Latest Odisha News

BREAKING NEWS

Monthly Archives

July 2025

ଘର ଗୋଡ ପୋଛାରେ ଶ୍ରୀଜଗନ୍ନାଥଙ୍କ ଫଟୋ: ଦୁଇ ଅନଲାଇନ୍ ସଂସ୍ଥା ନାଁରେ ଏତଲା ଦେଲା ଜଗନ୍ନାଥ ସେନା

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ବ୍ୟବହାର କରି ଅନଲାଇନରେ ବିଭିନ୍ନ ସାମଗ୍ରୀ ବିକ୍ରି କରିଥିବା ସଂସ୍ଥା ନାଁରେ ଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି l ଜଗନ୍ନାଥ ସେନା ପକ୍ଷରୁ ମହାପ୍ରଭୁଙ୍କୁ ଅପମାନ କରିବା ଅଭିଯୋଗରେ ଅନଲାଇନ ସଂସ୍ଥା ନାଁରେ ସାଇବର ଥାନାରେ ଏତଲା…

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ପୁରୀ: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ । ପୁରୀ ସଦର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଛକ ନିକଟରେ ଥିବା ରାଇଟ ଫ୍ୟୁଚର ନିଶା ନିବାରଣ କେନ୍ଦ୍ରରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ହେଉଛନ୍ତି ଚକ୍ରତୀର୍ଥ ରୋଡ ନୂଆ ସାହିର ଡି. ରାମ ମୁର୍ତ୍ତୀ ।‌ ଖବର ପାଇ ସଦର ଥାନା ପୋଲିସ ପହଞ୍ଚି…

ଗୋଟିଏ ସ୍କୁଟିରେ ୭ ଜଣ; ଲାଗିଲା ୨୧,୫୦୦ ଟଙ୍କାର ଫାଇନ

ସମ୍ବଲପୁର: ସମ୍ବଲପୁରର ଧନୁପାଲିରେ ଗୋଟିଏ ସ୍କୁଟିକୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମୋଟା ଅଙ୍କର ଫାଇନ ଲାଗିଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଛଅ ଜଣ ନାବାଳକଙ୍କ ସମେତ ସାତ ଜଣ ପିଲା ଗୋଟିଏ ସ୍କୁଟିରେ ବସି ଯାଉଥିଲେ। ଅତ୍ୟନ୍ତ ବେପରୁଆ ଭାବରେ ଢଙ୍ଗରେ…

ଦେଶର ଧନୀ ଭିକାରୀ, ରୋଜଗାର ହୋସ୍ ଉଡେଇଦେବ….

ନୂଆଦିଲ୍ଲୀ: ବିଶ୍ବ ତଥା ଦେଶର ସବୁଠୁ ଧନୀ ବ୍ୟକ୍ତି, ଧନୀ ବ୍ୟବସାୟୀ, ଧନୀ ସେଲିବ୍ରିଟି ଏମିତି ବିଭିନ୍ନ ଆକଳନ ଦ୍ବାରା ଜାରି କରାଯାଇଥିବା କିଛି ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି । ଯାହାଙ୍କର ସମ୍ପତ୍ତି ଏବଂ ମାସିକ ଆୟ ଆଖି ଝଲସାଇ ଦେବ । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଆମ ଦେଶରେ…

ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ସମସ୍ୟାକୁ ନେଇ ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର : ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ସମସ୍ୟା ସମାଧାନ ହେବା ନେଇ ଆସନାକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ବସିବ। ଆସନ୍ତାକାଲି ବୈଠକରେ ରେରା ସମ୍ବନ୍ଧୀୟ ବିଷୟଗୁଡିକର ସମୀକ୍ଷା ହେବ। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ, ଓରେରା ଅଧ୍ୟକ୍ଷ, ଜଙ୍ଗଲ…

କୁଆଡେ ଗଲା ୪୦୦୦ ଟନ୍ କୋଇଲା?, ମନ୍ତ୍ରୀ କହିଲେ, ‘ବର୍ଷାରେ ଧୋଇଗଲା…’

