କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିବା ଘଟଣା: ବିଜେପୁର ଅଞ୍ଚଳରୁ ୨ ଯୁବକ ଗିରଫ
ବରଗଡ଼: କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିବା ଘଟଣା। ବିଜେପୁର ଅଞ୍ଚଳରୁ ୨ ଯୁବକଙ୍କୁ ଗିରଫ କଲା ବନ ବିଭାଗ। ବନ୍ୟପ୍ରାଣୀ ଆଇନ୍ ଆଧାରରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏନେଇ ସୂଚନା ଦେଲେ ବରଗଡ଼ DFO ବିକ୍ରମଦେବ ପଟ୍ଟନାୟକ।
କହିରଖୁଛୁ, ବରଗଡ଼ ଜିଲ୍ଲାର ଜଣେ ୟୁଟ୍ୟୁବର…