ପାକିସ୍ତାନର ପରମାଣୁ ଧମକ କାମ ଦେବନି, ୨୨ ମିନିଟ୍ରେ ୨୨ ଏପ୍ରିଲର ଦେଇଥିଲୁ ଜବାବ: ସଂସଦରେ ଗର୍ଜିଲେ ମୋଦି
ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ ବିତର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ। ଏହି ଅଭିଭାଷଣ ମାଧ୍ୟମରେ ସିଧାସଳଖ ବିରୋଧୀଙ୍କ ସହ ପାକିସ୍ତାନକୁ ମଧୟ ଟାର୍ଗେଟ୍ କରିଛନ୍ତି ମୋଦି। ମୋଦି କହିଛନ୍ତି,ସଂସଦ ହେଉଛି ଭାରତର ଗୌରବ ଗାନ କରିବାର କ୍ଷେତ୍ର। ମୁଁ ଆଜି ଭାରତର ପକ୍ଷ ରକ୍ଷା କରିବା…