁଟ୍‌ ମାମଲା; ମାଓବାଦୀ ଇନଫର୍ମର ଜର୍ଜ ମୁଣ୍ଡାକୁ ରିମାଣ୍ଡରେ ନେଲା ଏନଆଇଏ

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଅଞ୍ଚଳରୁ ୫ ଟନ୍‌ ବିସ୍ଫୋରକ ଲୁଟ୍‌ ମାମଲା । ମାଓବାଦୀ ଇନ୍‌ଫର୍ମର ଜର୍ଜ ମୁଣ୍ଡାକୁ ଆଜି ରିମାଣ୍ଡରେ ନେଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଝାରପଡ଼ା ଜେଲ୍‌ରୁ ଅଭିଯୁକ୍ତ ଜର୍ଜକୁ ରିମାଣ୍ଡରେ ନେଇ ଭୁବନେଶ୍ବରସ୍ଥିତ…