ଶିଲଂଗ୍: ମେଘାଳୟରେ ୪୦୦୦ ଟନ୍ କୋଇଲା ଗାଏବ ହେବା ଏବେ ଆଲୋଚନାର ବିଷୟ ପାଲଟିଛି । ଯାହାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଥିବା ବେଳେ ଏଥିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଘାଳୟ ମନ୍ତ୍ରୀଙ୍କ ବୟାନ ଏବେ ଆଶ୍ଚର୍ଯ୍ୟ କରିଛି । ମନ୍ତ୍ରୀଙ୍କ ବୟାନ ଯେତିକି ହାସ୍ୟସ୍ପଦ, ଜଣେ ମନ୍ତ୍ରୀ…

ଧରାପଡିଲେ ୧ ଲକ୍ଷ ୮୧ ହଜାର ନକଲି ଚାଷୀ, ସମସ୍ତଙ୍କୁ ପଠାଗଲା ନୋଟିସ

ଭୁବନେଶ୍ବର: ଧରାପଡିଲେ ନକଲି ଚାଷୀ । ବର୍ଷ ବର୍ଷ ଧରି ରାଜସ୍ବ ଲୁଟ୍ କରି ଚାଲିଥିବା ଏହି ଚାଷୀ ମାନଙ୍କର ପର୍ଦ୍ଦାଫାସ ହୋଇଛି । ଯେଉଁମାନଙ୍କ ପାଇଁ ପ୍ରକୃତ ଚାଷ କରୁଥିବା ଲୋକ ଲାଭବାନ ହୋଇପାରୁନାହିଁ । ହେଲେ ଏମାନେ ମାଲାମାଲ ହେଇଛନ୍ତି ବୋଲି ଆଜି ଏଭଳି କହିଛନ୍ତି ସମବାୟ ମନ୍ତ୍ରୀ…

ଭୂମିକମ୍ପ ଥରିଲା ଦୁଇଟି ଦେଶ; ରିକ୍ଟର ସ୍କେଲରେ ତୀବ୍ରତା ୬ରୁ ଅଧିକ

ନୂଆଦିଲ୍ଲୀ: ଭୂମିକମ୍ପ ଥରିଲା ଦୁଇଟି ଦେଶ । ଗତକାଲି ରାତିରେ ଭାରତ ଏବଂ ଅଷ୍ଟ୍ରେଲିଆରେ ଭୂମିକମ୍ପ ହୋଇଥିଲା । ବଙ୍ଗୋପସାଗରରେ ମଧ୍ୟ ଏକ ବଡ଼ ଭୂମିକମ୍ପ ହୋଇଥିଲା । ଭାରତରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ହୋଇଥିଲା । ଅଷ୍ଟ୍ରେଲିଆରେ, ତାସମାନିଆରେ ଭୂମିକମ୍ପ ଯୋଗୁଁ…

ବଡ ନିଷ୍ପତ୍ତି ନେଲେ ରାହୁଲ: ଅପରେସନ ସିନ୍ଦୂରରେ ବାପାମା ହରାଇଥିବା ୨୨ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ….

ନୂଆଦିଲ୍ଲୀ: ବଡ ନିଷ୍ପତ୍ତି ନେଇଛନ୍ତି ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ଗୁଳିବର୍ଷା ବେଳେ ବାପାମା’ ଛେଉଣ୍ଡ ହୋଇଥିବା ୨୨ ପିଲାଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବେ । ରାହୁଲ ଗାନ୍ଧୀ ଜମ୍ମୁ ଏବଂ କାଶ୍ମୀରର ପୁଞ୍ଚ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଅଗଷ୍ଟ ୧ରୁ ଖୋଲିବ ଭିତରକନିକା, ମ୍ୟାନ୍‌ଗ୍ରୁଭ୍‌ ନର୍ସରୀ ସାଙ୍ଗକୁ ମ୍ୟୁଜିୟମ୍‌ର ନେବେ…

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ ଅଛନ୍ତି। ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା । ପର୍ଯ୍ୟଟକମାନେ…