Latest Odisha News

BREAKING NEWS

Monthly Archives

July 2025

ବିପୁଳ ପରିମାଣର ଗଞ୍ଜେଇ ଜବତ, ୧୨ ଗିରଫ

ନୂଆପଡ଼ା: ମଦ ଓ ଗଞ୍ଜେଇ ସହ ନିଶା କାରବାରରେ ଲିପ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅପରେସନ ଶୁଦ୍ଧି ଅଭିଯାନ ଆରମ୍ଭ କରିଛି ନୂଆପଡ଼ା ଜିଲ୍ଲା ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ସେମାନଙ୍କୁ ଗିରଫ କରାଯାଉଛି । ହେଲେ ଆଜି ଏକ ବଡ ଧରଣ ଗଞ୍ଜେଇ କାରବାର ଲିପ୍ତ ଦୁଇ ଗଞ୍ଜେଇ ମାଫିଆ ଦମ୍ପତିଙ୍କ…

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ସର୍ବଭାରତୀୟ ସିନିୟର ର‌୍ୟାଙ୍କିଙ୍ଗ ବ୍ୟାଡମିଂଟନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଅଲ୍ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ । ପ୍ରକାଶଯୋଗ୍ୟ ଯେ, ଅଲ୍ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ, ଡ଼ବଲ୍ସ, ମିକ୍ସଡ଼ ଡ଼ବଲ୍ସ ଆଦି କ୍ୟାଟାଗୋରୀରେ ପ୍ରାୟ…

ହୀରାକୁଦର ଡ୍ୟାମର ୪ଟି ଗେଟ୍‌ ବନ୍ଦ ହେଲା

ସମ୍ବଲପୁର: ବନ୍ଦ ହେଲା ହୀରାକୁଦର ଡ୍ୟାମ୍‌ର ୪ଟି ଗେଟ୍‌ । ଉପର ମୁଣ୍ଡରେ ବନ୍ୟାଜଳ କମିବାରୁ ୪ଟି ଗେଟ୍‌ କୁ ବନ୍ଦ କରିଦିଆଯାଇଛି । ଏବେ ୧୬ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ । ପୂର୍ବରୁ ହୀରାକୁଦ ଡ୍ୟାମର ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ପାଣି ନିଷ୍କାସିତ ହେଉଥିଲା । ଗତ କିଛି ଦିନ ହେବ…

ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିୟନଶିପ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିୟନଶିପ୨୦୨୫ର ୫ମ ସଂସ୍କରଣକୁ  କ୍ରୀଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନ କରିଛନ୍ତି । ଏହି ଅବସରରେ ଭାରତୀୟ ଜୁନିୟର ଟିମର ପୂର୍ବତନ ଉପ-ଅଧିନାୟକ…

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍‌ଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା

ସୁନ୍ଦରଗଡ଼: ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଲେ ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ଏଥି ସହିତ କୋର୍ଟ ଦୋଷୀ କୁନା ପ୍ରଧାନଙ୍କୁ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଏବଂ ଜରିମାନା ଅନାଦେୟ ରହିଲେ ଆହୁରି ୧ ବର୍ଷ ଜେଲ୍‌ ରେ…

ରଥ ଉପରକୁ ମୋବାଇଲ୍‌ ନେବା ଅଭିଯୋଗରେ ୭ ସେବାୟତଙ୍କ ନାଁରେ ଏଫଆଇଆର

ପୁରୀ: ରଥ ଉପରକୁ ମୋବାଇଲ୍‌ ନେଇଥିବା ଅଭିଯୋଗରେ ୭ ସେବାୟତଙ୍କ ନାଁରେ ଥାନାରେ ଏଫଆଇଆର। ସିଂହଦ୍ବାର ପୋଲିସ ଷ୍ଟେସନ ୭ ସେବାୟତଙ୍କ ନାଁରେ FIR ହୋଇଛି। ସେବାୟତଙ୍କ ନାଁରେ FIR ହୋଇଥିବା ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ। ବାରଣ ସତ୍ତ୍ବେ କିଛି ସେବାୟତ ରଥ ଉପରକୁ ମୋବାଇଲ୍‌ ନେଇଥିଲେ।…

ଚହଲଙ୍କ ପ୍ରେମିକା କିଣିଲେ କ୍ରିକେଟ ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଓ ଆରଜେ ମହାବଶଙ୍କ ପ୍ରେମ ସମ୍ପର୍କ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ପ୍ରଥମେ ରାଜି ହେଉ ନ ଥିବା ବେଳେ ଉଭୟ ଧୀରେ ଧୀରେ ଏହାକୁ ପରୋକ୍ଷରେ ସ୍ୱୀକାର କରିବା ଆରମ୍ଭ କରିଛନ୍ତି । ଭଲ ଭାବେ ଘୋଷଣା ନ ହେବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା…

ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ, ୨ ଯବାନ ଗୁରୁତର

ମାଲକାନଗିରି: ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର। ମଲକାନଗିରି-ଛତିଶଗଡ଼ ସୀମାନ୍ତ ବାସାଗୁଡ଼ା ଜଙ୍ଗଲରେ ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ସମୟରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ ହୋଇଛି। ତେବେ ଏହି ଗୁଳି ବିନିମୟ ବେଳେ କିଛି ମାଓବାଦୀ ନିହତ…

ଝାରସୁଗୁଡ଼ାରେ ୪୪୪ରୁ ଅଧିକ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅଟକ

ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ ଜଣରୁ ଅଧିକ ବାଙ୍ଗାଦେଶୀ ଓ ରୋହିଙ୍ଗ୍ୟାଙ୍କୁ ଚିହ୍ନଟ କରାଯାଇଛି। ସମସ୍ତଙ୍କୁ ଅଟକ ରଖାଯାଇଛି। ଝାରସୁଗୁଡ଼ା ପୋଲିସ ସବ ଡିଭିଜନ ଅଂଚଳରର ୧୮୩ ଏବଂ ବ୍ରଜରାଜନଗର ସବ ଡିଭିଜନ ଅଂଚଳରୁ ୨୬୧ ଜଣଙ୍କୁ ଅଟକ…

ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ରିପୋର୍ଟ ଦେଲା AAIB…

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB) AI 171 ବିମାନ ଦୁର୍ଘଟଣା ଉପରେ ଏହାର ପ୍ରାରମ୍ଭିକ ରିପୋର୍ଟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ସମ୍ପୃକ୍ତ…