ରିସର୍ଚ୍ଚରେ ବଡ଼ ଖୁଲାସା; ଅପରିପକ୍ବ ଶିଶୁ ଜନ୍ମ ପଛରେ ବାୟୁ ପ୍ରଦୂଷଣ…
ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ, ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପପୁଲେସନ୍ ସାଇନ୍ସେସ୍, ମୁମ୍ବାଇ, ୟୁକେ ଏବଂ ଆୟର୍ଲାଣ୍ଡର ଗବେଷକମାନେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ଏବଂ ରିମୋଟ୍ ସେନ୍ସିଂ ତଥ୍ୟ ୨୦୧୯-୨୧ ଅଧ୍ୟୟନ କରିଛନ୍ତି। ଯେଉଁଥିରେ…